ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଉଦ୍ଧବ ଠାକରେ
ମୁମ୍ବାଇ: ଦୀର୍ଘଦିନର ରାଜନୈତିକ ସଙ୍କଟର ଅବସାନ ଘଟିବା ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ।
#WATCH Chief Minister designate Uddhav Thackeray & others take oath, at Shivaji Park in Mumbai. (Source: DGIPR…