Latest Odisha News

ଓସ୍କାର ରେସରୁ ବାଦ୍ ପଡିଲା ‘ଗଲୀବୟ’

ନୂଆଦିଲ୍ଲୀ: ରଣବୀର ସିଂ ଓ ଆଲିଆ ଭଟ୍ଟ ଅଭିନୀତ ବଲିଉଡ ଫିଲ୍ମ 'ଗଲୀବୟ' ଓସ୍କାର ଶର୍ଟ ଲିଷ୍ଟରୁ ବାଦ୍ ପଡିଛି । ଭାରତ ପକ୍ଷରୁ ୯୨ତମ ଓସ୍କାର ପୁରସ୍କାର ପାଇଁ ବେଷ୍ଟ ଇଣ୍ଟର ନ୍ୟାଶନାଲ ଫିଚର ତାଲିକାରେ ସାମିଲ କରାଯାଇଥିଲା । ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ, କେସରୀ, ବଧାଇ ହୋ, ଆର୍ଟିକିଲ…

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ କୁତାମଚଣ୍ଡୀ; ଦେବୀଙ୍କ ପ୍ରଭାବରେ ମନ୍ଦିର ଛାଇ ମାଡ଼ିପାରନ୍ତିନି କୁକୁର !

ପୁରୀ: ମୁକ୍ତିମଣ୍ଡପର ପୂର୍ବ ଦିଗରେ ପ୍ରତିଷ୍ଠିତ କ୍ଷେତ୍ରପାଳ ମନ୍ଦିରର ପୂର୍ବ ପଟ କାନ୍ଥ ସଂଲଗ୍ନ ଏକ କୁକୁର (କୁତା) ଉପରେ ବିରାଜିତା ପ୍ରସ୍ତର ନିର୍ମିତ ଦେବୀ ବିଗ୍ରହ କୁତାମ ଚଣ୍ଡୀ ରୂପରେ ପୂଜିତା । ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାଖ କାନ୍ଥରେ (ଜଗମୋହନ ଆଡକୁ ମୁହଁ କରି) ଏକ କୁକୁର…

ଟ୍ୱିନସିଟିରେ ୨ ଦିନ ଲାଗି କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ମଙ୍ଗଳବାର ଓ ବୁଧବାର (ଡିସେମ୍ବର ୧୭ ଓ ୧୮) ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରବଜେ୍ ମୁସାରଫଙ୍କୁ ଦେଶଦ୍ରୋହ ମାମଲାରେ ସ୍ୱତନ୍ତ୍ର କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଖୋର୍ଦ୍ଧା କ୍ଲିନିକର ଗୁଳିକାଣ୍ଡ ପଛରେ ସୁପାରି କିଲରର ହାତ: ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକ ଘରୋଇ କ୍ଲିନିକ୍ ଉପରେ ହୋଇଥିବା ଗୁଳିମାଡ ଘଟଣା ପଛରେ ସୁପାରି କିଲରର ହାତଥିବା ନେଇ ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ଦାବି କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଦୁଇ ଦିନ ତଳେ ଖୋର୍ଦ୍ଧାରେ ଥିବା ଏହି କ୍ଲିନିକରେ ଜଣେ ଡାକ୍ତର ଓ ଔଷଧ ଦୋକାନୀ…

ଅଲୋଡା ଶିଶୁ କନ୍ୟା; ବିଲରୁ ହେଲା ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କଦାପଧା ଗ୍ରାମ ନିକଟ ବିଲରୁ ମଙ୍ଗଳବାର ଦିନ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଆଜି ସକାଳେ ବିଲ ମଧ୍ୟରେ ଉକ୍ତ ଶିଶୁଟି କାନ୍ଦୁଥିବାର ସ୍ଥାନୀୟ ବାସିନ୍ଦାମାନେ ଶୁଣିବାକୁ ପାଇଥିଲେ । ପରେ…

ଇସ୍ରୋ ଯିବେ ଓଡିଆ ପୁଅ; ଜାଣନ୍ତୁ କାହିଁକି

ମାଲକାନଗିରି: ନିଜର ଦୃଢ଼ ଇଚ୍ଛା ଶକ୍ତି ତଥା କଠିନ ପରିଶ୍ରମ ବଳରେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । ଏହି ଉକ୍ତିକୁ ଯର୍ଥାର୍ଥତା ପ୍ରଦାନ କରିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ମେଧାବୀ ଛାତ୍ର। ମାଲକାନଗିରି ଜିଲ୍ଲା ବାଲିମେଳାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୦ମ ଶ୍ରେଣୀ ଛାତ୍ର…

କାର୍ଟୁନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ସମ୍ପତ୍ତି

ବାରିପଦା: ବାରିପଦା ସହର ଉପକଣ୍ଠସ୍ଥ ମଞ୍ଚାବନ୍ଧ ନିକଟ ଏକ କାଗଜ ପେଟି ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଉକ୍ତ ଗୋଦାମରୁ…

ନାଲକୋ ସିଏମଡି ଭାବେ ଶ୍ରୀଧର ପାତ୍ର ନିଯୁକ୍ତ

ନୂଆଦିଲ୍ଲୀ: ନାଲକୋର ଅଧ୍ୟକ୍ଷ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ଶ୍ରୀଧର ପାତ୍ରଙ୍କ ନିଯୁକ୍ତିକୁ ଗତ ସୋମବାର ଦିନ କ୍ୟାବିନେଟର ନିଯୁକ୍ତି କମିଟି ମୋହର ମାରିଛି । ଗତବର୍ଷ ସେପ୍ଟେମ୍ବର ୧ ତାରିଖରୁ ସେ ନାଲକୋର ନିର୍ଦ୍ଦେଶକ(ବିତ୍ତ) ଭାବେ କାର୍ଯ୍ୟରତ ରହିଥିଲେ । ପର୍ସୋନାଲ୍…

ଦୈନିକ କିଛି ପେଜ ପିଅନ୍ତୁ ଫିଟ୍ ରୁହନ୍ତୁ; କିପରି ପାଇପାରିବେ ଅଦ୍ଭୁତ ଉପକାର ଜାଣନ୍ତୁ…

ଭୁବନେଶ୍ୱର: ପେଜ ଆମ ଶରୀର ପାଇଁ ବହୁତ ଉପକାରୀ । ଏଥିରେ ଥିବା କାର୍ବୋହାଇଦ୍ରାଟେ ଶରୀରରେ ଶକ୍ତି ଵୃଦ୍ଧି କରିଥାଏ । ଏହାକୁ ସକାଳ ସମୟରେ ପିଇବା ଶରୀର ପକ୍ଷେ ଭଲ । ପେଜରେ ଫାଇବର ଭରପୁର ରହିଛି । ଏହା ମେଟାବୋଲିଜମି କୁ ବୃଦ୍ଧି କରାଇଥାଏ । ଏହା ପାଚନ ର ତନ୍ତ୍ର କୁ ସୁଦୃଢ କରିଥାଏ ।…