Latest Odisha News

BREAKING NEWS

[ଭିଡିଓ] ବୃନ୍ଦାଙ୍କ ଜୀବନ ପଥରେ କଣ୍ଟା ସାଜିଛି ଅଜଣା ରୋଗ

ମାଲକାନଗିରି: ଦିନକୁ ଦିନ ଉନ୍ନତି କରୁଛି ଚିକିତ୍ସା ବିଜ୍ଞାନ । ହେଲେ ଏବେ ବି ବୃନ୍ଦାଙ୍କ ରୋଗର ରହସ୍ୟକୁ ଭେଦ କରାଯାଇପାରିନି । ଦୀର୍ଘ ୧୦ ବର୍ଷ ଧରି ଶେଯରେ ପଡି ଛଟପଟ ହେଉଛନ୍ତି ମେଧାବୀ ଛାତ୍ରୀ ବୃନ୍ଦା କବାସି । ଚାଲିଛି ଚିକିତ୍ସା ହେଲେ ଏବେ ବି ରୋଗକୁ ଚିହ୍ନଟ କରିବା କାହା ପକ୍ଷରେ…

ଅନ୍‌ଲକ୍‌ ଓଡ଼ିଶା; ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ; ଖୋଲିବ ସଫିଙ୍ଗ୍‌ ମଲ୍‌

ଭୁବନେଶ୍ୱର: ଅଗଷ୍ଟ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ପୂର୍ବରୁ ଲାଗୁ ହୋଇଥିବା କଟକଣା ଶେଷ ହେଉଥିବା ବେଳେ ଆଜି ନୂଆ ନିର୍ଦ୍ଦେଶାବଳୀ ଲାଗୁ ହୋଇଛି। କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର। ଶନିବାର ଦିନ ଓଡ଼ିଶା ସରକାର ଘୋଷଣା କରିଛନ୍ତି ଯେ ଅଗଷ୍ଟ…

ଗେହେନାଙ୍କୁ ୧୫ ଲକ୍ଷ ଲାଞ୍ଚ ମାଗିଥିଲେ ମୁମ୍ବାଇ ପୋଲିସ!

ମୁମ୍ବାଇ: ଚଳିତ ବର୍ଷ ପ୍ରାରମ୍ଭରେ ପର୍ଣ୍ଣ ରକେଟ୍‌ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ଗେହାନା ବଶିଷ୍ଟ ଦାବି କରିଛନ୍ତି ଯେ ତାଙ୍କୁ ଗିରଫ କରିବାକୁ ଆସିଥିବା ମୁମ୍ବାଇ ପୋଲିସର ଟିମ୍ ତାଙ୍କୁ ଗିରଫଦାରୀରୁ ବଞ୍ଚିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଦାବି କରିଛି। ଫେବୃଆରୀ ୨୦୨୧ ରେ…

ସହରରେ ବିଶୁଦ୍ଧ ଜଳ ଯୋଗାଣ

ପୁରୀ : ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା। ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ କରିଥିଲେ। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଜଳର ମାନ ପରଖିବା ସହ ସମିକ୍ଷା କରିଛନ୍ତି। ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିବା ଏହି…

ଘର ଭିତରୁ ଲୁଟପାଟ , ଟଙ୍କା ସହ ସୁନା ଗହଣା ଚୋରି

ରାୟଗଡା: ସହରରେ ବଡଧରଣର ଚୋରି  ୩୦ ଲକ୍ଷ ଟଙ୍କା ସମେତ ୧୦୦ ଗ୍ରାମ ସୂନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ । ରାୟଗଡା ସହରର ରୟତ କୋଲନୀ ଷଷ୍ଠ ଲେନରେ ବଡଧରଣର ଚୋରି । ଗୃହ ମାଲିକ ଓ ପରିବାର ଲୋକ ଗାଁକୁ ଯାଇଥିବା ସମୟରେ ଏହି ଚୋରି ଘଟିଛି । ଦୁର୍ବୃତମାନେ ସାଇ ଗଣେଶ ଶର୍ମା ନାମକ ଜଣେ…

ଆଗକୁ ଭୟଙ୍କର ସଂକ୍ରମଣର କାରଣ ହୋଇପାରେ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାଭାଇରସର ପ୍ରମୁଖ ପ୍ରଜାତି ଡେଲ୍‌ଟା ଅନ୍ୟ ସମସ୍ତ ପ୍ରଜାତି ଅପେକ୍ଷା ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଏହା ଚିକେନ୍ପକ୍ସ ଭଳି ସହଜରେ ବିସ୍ତାର ହୋଇପାରେ। ପ୍ରଥମେ ଏହି ରିପୋର୍ଟ ପ୍ରକାଶ କରିଥିବା ୱାଶିଂଟନ୍ ପୋଷ୍ଟ ଅନୁଯାୟୀ ଡକ୍ୟୁମେଣ୍ଟରେ…

ଶିଳ୍ପାଙ୍କ ସମର୍ଥନରେ ବାହାରିଲେ ନିର୍ମାତା ହନସଲ ମେହେଟ୍ଟା; କହିଲେ…

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କ କଳା କାର୍‌ନାମାର ପର୍ଦ୍ଦାଫାସ୍‌ ହେବା ପରେ ସୋସିଆଲ୍‌ ମିଡିଆରେ ରାଜଙ୍କ ଏହି ଅଶ୍ଳୀଳ କାରବାରରେ ଶିଳ୍ପାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି। ତେବେ ଶିଳ୍ପା ଏହି କ‌ାର୍ଯ୍ୟ ସହ ଜଡ଼ିତ ନୁହନ୍ତି ବୋଲି ଖୋଲାଖୋଲି ଭାବେ କହିସାରିଲେଣି।…

ଅନ୍‌ଲାଇନ୍‌ ଗେମ୍‌ ଯୋଗୁ ଚାଲିଗଲା ନାବାଳକର ଜୀବନ

ଭୋପାଳ: କାଳ ହେଲା ଅନ୍‌ଲାଇନ୍‌ ଗେମ୍‌। ଅକାଳରେ ଚାଲିଗଲା ୧୩ ବର୍ଷ ବାଳକର ଜୀବନ। ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଅନଲାଇନ ଗେମ୍‌ରେ ୪୦,୦୦୦ ଟଙ୍କା ହରାଇବା ପରେ ଜଣେ ୧୩ ବର୍ଷର ବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛତ୍ରପୁରର ଶାନ୍ତି ନାଗରରେ ନିଜ ପରିବାର ସହିତ…

ଭାରତ ବିପକ୍ଷ ସିରିଜରୁ ଓହରିଲେ ବେନ ଷ୍ଟୋକ୍ସ

ଲଣ୍ଡନ: ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ କ୍ରିକେଟ ସିରିଜ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏହି ସିରିଜରୁ ଓହରି ଯାଇଛନ୍ତି । ସେ କ୍ରିକେଟରୁ କିଛି ଦିନ ବ୍ରେକ ନେବା ପାଇଁ ନିଷ୍ପତି ନେଇଛନ୍ତି । ଏପରିକି ଟି୨୦ ବିଶ୍ୱକପରେ ମଧ୍ୟ…

ଓଡ଼ିଶାକୁ ତୁରନ୍ତ ସାର ଯୋଗାଇବାକୁ ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ, ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଖରିଫ ଋତୁରେ ଓଡ଼ିଶାକୁ ନିଅଣ୍ଟିଆ ସାର ଯୋଗାଣ ହୋଇଛି । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଅବଗତ କରାଇଥିବା ବେଳେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି ବିଜେଡି ସାଂସଦ । ଦିଲ୍ଲୀରେ ଆଜି ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ…