Latest Odisha News

BREAKING NEWS

ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ମହିଳା ଗିରଫ

ଭୁବନେଶ୍ୱର: ଦିଲ୍ଲୀରୁ ଚୋରି । ଭୁବନେଶ୍ୱରରୁ ଗିରଫ । ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା ଗହଣା ଚୋରି କରି ଖସି ଆସିଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ସାଳିଆ ସାହିରୁ ତାଙ୍କୁ ଗିରଫ କରିଛି ପୋଲିସ । କମିଶନରେଟ ପୋଲିସ ସହାୟତରେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ । ଜବତ…

ପରଲୋକରେ ଭାରତର କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନରେ ଭାରତ ପାଇଁ ଦୁଃଖ ଖବର । ଆଉ ନାହାନ୍ତି ମହାନ୍ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର । ଆଜି ସକାଳେ ୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ ତାଙ୍କର ଦେହାନ୍ତ ହୋଇଛି । ଗତ ତିନି ମାସ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ…

ଫ୍ଲାଇଟ ମିସ୍ କଲେ ଭିନେଶ, ଟୋକିଓରେ ପଂହଚି ପାରିବେ ତ!

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ଟୋକିଓ ଫ୍ଲାଇଟ ମିସ୍ କରିଛନ୍ତି । ୟୁରୋପିଆନ ୟୁନିୟନରେ ଭିଜାରେ ପ୍ରଦତ ତାରିଖଠାରୁ ସେ ଗୋଟିଏ ଦିନ ଅଧିକ ରହି ଯାଇଥିଲେ । ଫଳରେ ତାଙ୍କୁ ଫ୍ଲାଇଟରେ ଯିବାକୁ ଅନୁମତି ମିଳି ନ ଥିଲା । ପ୍ରାପ୍ତ ଖବର ଅନୁସାରେ ଭିନେଶକୁ ଟୋକିଓରେ…

ସମ୍ପୂର୍ଣ୍ଣ ଟିକାକରଣ ସତ୍ତ୍ବେ ୩ ଥର ହେଲେଣି କରୋନା ସଂକ୍ରମିତ…

ନୂଆଦିଲ୍ଲୀ: ଗୋଟିଏ ବର୍ଷରେ ତିନି ଥର କରୋନା ସଂକ୍ରମିତ ହେଲଣି। ସମ୍ପୂର୍ଣ୍ଣ ଟିକାକରଣ ସତ୍ବେ ତିନି ଥର କରୋନାରେ ଆକ୍ରାନ୍ତ ହେଲେଣି ଡାକ୍ତର। ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ। ଡାକ୍ତର କହିଛନ୍ତି ଯେ ସେ ଏକ ବର୍ଷରେ ଏକାଧିକ କରୋନାର ଶିକାର ହୋଇଛନ୍ତି।…

ତୀରନ୍ଦାଜ, ମହିଳା ହକିରେ ପୁନର୍ବାର ନିରାଶା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବୁଧବାର ଭାରତୀୟ ତୀରନ୍ଦାଜ, ମହିଳା ହକି ଓ ରୋଇଂରେ ଭାରତୀୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତୀରନ୍ଦାଜରେ ତରୁଣଦୀପ ରାୟ ପୁରୁଷ ସିଙ୍ଗଲ୍ସ ପଦକ ଦୌଡରୁ ବାଦ୍ ପଡିଛନ୍ତି । ରାଉଣ୍ଡ ଅଫ ୧୬ ଏଲିମିନେଶନ ମୁକାବିଲାରେ ଇସ୍ରାଏଲର ଇଟେ ଶୈନୀଙ୍କ ସହ ତାଙ୍କ…

ଡୋମିନୋଜ ପରେ ଆଇନକ୍ସର ବଡ ଘୋଷଣା, ଅଲିମ୍ପିକ ପଦକ ବିଜେତାଙ୍କୁ ଆଜୀବନ ମାଗଣା ଫିଲ୍ମ ଦେଖାଇବ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ ପାଇଁ ବଡ ବଡ କମ୍ପାନୀ ମନଲୋଭା ଅଫର ଦେବା ଆରମ୍ଭ କରି ଦେଇଛନ୍ତି । ମହିଳା ୱେଟଲିଫ୍ଟିଂରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କୁ ଡୋମିନୋଜ ମାଗଣା ପିଜା ଯୋଗାଇଦେବା ଘୋଷଣା କରିବା ପରେ ଆଜି ଆଇନକ୍ସ ଲୋଭନୀୟ ଅଫର ଦେଇଛି । ଅଲିମ୍ପିକ୍ସ…

ପୁଣି ଭୟଙ୍କର ଭୂସ୍ଖଳନ; ୪ ମୃତ ୩୬ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର କିସ୍ତୱର‌ ବାଦଳଫଟା ବର୍ଷା ଯୋଗୁ ବିରାଟ ହୋଇଛି। ଭୂସ୍ଖଳନ ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ବାଦଲଫଟା ବର୍ଷା ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ଏହି ଖବର ପାଇବା ମାତ୍ରେ ପୋଲିସ,…

ପୁରୀ ଅଠରନଳାରେ ଘନ ଘନ ବୋମାମାଡ଼

ପୁରୀ: ରଥଯାତ୍ରା ସରିବା ପରେ ପୁଣି ଅଶାନ୍ତ ହୋଇ ପଡିଛି ପୁରୀ ସହର । ତିନି ଦିନ ତଳେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଗତକାଲି ରାତିରେ ଅଠର ନଳାରେ ଘନ ଘନ ବୋମାମାଡ଼ ହୋଇଛି । ଏକ ଦୋକାନ ଉପରେ ୫ଟି ବୋମାମାଡ଼ କରିଛନ୍ତି କିଛି ଦୁର୍ବୁତ୍ତ । ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ ।…

ପ୍ରେମିକ ସାଜିଲା ପିଶାଚ: ପ୍ରେମିକାକୁ ଜୀଅନ୍ତା ଜାଳିଦେଲା

ଗଞ୍ଜାମ: ପ୍ରେମିକ ସାଜିଲା ପିଶାଚ । ଯାହାକୁ ଭଲ ପାଉଥିଲା ତାକୁ ପୋଡ଼ି ମାରି ଦେଲା । ଯୁବତୀଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ । ଏଭଳି ବାଭତ୍ସ ଓ ହୃଦୟବିଦାରକ ଘଟଣା ସାମନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରୁ । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ…

ଟିକା ନେଇଥିଲେ ବି ମାସ୍କ ପିନ୍ଧିବା ଜରୁରୀ

ନୂଆଦିଲ୍ଲୀ: ଆମେରିକାରେ କରୋନା ସ୍ଥିତି ପୁଣି ନିୟନ୍ତ୍ରଣ ବାହାରେ। କରୋନା ସଂକ୍ରମଣରେ ଭାରତକୁ ଟପିଛି ଆମେରିକା। ସଂକ୍ରମଣ ବୃଦ୍ଧି ପାଇବା ପଛର କାରଣ ହେଉଛି କରୋନାର ପ୍ରମୁଖ ପ୍ରଜାତି ଡେଲ୍‌ଟା। ତେବେ ଆମେରିକାରେ ଅଧାରୁ ଅଧିକ ଲୋକ ଟିକାକରଣ କରିସାରିଥିବା ବେଳେ ବାଇଡେନ୍‌ ସରକାର…