ଅଟୋକୁ ପିଟିଲା କାର୍ : ୭ ଆହତ
କଟକ: କଟକରେ ରବିବାର ବିଳମ୍ବିତ ରାତିରେ ଏକ କାର ଅଟୋରିକ୍ସାକୁ ଧକ୍କା ଦେଇ ଓଲଟି ଯିବା ଫଳରେ ୨ ଶିଶୁଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, କାରଟି ଅଟୋ ରିକ୍ସାକୁ ଧକ୍କା ଦେବା ଫଳରେ ଅଟୋ ରିକ୍ସାଟି ଓଲଟି ପଡିଥିଲା । ତେବେ କାର ଚଳାଉଥିବା ଯୁବକ ଜଣଙ୍କ…