Latest Odisha News

BREAKING NEWS

ଦୁର୍ଘଟଣାରେ ୫ ଆହତ

ପୁରୀ : ପୁରୀ ଚନ୍ଦନ ପୁର ଅଗ୍ନି ଢାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ନଳାରେ ପଶି ଯାଇଛି। ଫଳରେ କାରରେ ଥିବା ବ୍ୟକ୍ତିମାନେ ଆହାତ ହୋଇଛନ୍ତି। କାରରେ ୫ ଜଣ ଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ପଚାରା ଉଚରା ଜାରି ରଖିଛି। ସେପଟେ କାରଟି କାହିଁକି ଓ କିପରି ଭାବେ ଦୁର୍ଘଟଣା ଘଟିଲା ପୋଲିସ ଛାନ୍ ଭି ନ୍ କରୁଛି ।

Leave A Reply

Your email address will not be published.