Latest Odisha News

BREAKING NEWS

ଉତ୍କଳ କେଶରୀ ହର‌େକୃଷ୍ଣ ମହତାବଙ୍କ ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କର ଜୀବନୀ ସମ୍ପର୍କର‌େ

ଭୁବନେଶ୍ବରର: ଉତ୍କଳ କେଶରୀ ହର‌େକୃଷ୍ଣ ମହତାବଙ୍କୁ କିଏବା ନଜାଣେ। ସେ ହେଉଛନ୍ତି ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ। ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଆଗରପଡ଼ାରେ ୧୮୯୮ ମସିହା ନଭେମ୍ବର ୨୧ରେ ସେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ…

ଯାଜପୁରର ତେଲେଙ୍ଗା ସାହିରେ ପୋଲିସର ଅତର୍କିତ ଚଢ଼ାଉ

ଯାଜପୁର: ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ କୋରାଇ ଥାନା ପୁର୍ବକୋଟ ତେଲେଙ୍ଗା ବସ୍ତିରେ ଅତର୍କିତ ଚଢାଉ କରାଯାଇଛି। ଏକ ଡକାୟତି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଯାଜପୁର ଏସ୍‌.ପି ଚରଣସିଂ ମୀନାଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ସ୍କ୍ୱାର୍ଡ ଏହି ଚଢାଉ କରିଛି । ଏହି ଚଢାଉ ସମୟରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ    ତା୨୧-୧୧-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୧ ରିଖ ଶନିବାର ବିଛା ୬ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ସିଂହ…

ସମରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ

ଭୁବନେଶ୍ୱର : କୋଭିଡ-୧୯ ବିରୁଦ୍ଧରେ ବହୁ ପ୍ରତୀକ୍ଷିତ 'କୋଭାକ୍ସିନ' ଟୀକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲରେ ଗୁରୁବାର ଦିନ ଆରମ୍ଭ ହୋଇଛି । ହସପିଟାଲ୍‌ର ପ୍ରିଭେଂଟିଭ ଆଣ୍ଡ ଥେରାପ୍ୟୁଟିକ୍ କ୍ଲିନିକାଲ ଟ୍ରାଏଲ…

ସୁନ୍ଦରଗଡ଼ ଜିଲ୍ଲା ଖୁଂଟଗାଁରେ ହେବ ‘ଟସର ସିଲ୍‌କ ପାର୍କ’

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା଼ରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର ଖୋସା । ତେବେ ଖୋସାରୁ ସୂତା ବହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ‘ସୁନ୍ଦରଗଡ଼ ଟସର’ ଏକ ନୂଆ ପରିଚୟ ପାଇପାରିବ । ଲହୁଣିପଡ଼ା ବ୍ଲକର ଖୁଣ୍ଟଗାଁଠାରେ…

ଓଡ଼ିଶାରୁ ଦକ୍ଷିଣ ଭାରତକୁ ଗଡିବ ‘ଭାରତ ଦର୍ଶନ’ ସ୍ୱତନ୍ତ୍ର ଟ୍ରେନ୍: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର: ଭାରତୀୟ ରେଳବାଇ ଦ୍ୱାରା ଦକ୍ଷିଣ ଭାରତକୁ ଏକ ଭାରତ ଦର୍ଶନ' ନାମକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ଜାନୁଆରୀ ମାସ ୨ ତାରିଖ ଦିନ ଭୁବନେଶ୍ୱରରୁ ରାତ୍ର ୧୦ ଘଟିକାରେ ରାମେଶ୍ୱରମ, ମଦୁରାଇ ଏବଂ ତିରୁପତି ଦର୍ଶନ ପାଇଁ ଯାତ୍ରା କରିବ।…

ବୀରମିତ୍ରପୁର IIC ସ୍ମୃତିପ୍ରଭା ପ୍ରଧାନ ନିଲମ୍ବିତ

ସୁନ୍ଦରଗଡ଼: ବୀରମିତ୍ରପୁର ଆଇଆଇସି ସ୍ମୃତିପ୍ରଭା ପ୍ରଧାନ ସସପେଣ୍ଡ । ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଚାକିରିରୁ ନିଲମ୍ୱନ କରାଯାଇଛି । ସ୍ମୃତିପ୍ରଭା ପ୍ରଧାନଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ଅଭୟ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଗତକାଲି ବୀରମିତ୍ରପୁର…

ନିଆରା ଅନ୍ଦାଜରେ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାପ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ନିଜର ବେଫିକର ଅନ୍ଦାଜ଼, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି…

ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ, ସମ୍ୱଲପୁର ଏସପିଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ତାଙ୍କ ସ୍ଥାନରେ ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସ୍‌ପି ଭାବେ ମିଳିଛି ନୂଆ ଦାୟିତ୍ୱ । ଅଖିଳେଶ୍ୱରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୋଲିସ ଭୂମିକାକୁ ପ୍ରଶ୍ନବାଚୀ ଉଠିବା…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୧୦୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗୋଟିଏ ଦିନରେ ପ୍ରାୟ ୧୧୦୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ସୁସ୍ଥତାଙ୍କ ସଂଖ୍ୟା ୩ ଲକ୍ଷ ୦୩ ହଜାର ୮୯୭ରେ ପହଞ୍ଚିଛି। https://twitter.com/HFWOdisha/status/1329798203009495043?s=19 ଏନେଇ ରାଜ୍ୟ…