Latest Odisha News

BREAKING NEWS

ଗପ: “ମାର୍ଗଦର୍ଶକ”

ସଞ୍ଜିତା ପ୍ରଧାନ ଆଜି ସକାଳର ଘଟଣା  ମୁଁ କିଛି ତାଜା ପନିପରିବା ପାଇବାର ଆଶାରେ ସ୍କୁଟି ବାହାର କରି ବାହାରି ପଡ଼ିଲି ମାର୍କେଟକୁ । କିଛି ପନିପରିବା ଫଳ , ରାସନ ଦୋକାନରୁ ପୁଅ ପାଇଁ ବିସ୍କୁଟ ଓ ଚକଲେଟ ଦିଟା କିଣି ଘରକୁ ଫେରୁଥାଏ । ରାସ୍ତାଟି ଗାଁ ମଝି ଦେଇ ଯାଇଥିବାରୁ ଟିକିଏ ଅଣଓସରିଆ…

କିମସରେ ଖୋଲିଲା ପୋଷ୍ଟ କୋଭିଡ ମାତୃ ଓ ଶିଶୁ କ୍ଲିନିକ

ଭୁବନେଶ୍ଵର: କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ନିମନ୍ତେ କିମସରେ ଏକ ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ ଖୋଲିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାର ୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨…

ଭଲ ଖବର: ମଡେର୍ଣ୍ଣା ଟିକା ୯୫% ସୁରକ୍ଷିତ

ନୂଆଦିଲ୍ଲୀ: କରୋନା ସଂକଟ କାଳରେ ସପ୍ତାହେ ଭିତରେ ଆମେରିକାରୁ ପୁଣି ଆସିଛି ଖୁସି ଖବର। ଭ୍ଯାକସିନ ନେଇ ଭତ୍ସାହଜନକ ଖବର ସାମନାକୁ ଆସିଛି। ମଡେର୍ଣ୍ଣା ଟିକା ୯୫% ସଫଳ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହି ତଥ୍ୟ ମିଳିଛି। ଆମେରିକାର ୩୦ ହଜାର ଲୋକଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା ।…

କ୍ରମାଗତ ୪୪ ଦିନ ପାଇଁ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ବିଗତ ୪୪ ଦିନ ହେବ ଦୈନିକ ଭାରତରେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ତୁଳନାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହି ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୫୪୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪୩,୮୫୧। ଏହାଦ୍ୱାରା ସକ୍ରିୟ କରୋନା…

ଟୁଥ ବ୍ରଶରେ ନିଜ ଜୋତା ସଫା କରୁଛନ୍ତି ବିରାଟ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଅନୁଷ୍କା

ଭୁବନେଶ୍ୱର: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବର୍ତ୍ତମାନ ଦୁବାଇରେ ଅଛନ୍ତି। ନିକଟରେ ଅନୁଷ୍କା ଅନ୍ୟ କ୍ରିକେଟରଙ୍କ ସହ ମିଶି ବିରାଟଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ନିକଟରେ ଅନୁଷ୍କା ସୋସିଆଲ ମିଡିଆରେ ବିରାଟଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୯୭ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨୯୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଉଲ୍ଲେଖଯୋଗ୍ୟ, ଓଡିଶାରେ ୩,୦୯,୪୦୮ କରୋନା ମାମଲା ରହିଥିବା ବେଳେ ମୋଟ୍ ୨,୯୯,୧୫୯ ଜଣ ଆରୋଗ୍ୟ…

ଜନଜାଗରଣର ବିଜୟ ଧ୍ୱଜା – ଗଣମାଧ୍ୟମ

ଆକାଶ ଅସୀମ, ସଂଗ୍ରାମ ସୀମାହୀନ, ପରିବ୍ୟାପ୍ତ ଏ ସଂଗ୍ରାମର କ୍ଷେତ୍ର । ଶେଷ ହୁଏନି ସଂଗ୍ରାମର ଯାତ୍ରା । ସେହି ସଂଗ୍ରାମର ସାଥି ହୋଇ ସିଏ ଅନୁଭବକୁ ବାସ୍ତବରେ ରୂପାନ୍ତରିତ କରେ, ସ୍ପର୍ଶର ସ୍ପର୍ଶକାର ଆଉ ଅନୁଭବର ଅନୁଭବୀଟିଏ, ଯିଏ ଅସ୍ତ୍ର ସାଜି ସମାଜକୁ ରକ୍ଷାକରେ, ପଲ୍ଲୀରୁ…

ଆସନ୍ତୁ ଜାଣିବା କାହିଁକି ଜାପାନ ରାଜକୁମାରୀ ମନର ମଣିଷକୁ ବିବାହ କରିପାରୁ ନାହାନ୍ତି !

ଟୋକିଓ: ଜାପାନ ରାଜକୁମାରୀ ମାକୋ ମନର ମଣିଷ ପାଇଥିଲେ ବିବାହ କରିପାରୁ ନାହାନ୍ତି । ରାଜକାର୍ଯ୍ୟ ଓ ପ୍ରେମ ଭିତରେ ସେ ଧନ୍ଧି ହୋଇ ପଡିଛନ୍ତି । ଦୀର୍ଘ ୭ ବର୍ଷ ହେବ ସେ ଇଚ୍ଛା ନ ଥିଲେ ମଧ୍ୟ ବିବାହକୁ ଘୁଂଚାଇ ଚାଲିଛନ୍ତି । ଏବେ ନିକଟରେ ସେ ପୁନର୍ବାର ବିବାହ ତାରିଖକୁ ଅନିର୍ଦ୍ଦିଷ୍ଟ ସମୟ…

ବିଜ୍ଞାନ ଖେଳ: ଗଛ ଚଢୁଥିବା କଣ୍ଢେଇ

ଆମେ ଘର୍ଷଣ ବଳକୁ ବ୍ୟବହାର କରି ଗୋଟିଏ ମଜାଦାର ଖେଳଣା ତିଆରି କରିପାରିବା । ଦେଖିବା କେମିତି କଣ୍ଢେଇ ଉପରକୁ ଉପରକୁ ଚଢୁଛି । ଏଥିପାଇଁ ଦରକାର ଗୋଟିଏ କାଗଜ -ଗୋଟିଏ ୩୦x୮ ସେମି କାଗଜ ପଟି ନିଅ -କାଗଜ ପଟିକୁ ଲମ୍ବା ପଟରେ ଦୁଇ ଭାଗ କରିଦିଅ - ସେହି ଲମ୍ବା…

ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ସ୍ଥଳ

ମୁମ୍ବାଇ: ମହାରାଷ୍ଟ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧାର୍ମିକ ସ୍ଥଳ ଖୋଲାଯାଇଛି। ମହାମାରୀ ଯୋଗୁଁ ୬ମାସ ହେଲା ଧାର୍ମିକ ସ୍ଥଳୀ ସବୁ ବନ୍ଦ ରହିଥିଲା। ସୂଚନା ଅନୁଯାୟୀ ଲୋକଙ୍କ ଦାବି ଗୁଡ଼ିକୁ ଆଧାର କରି ମନ୍ଦିର ଗୁଡିକ ଖୋଲା ଯାଇଛି ଏବଂ ଏନେଇ ଏସଓପି ମଧ୍ୟ ଜାରି ହୋଇଛି। ନିର୍ଦ୍ଦିଷ୍ଟ…