ନିକ୍ଙ୍କ ସହ ସୁଖ ଦାମ୍ପତ୍ୟ ଜୀବନର ରହସ୍ୟ ଖୋଲିଲେ ପ୍ରିୟଙ୍କା
ମୁମ୍ବାଇ: ବଲିଉଡ୍ରେ ଅଭିନେତ୍ରୀ ପ୍ରିୟଙ୍କା ଚେପ୍ରା ଏବଂ ପତି ନିକ୍ଙ୍କ ଯୋଡି ବେଶ୍ ଲୋକପ୍ରିୟ। ତେବେ ଆମେରିକୀୟ ଗାୟକ-ଅଭିନେତା ନିକ ଜୋନାସଙ୍କୁ ବିବାହ କରିଥିବା ପ୍ରିୟଙ୍କା ଚୋପ୍ରା ଏକ ସୁଖମୟ ଦାମ୍ପତ୍ୟ ଜୀବନର ରାଜ୍ ଖୋଲିଛନ୍ତି।
ଏ ନେଇ ପ୍ରିୟଙ୍କା କହିଛନ୍ତି ଯେ ମୋର…