Latest Odisha News

BREAKING NEWS

କରୋନା ଯାଞ୍ଚ ଅଭିଯାନ: ଆଜିଠୁ ରାଜ୍ୟରେ ତିନି ମାସ ଡୋର୍ ଟୁ ଡୋର୍ ସର୍ଭେ

ଭୁବନେଶ୍ୱର: କରୋନା ମୁକାବିଲାରେ ଗ୍ରାମାଞ୍ଚଳକୁ ଫୋକସ୍ କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ବି ମୁକାବିଲା ପାଇଁ ବହୁ ପଦକ୍ଷେପ ହାତକୁ ନେଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରରେ ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭେ । ବସ୍ତିରେ ଘରକୁ…

ମେସିନ କରୁଛି ମନରେଗା କାମ

ଲୋଇସିଂହା: ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ । ବର୍ତ୍ତମାନ ସାରା ଭାରତ ସହ ଓଡିଶାର ଜନ ସାଧାରଣ କରୋନା ସଂକ୍ରମଣ ସହ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ରାଜ୍ୟ ସରକାର ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି । ଏଭଳି ଘଡିସନ୍ଧି…

ବାତ୍ୟା ପରବର୍ତ୍ତୀ ଉଦ୍ଧାର ପାଇଁ ବାଲେଶ୍ୱରରେ ପହଞ୍ଚିଲେଣି ବିଭିନ୍ନ ଜିଲ୍ଲାରୁ ଓଡ୍ରାଫ୍ ଟିମ୍

ବାଲେଶ୍ୱର: ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ଥଇଥାନକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଜିରୋ କାଜୁଆଲିଟିକୁ ଫୋକସ କରି ମୁକାବିଲା ପ୍ରସ୍ତୁତି ଚାଲିଛି । ବାତ୍ୟାରେ ବାଲେଶ୍ୱର ଜିଲ୍ଲା ବେଶୀ ପ୍ରଭାବିତ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ନିୟୋଜିତ ହୋଇଛନ୍ତି ଓଡ୍ରାଫର ୧୨ଟି…

କରୋନା ବ୍ୟାପିବା ପୂର୍ବରୁ ଉହାନ ଲ୍ୟାବର ଗବେଷକ ସଂକ୍ରମିତ ହୋଇଥିଲେ: ରିପୋର୍ଟ

ୱାଶିଂଟନ: କରୋନା ମହାମାରୀ ସାରା ବିଶ୍ୱରେ ବ୍ୟାପିବା ପୂର୍ବରୁ ଉହାନ ଲ୍ୟାବର କେତେକ ପ୍ରଫେସର ଏଥିରେ ସଂକ୍ରମିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଏକ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୨୦୧୯ ନଭେମ୍ବରରେ ଚୀନର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲିଜେର…

ବାତ୍ୟା ‘ୟଶ’ ମୁକାବିଲା ପାଇଁ ଓଡ଼ିଶାରେ ମୁତୟନ ହୋଇଛନ୍ତି ୬୦ ଓଡ୍ରାଫ ଟିମ୍

ପାରାଦୀପ: ବାତ୍ୟା 'ୟଶ'କୁ ଦୃଷ୍ଟିରେ ରଖି ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଉଦ୍ଧାର, ରିଲିଫ୍ ଏବଂ ଥଇଥାନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ସହିତ ଓଡ଼ିଶାରେ ନିୟୋଜିତ ହୋଇଛନ୍ତି ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସର ୬୦ଟି ଟିମ୍। ଏନେଇ ପାରାଦୀପର…

ବନ୍ଦେ ଭାରତ ମିଶନର ଅଂଶ ଭାବରେ ପ୍ରାୟ ୮୭,୦୫୫ ଭାରତୀୟ ସିଙ୍ଗାପୁରରୁ ଭାରତ ଫେରିଛନ୍ତି

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନ ପ୍ରତ୍ୟାବର୍ତ୍ତନ ବିମାନର ଏକ ଅଂଶ ଭାବରେ ଗତ ବର୍ଷ ମେ ମାସରୁ ମୋଟ ୮୭,୦୫୫ ଭାରତୀୟ ସିଙ୍ଗାପୁରରୁ ଭାରତ ଫେରିଛନ୍ତି ବୋଲି ଏଠାରେ ଥିବା ଭାରତୀୟ ଉଚ୍ଚ ଆୟୋଗ କହିଛନ୍ତି। ଭାରତୀୟମାନେ ଘରକୁ ଫେରିବାର କାରଣ ହେଉଛି ମହାମାରୀ କାରଣରୁ ଚାକିରି ହରାଇବା,…

ବାତ୍ୟା ମୁକାବିଲା: ୫ ଜିଲ୍ଲା ପାଇଁ ୫ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ପ୍ରଭାବିତ ଆଶଙ୍କା ଥିବା ୫ଟି ଜିଲ୍ଲାରେ ମୁକାବିଲା ପାଇଁ ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । କେନ୍ଦ୍ରାପଡା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା…

ଲକ୍ଷ୍ନୌରେ ୮୮୭୬ କରୋନା ପଜିଟିଭଙ୍କ ଖୋଜ ଖବର ନାହିଁ

ଲକ୍ଷ୍ନୌ: ଉତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୮୮୭୬ କରୋନା ରୋଗୀଙ୍କ ଖୋଜ ଖବର ମିଳୁ ନାହିଁ । କେଜିଏମୟୁ, ପିଜିଆଇ ଓ ଲୋହିୟା ସଂସ୍ଥାନରେ ଏହି ବ୍ୟକ୍ତିମାନେ ଆରଟି-ପିସିଆର ଟେଷ୍ଟ କରାଇଥିଲେ । ସେମାନେ ଯେଉଁ ଠିକଣା ଦେଇଥିଲେ ତାହା ପରେ ଭୁଲ ବୋଲି ଜଣାପଡିଛି । ଏମାନଙ୍କୁ ହୋମ ଆଇସୋଲେଶନରେ…

କରୋନାର ତୃତୀୟ ଲହର ! ୨ ଜିଲ୍ଲାରେ ୬ ଶହରୁ ଅଧିକ ଶିଶୁ କରୋନା ସଂକ୍ରମିତ

ଜୟପୁର: ମହାମାରୀ କରୋନା ପ୍ରକୋପରେ ଦେଶର ସ୍ଥିତି ସଙ୍ଗୀନ ରହିଛି । ଆଉ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଲାଣି କରୋନାର ତୃତୀୟ ଲହର ଆଶଙ୍କା । କାରଣ ବିଶେଷଜ୍ଞ କହୁଛନ୍ତି କରୋନାର ତୃତୀୟ ପ୍ରବାହରେ ସବୁଠୁ ଅଧିକ ଶିଶୁ ସଂକ୍ରମିତ ହେବେ । ଏବେ ରାଜସ୍ଥାନର ୨ଟି ଜିଲ୍ଲାରେ ଛୁଆମାନେ ଦ୍ରୁତଗତିରେ…

୧୦୦ରୁ ଅଧିକ ବୌଦ୍ଧ ସନ୍ୟାସୀ କରୋନା ପଜିଟିଭ

ନୂଆଦିଲ୍ଲୀ: ସିକ୍କିମରେ ପ୍ରାୟ ୧୦୦ରୁ ଅଧିକ ବୌଦ୍ଧ ସନ୍ୟାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ ବୌଦ୍ଧ ମଠ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଗ୍ୟାଙ୍ଗଟକ ଠାରୁ ୩୦ କିଲୋମିଟର ଦୂରରେ ଥିବା ବିଶ୍ୱ ଐତିହ୍ୟ ସ୍ଥଳ ରୁମଟେକ୍ ମଠର…