Latest Odisha News

BREAKING NEWS

ବାନ୍ଧକଳାରେ ବିଜୁ ବାବୁଙ୍କ ଫଟୋ ଚିତ୍ର

ଭୁବନେଶ୍ୱର: ସୁବର୍ଣ୍ଣପୁରର ବାନ୍ଧକଳା ସାରା ବିଶ୍ବରେ ପରିଚିତ ହୋଇପାରିଛି। ଏଠାକାର ବାନ୍ଧକଳା କାରିଗର ବିଭିନ୍ନ ପ୍ରକାର ବାନ୍ଧ ଡିଜାଇନ କରି ଚର୍ଚ୍ଚାରେ ମଧ୍ୟ ଆସିଛନ୍ତି । ନିକଟରେ ହିନ୍ଦୀ ଚଳଚିତ୍ର ଅଭିନେତ୍ରୀ ବିଦ୍ୟା ବାଲାନ ସୋନପୁରରେ ତିଆରି ବାନ୍ଧଶାଢୀ ପିନ୍ଧୀ ଚର୍ଚ୍ଚାରେ…

ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ, ଜରୁରୀ ବୈଠକ ଡାକାଇଲେ ଗୃହମନ୍ତ୍ରୀ

ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ । କରୋନାର ସେଠାରେ ତୃତୀୟ ପର୍ଯ୍ୟାୟ ଲହର ଚାଲିଛି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଭଳି ସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହା ଆଜି ଜରୁରୀ ବୈଠକ ଡକାଇଛନ୍ତି । ଏଥିରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ…

ପୁରୀ ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ରବିବାର ଦିନ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କଟକ ଅନ୍ତର୍ଗତ ଜଗତପୁର ଅଞ୍ଚଳର ବିଜେନ୍ଦ୍ର ବାରିକ ବୋଲି ଜଣାପଡିଛି। ସୂଚନାନୁସାରେ, ବିଜେନ୍ଦ୍ର କିଛି ସାଙ୍ଗଙ୍କ ସହ ପୁରୀ ଗସ୍ତରେ ଯାଇଥିଲେ। ସେମାନେ ଦିଗବାରେଣୀ ଛକ ନିକଟ ସମୁଦ୍ରରେ ଗାଧୋଉ…

ରାଜଧାନୀରେ କମିଲା ବାୟୁ ପ୍ରଦୂଷଣ

ଭୁବନେଶ୍ୱର: ରାଜଧନୀ ଭୁବନେଶ୍ୱରରେ କମିଲା ବାୟୁ ପ୍ରଦୂଷଣ । ଦୀପାବଳି ପରେ ଭୁବନେଶ୍ୱରର ବାୟୁ ପ୍ରଦୂଷଣ କମିଛି । ମିଳିଛି ବାଣ ଫୁଟ ବନ୍ଦ ହେବାର ସୁଫଳ । ଲୋକେ ମାନିଛନ୍ତି କଟକଣା । ଫଳରେ ଦୀପାବଳିରେ ରାଜଧାନୀରେ କିଛି ପରିମାଣରେ କମିଛି ପ୍ରଦୂଷଣ ସ୍ତର । ଭୁବନେଶ୍ୱରର ୪ଟି ସ୍ଥାନରେ…

ଅଲୌକିକ ନାଗାର୍ଜୁନ ପରମ୍ପରା

ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁଦକ୍ଷିଣା ସ୍ୱରୂପ ତାଙ୍କର ମୃତ ପଂଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପଂଚପୁତ୍ରଙ୍କର ପ୍ରାଣ ଭିକ୍ଷା…

ଦୀପାବଳି ଅବସରରେ ବିଦେଶରେ ବିଗ୍‌ ବିଙ୍କ ପିତାଙ୍କୁ ମିଳିଲା ବିଶେଷ ସମ୍ମାନ

ନୂଆଦିଲ୍ଲୀ: ଶତାବ୍ଦୀର ଶତବାର୍ଷିକୀ ଅମିତାଭ ବଚ୍ଚନ ଦୀପାବଳିରେ ଏକ ଖୁସି ଖବର ପାଇଲେ। ଯାହା ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ଦୀପାବଳିରେ ଅମିତାଭଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କୁ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଯେଉଁଥିପାଇଁ ବିଗ୍ ବି ନିଜ ଖୁସି ବ୍ୟକ୍ତ କରିଥିଲେ।…

ପୁଣି ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

ପାଟନା: ପୁଣି ମୁଖ୍ୟମନ୍ତ୍ରୀ ହେବ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନୀତିଶ । ବିହାରରେ ପୁଣି ରାଜ କରିବେ ନୀତିଶ-ସୁଶିଲ ଯୋଡି । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି । ବର୍ତମାନର…

ରୋମାନ୍ସରେ ବି କମେଡି କରିବେ ଆୟସ୍ମାନ୍ ଓ ସାରା ଅଲ୍ଲି ଖାନ୍ !

ମୁମ୍ବାଇ: ଫିଲ୍ମ ଚଣ୍ଡିଗଡ କରେ ଆଶିକିର ସୁଟିଂରେ ବ୍ୟସ୍ତ ଅଛନ୍ତି ଆୟୁସ୍ମାନ ଖୁରାନା । ଫିଲ୍ମର ନିର୍ଦ୍ଦେଶନା ଭାର ଅଭିଷେକ କାପୁର ସମ୍ଭାଳିଥିବାବେଳେ ଫିମେଲ୍ ଲିଡ୍ ରୋଲ୍‌ରେ ନଜର ଆସିବେ ବାଣୀ କାପୁର । ତେବେ ଖୁବଶୀଘ୍ର ଆୟୁସ୍ମାନଙ୍କୁ ଅଭିନେତ୍ରୀ ସାରା ଅଲ୍ଲି ଖାନଙ୍କ ସହ ବଡ ପରଦାରେ…

୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବିଧାନସଭାରେ ଅନୁଷ୍ଠିତ ହେବ ଶୀତ ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏହି ବୈଠକ ସକାଳ ୧୧ଟାରେ ବସିବ। ବିଧାନସଭା…

ବିରାଟ କୋହଲିଙ୍କ ପାଇଁ ଆପତ୍ତିଜନକ ଭାଷା ବ୍ୟବହାର କରି ସମାଲୋଚନାର ଶିକାର ହେଲେ କଂଗ୍ରେସ ନେତା ଉଦିତ ରାଜ୍‌

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଉଦିତ ରାଜ ଭାରତୀୟ କ୍ରିକେଟ୍ ଅଧିନାୟକଙ୍କ ବିଷୟରେ ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଉଦିତ ରାଜ ବିରାଟ କୋହଲିଙ୍କୁ ଅନୁଷ୍କା ଶର୍ମାଙ୍କ କୁକୁର ବୋଲି କହିଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ସେ ବହୁ ସମାଲୋଚନାର…