Latest Odisha News

BREAKING NEWS

ଟୁଇଟ୍‌ କରି ଗୁଜୁରାଟୀ ନବବର୍ଷ ଏବଂ ଭାଇଦୁଜ୍‌ର ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଗୁଜରାଟୀ ନୂଆ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପିଏମ ମୋଦୀ ଟୁଇଟ୍ କରି ଗୁଜରାଟୀ ଭାଷାରେ ଲେଖିଛନ୍ତି ଯେ ସମସ୍ତ ଗୁଜରାଟୀ ଭାଇ ଓ ଭଉଣୀମାନଙ୍କୁ ନୂଆ ବର୍ଷର ଶୁଭେଚ୍ଛା। ନୂତନ ବର୍ଷରେ ସ୍ୱାସ୍ଥ୍ୟ, ଏବଂ ସମୃଦ୍ଧତା ପାଇଁ…

ଭଦ୍ରକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ, ଜଣେ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ପ୍ରାପ୍ତ ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ଦୁଇ ଯୁବକ ବାଲେଶ୍ବର ଜିଲ୍ଲା ସୋରରୁ ବାଇକ ଯୋଗେ ଚାନ୍ଦବାଲି ଆସୁଥିଲେ ।…

ଭଲ ଖବର: ୨୪ଘଣ୍ଟାରେ ଦେଶରୁ ୩୦ ହଜାର କରୋନା ପଜିଟିଭ୍, ଚାରି ମାସରେ ସବୁଠୁ କମ୍

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଦେଶରୁ ଆସିଲା ଭଲ ଖବର । ଚାରି ମାସରେ ଦୈନିକ ସବୁଠୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୦ ହଜାର ୫୪୯ ସଂକ୍ରମିତ । ଯାହାକି ଗତ ଚାରି ମାସରେ ସବୁଠୁ କମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ…

ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ: ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ

ଭଦ୍ରକ: ଓଡ଼ିଆ ଢଗ ଢ଼ମାଳିରେ ଏକ କଥା ଅଛି 'ଆଳୁ ଖୋଳୁ ଖୋଳୁ ମହାଦେବ'। ତେବେ ଏହି କଥା ଟି ବାସ୍ତବରେ ରୂପାୟନ ହୋଇଛି ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଗୋରାମାଟି ପଞ୍ଚାୟତ ଚକପୁର ଗାଁରେ। ପ୍ରାପ୍ତ ସୂଚନାନୁସାରେ, ଚକପୁର ଗାଁର ବଲଦିଆପଦା ପଡିଆରେ ଗାଁରେ ଏକ ପାର୍କ ନିର୍ମାଣ ପାଇଁ ମାଟି…

କରୋନା କଟକଣା ପାଇଁ ଫିକା ପଡିଛି ଯାଜପୁରର ଗଣପର୍ବ କାଳୀପୂଜା

ଯାଜପୁର: ଯାଜପୁରର ଗଣପର୍ବ ଭାବେ ଜଣା କାଳୀପୂଜା। ଦୀପାବଳୀର ମଧ୍ୟରାତ୍ରିରୁ ଜିଲ୍ଲାରେ ମୋଟ  ୬୭ଟି ମଣ୍ଡପରେ ଚାଲିଛି ମା ଶ୍ୟାମାକାଳୀ ଙ୍କ ପୂଜାର୍ଚ୍ଚନା।  ପ୍ରତିବର୍ଷ ବେଶ୍ ଧୁମଧାମରେ ମା ଙ୍କ ପୂଜା କରାଯାଏ । ମାତ୍ର ଚଳିତ ବର୍ଷ କୋରୋନା ସଂକ୍ରମଣ ବଢିବା ଭୟରେ ସରକାର ପୂଜା ଉପରେ କଟକଣା…

ବିହାରରେ ବିଜେପିରୁ ହେବେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି !

ପାଟନା: ବିହାରରେ ସରକାର ଗଠନ ନେଇ ରୂପରେଖ ଚୁଡ଼ାନ୍ତ ହୋଇଛି । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀକୁ ନେଇ ସରୁନି ସସପେନ୍ସ । ଏଯାଏ ଘୋଷଣା ହୋଇନି ନାଁ । କୁହାଯାଉଛି ବିଜେପିରୁ ଦୁଇ ଜଣ ଏଥର ଉପମୁଖ୍ୟମନ୍ତ୍ରୀ ହେବେ । ରେସରେ ଅଛନ୍ତି ନବନିର୍ବାଚିତ…

ବିଲୁପ୍ତ ପ୍ରାୟ ଦେବଦାସୀ ପ୍ରଥା ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଦେବାଦେବୀଙ୍କ ମନ୍ଦିରର ନୃତ୍ୟାଙ୍ଗନାମାନଙ୍କୁ ଦେବଦାସୀ କୁହାଯାଏ । ରାଜସଭାର ରାଜ ନର୍ତ୍ତକୀମାନଙ୍କ ଅନୁକରଣରେ ବିଭିନ୍ନ ମନ୍ଦିରରେ ଦେବଦାସୀ ପ୍ରଥାର ପ୍ରଚଳନ ହୋଇଛି। ମର୍ତ୍ତ୍ୟରେ ଦେବତାମାନଙ୍କ ପ୍ରତି ଏମାନଙ୍କ ନୃତ୍ୟ ଓ ଜୀବନଶୈଳୀ ଉତ୍ସର୍ଗ । ଏହି ପୁରାତନ ପ୍ରଥା ରାଜ୍ୟ,…

ନୀଳଗିରି ଅଞ୍ଚଳରେ ଝାଡଖଣ୍ଡ ହାତୀ ପଲଙ୍କ ଉପଦ୍ରବ

ବାଲେଶ୍ୱର: ଝାଡଖଣ୍ଡୀ ହାତୀ ପଲଙ୍କ ଉତ୍ପାତ । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ୫ଟି ଦନ୍ତା, ୭ ଛୁଆଙ୍କ ସମେତ ୪୨ଟି ହାତୀ ବିଭିନ୍ନ ଅଞ୍ଚଳରେ ଆତଙ୍କରାଜ ଚଳାଇଛନ୍ତି । ନଷ୍ଟ କରୁଛନ୍ତି ବ୍ୟାପକ ଧାନ ଫସଲ । ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକ ଆତଙ୍କିତ…

ମହାନଦୀରେ ବୁଡି ଯିବା ଘଟଣା; ସତ ମାନିଲେ ଅମ୍ଳାନଙ୍କ ପତ୍ନୀ, କଣ କହିଲେ ଜାଣନ୍ତୁ

କଟକ: ଗତକାଲି ଠାରୁ ଚର୍ଚ୍ଚାରେ ଅଛନ୍ତି ଓଲିଉଡ୍ ଅଭିନେତା ଅମ୍ଳାନ ଦାସଙ୍କ ପତ୍ନୀ ଭୂମିକା।ସେ ଗତକାଲି ମହାନଦୀରେ ପଡ଼ିଯାଇଥିଲେ ଓ ପର ମୁହୂର୍ତ୍ତରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ଉଦ୍ୟମ ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁଁହ ଖୋଲିଛନ୍ତି…

ବିହାର ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ

ପାଟନା: ବିହାରରେ ପୁଣି ନୀତିଶ ରାଜ । ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର । ଅପରାହ୍ଣ ସାଢ଼େ 4ଟାରେ ରାଜଭବନ ପରିସରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ରାଜ୍ୟପାଳ ଫଗୁ ଚୋହ୍ୱାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଲଗାତାର ଚତୁର୍ଥ ଥର ସେ ଧରିବେ ବିହାର…