Latest Odisha News

BREAKING NEWS

ପୁରୀ ସମୁଦ୍ରକୂଳରେ ମାଛ ମଡକ

ପୁରୀ: ପୁରୀ ସମୁଦ୍ରକୂଳରେ ମାଛ ମଡକ । ସମୁଦ୍ରକୂଳରେ ପଡ଼ିରହିଛି କୁଢ଼ କୁଢ଼ ମାଛ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମାଛ ମଡ଼କକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି | ତେବେ ଏହି ମାଛ ଗୁଡିକ ପଥର ମୁଣ୍ଡି ପ୍ରଜାତିର ହୋଇଥିବା ବେଳେ ଏହାର ମୃତ୍ୟୁର ପ୍ରକୃତ କାରଣ କଣ…

ଆସାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୬ ଆତଙ୍କବାଦୀ ନିହତ

ଗୌହାଟି: ଆସାମ ପୋଲିସ ଓ ଆସାମ ରାଇଫଲ୍ସର ମିଳିତ ଅପରେସନରେ ୬ ଜଣ ଡିମାସା ନାସନାଲ ଲିବେରସନ୍ ଆର୍ମି (DNLA) ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି । ରବିବାର ସକାଳେ କବ୍ରି ଅନଗ୍ଲୋଙ୍ଗର ଧାନସିରି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ଆସାମ ପୋଲିସର…

କୁକୁର ଠାରୁ ମଣିଷକୁ ବ୍ୟାପୁଛି କରୋନା, ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଛି କି ନାହିଁ ସେନେଇ ସ୍ପଷ୍ଟ କରାଯାଇପାରିବ ନାହିଁ। କିନ୍ତୁ କୁକୁର ଠାରେ କରୋନା ସଂକ୍ରମଣ ଚିହ୍ନଟ ହେଉଛି। ନିକଟରେ ହୋଇଥିବା ଏକ ଷ୍ଟଡିରୁ ଜଣାପଡିଛି ଯେ ନିମୋନିଆରେ ପୀଡିତ କେତେକ ରୋଗୀଙ୍କଠାରେ ଏହି କରୋନା ଭୁତାଣୁ…

ପଛରେ ପଡ଼ିଲା ସଲମାନଙ୍କ ‘ରାଧେ’; ବାଜି ମାରିଲା ସଂଜୟ କପୁରଙ୍କ ‘ଦ ଲାଷ୍ଟ୍‌ ଆୱାର୍‌’

ନୂଆଦିଲ୍ଲୀ: ପଛରେ ପଡ଼ିଲା ସଲମାନ ଖାନଙ୍କ ଫିଲ୍ମ 'ରାଧେ'। ବାଜି ମାରିଲା ସଂଜୟ କପୁରଙ୍କ ୱେବ୍‌ ସିରିଜ୍‌ 'ଦ ଲାଷ୍ଟ୍‌ ଆୱାର୍‌'। ସଲ୍‌ମାନଙ୍କ 'ରାଧେ'ଠୁ 'ଦ ଲାଷ୍ଟ୍‌ ଆୱାର୍‌'କୁ ଆଇଏମ୍‌ଡିବିର ଭଲ ରେଟିଂ ମିଳିଥିବା ସୂଚନା ମିଳିଛି। 'ରାଧେ' ବିଦେଶରେ ବେଶ୍‌ ଭଲ ରୋଜଗାର କରୁଥିବାବେଳେ…

ସାତକୋଶିଆରେ ନୂଆ ଅତିଥି

ଅନୁଗୁଳ - ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ସାତକୋଶିଆର ଟିକରପଡା ବନ୍ୟପ୍ରାଣୀ ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଶନିବାର ଏକ ମାଆ ଘଡ଼ିଆଳ ସହ କିଛି ନବଜାତକ ଘଡ଼ିଆଳ…

ବୁଲା ଗାଈଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ଆଉ ୫୫ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର: କୋଭିଡ୍ମ ହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ…

ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ଦିଲ୍ଲୀରେ ଆଉ ଏକ ସପ୍ତାହ ପାଇଁ ଲକଡାଉନ୍ ବୃଦ୍ଧି କରାଯାଇଛି ବୋଲି ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଜାତୀୟ ରାଜଧାନୀରେ କୋଭିଡ ମାମଲା ହ୍ରାସ ପାଉଥିବାରୁ ଦିଲ୍ଲୀରେ ଲକ୍‌ଡାଉନ୍‌…

ବାଲେଶ୍ୱରରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱତନ୍ତ୍ର ରିଲିଫ କମିଶନର

ବାଲେଶ୍ୱର: ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଜିଲ୍ଲାସ୍ତରରେ ବସୁଛି ଘନ ଘନ ବୈଠକ । ଆଜି ବାଲେଶ୍ୱରରେ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଜିଲ୍ଲାପାଳ, ଏସପି ଓ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ନେଇ ପୁଙ୍ଖାନୁପୁଙ୍ଖ…

ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ନିନ୍ଦନୀୟ କାରନାମା; ଆଗ ମାରିଲେ, ତା’ପରେ ଭୁଲ୍‌ ମାଗିଲେ

ନୂଆଦିଲ୍ଲୀ: ଆଗ ମାରିଲେ ତା'ପରେ ଭୁଲ୍‌ ମାଗିଲେ। ଛତିଶଗଡ଼ର ସୁରଜପୁର ଜିଲ୍ଲା କଲେକ୍ଟର କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିବା ସହ ତାଙ୍କ ଫୋନ୍‌ ତଳେ ଫୋପାଡି ଦେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା କଲେକ୍ଟର…

ଭୁବନେଶ୍ୱର ପୋଖରୀପୁଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବହୁ ଉଠା ଦୋକାନ

ଭୁବନେଶ୍ୱର: ପୋଖରୀପୁଟ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ବହୁ ଉଠା ଦୋକାନ । ମଧୁସୂଦନ ପାର୍କ ନିକଟରେ ଏହି ଅଗ୍ନିକାଣ୍ଡ ହୋଇଛି । ହୁ ହୁ ହୋଇ ଜଳିଗଲା ଗୋଟିଏ ପରେ ଗୋଟିଏ ଦୋକାନ । କିଛି ସମୟ ଭିତରେ ନିଆଁ ଆଁରେ ଚାଲିଗଲା ବହୁ ଦୋକାନ ଘର । ଖରବ ପାଇଁ ଘଟଣାସ୍ଥଳରେ…