Latest Odisha News

BREAKING NEWS

ମୁହଁରେ ଅକ୍ସିଜେନ୍ ମାସ୍କ, ହାଣ୍ଡିଶାଳରେ ମହିଳା

ଭୁବନେଶ୍ୱର: କରୋନା କବଳରେ ଭାରତ ଛଟ୍‌ପଟ୍ ହେଉଛି । ଏପରି ସ୍ଥିତିରେ ସୋସିଆଲ୍ ମିଡିଆ ସାଜିଛି ବେସରକାରୀ ସହାୟତା କେନ୍ଦ୍ର । ଅନେକ ଅଜଣା ଲୋକ ଏହି ପ୍ଲାଟଫର୍ମ ଜରିଆରେ ମାନବିକତାର ଶକ୍ତି ପ୍ରଦର୍ଶନ କରିଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଫଟୋକୁ ନେଇ…

ଗାୟିକା ‌ଶ୍ରେୟା ଘୋଷାଲଙ୍କ ଘରକୁ ଆସିଲା ନୂଆ ଅତିଥି

ନୂଆଦିଲ୍ଲୀ: ମା' ହେଲେ ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ସେ ଶନିବାର ଏକ ପୂତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଶିଶୁ ପୂତ୍ରକୁ ସ୍ବାଗତ କରି ସେ ଏବଂ ପତି ଶିଲାଦିତ୍ୟ ‘ଅତ୍ୟନ୍ତ ଆନନ୍ଦିତ’ ବୋଲି ସେ ଉଲ୍ଲେଖ କରିଛନ୍ତି। ଇନଷ୍ଟାଗ୍ରାମରେ ଶ୍ରେୟା ଏହି ଖୁସି ଖବର ପ୍ରଶଂସକଙ୍କୁ ଦେବା…

କଟକ; ଟିକାକରଣ ପାଇଁ ଆଜି ସନ୍ଧ୍ୟା ୬ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: ଆଜି ସନ୍ଧ୍ୟା ୬ଟାରୁ କଟକବାସୀଙ୍କ ଲାଗି ଟିକାକରଣ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ଏ ନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ସୂଚନା ଦେଇଛି। ଶନିବାର ସନ୍ଧ୍ୟା ୬ଟାରେ ସହରରେ କୋଭିଡ୍‌-୧୯ ଟିକାକରଣ ପାଇଁ ଅନଲାଇନ୍ ବୁକିଂ ଖୋଲିବ। ଉଭୟ ୧୮ ରୁ ୪୪ ବୟସ ବର୍ଗ ଏବଂ ୪୫…

ବେଲା ବର୍ଗାଙ୍କ ୧୪୨୦ କିଲୋଗ୍ରାମର ବହି

ହଙ୍ଗେରୀ : ଉତ୍ତର ହଙ୍ଗେରୀର ସିନପେତ୍ରୀ ଗାଁର ବେଲା ବର୍ଗା ପାରମ୍ପରିକ ଶୈଳୀରେ ଏକ ପୁସ୍ତକ ତିଆରି କରିଛନ୍ତି। ଯାହାର ଓଜନ ୧୪୨୦ କିଲୋଗ୍ରାମ ବୋଲି ଜଣା ପଡ଼ିଛି। ପୁସ୍ତକଟିର ଦୈର୍ଘ୍ୟ ୪.୧୮ ମିଟର ଓ ପ୍ରସ୍ଥ ୩.୭୭ ମିଟର । ୩୬୪ ପୃଷ୍ଠା ଏହି ପୁସ୍ତକରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନ…

ମହାମାରୀରେ ମାଆର ଭୂମିକା

ମହାମାରୀର ଦୁଃଖ ଏବେ ପ୍ରତି ଘରେ ଘରେ । ଗଲାବର୍ଷ ଆମେ ଲକଡାଉନ ଦେଖିଥିଲେ ଆଉ ଏବର୍ଷ ବି ଦେଖୁଛେ, ଏ ମହାମାରୀ ଚାଲିଛି ଯେ ସରିବାର ନାଁ ଧରୁନି । ମହାମାରୀ ଆଉ ତା ଭିତରେ ପୁଣି ଦୁନିଆଯାକର ବିପତ୍ତି ମାଡ଼ି ବସିଲାଣି । ବାତ୍ୟା, ଭୂମିକମ୍ପ, ବନ୍ୟା ବିପତ୍ତି ପରେ ବିପତ୍ତି ଆଉ ସରୁନି ।…

ନନ୍ଦନକାନନର ପ୍ରାଣୀଙ୍କୁ ଏବେ ଦେଖିପାରିବେ ଭର୍ଚୁଆଲି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦକାନନ ପ୍ରାଣୀ ଉଦ୍ୟାନ ବନ୍ଦ କରାଯାଇଥିଲା। ହେଲେ ଏବେ ପର‌୍ୟ୍ୟଟକ ମାନେ ପ୍ରାଣୀ ଉଦ୍ୟାନରେ ପଶୁ ଏବଂ ପକ୍ଷୀମାନଙ୍କୁ ଘରେ ବସି ଆରାମରେ ଦେଖିପାରିବେ। ଲକଡାଉନ ଯୋଗୁଁ ଓଡିଶା ବାସୀ ଘର ଭିତରେ ଏକପ୍ରକାର ବାନ୍ଧି ହୋଇ ରହୁଥିବା ବେଳେ…

ପରଲୋକରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ

ଭୁୁବନେଶ୍ୱର: ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ପରଲୋକ ହୋଇଛି। ସେ ଜଣେ ଯୁବ ଉଦ୍ୟୋଗୀ, ସମାଜସେବୀ ଥିଲେ। ଚିକତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ଫୁସଫୁସ୍ ସଂକ୍ରମଣରୁ…

ମାତିଲେ ଭେଜାଲ ବେପାରୀ, କଟକରେ ସିଲ୍ ଗୁଟୁଖା କମ୍ପାନୀ

କଟକ: ପୁଣି ମାତିଲେ ଭେଜାଲ ବେପାରୀ । ଏବେ ବି କଟକରେ ତିଷ୍ଠି ରହିଛି ଅପମିଶ୍ରଣ ସାମ୍ରାଜ୍ୟ । ତେଲ, ମସଲା, ଘିଅ, ଟମାଟୋ ସସ୍ ଓ ସିନ୍ଥେଟିକ୍ ପନିରଠାରୁ ଆରମ୍ଭ କରି ପାନମସଲା ଓ ଗୁଟୁଖା ବି ଏଠି ଅପମିଶ୍ରିତ । ତେବେ କିଛିଦିନ ଧରି ଧରପଗଡ ପରେ ବନ୍ଦ ରହିଥିଲା ଏଠିକାର ନକଲି କାରବାର । ହେଲେ…

ଏହି ରାଜ୍ୟରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌ ଅବଧି

ଚେନ୍ନାଇ: ତାମିଲନାଡୁରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ଶନିବାର ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ଆସନ୍ତାକାଲି ଠାରୁ ଏହା କାର୍ଯ୍ୟକାରୀ ହେବ। ସର୍ବସାଧାରଣଙ୍କ ସୁବିଧା ଲାଗି ଆଜି ଏବଂ ଆସନ୍ତାକାଲି ରାତି ୯ଟା ପର୍ଯ୍ୟନ୍ତ…

ଦିଲ୍ଲୀରେ ବନ୍ଦ ହେଲା ୧୮ରୁ ୪୪ ବୟସ ବର୍ଗଙ୍କ ଟିକାକରଣ

ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ଦ ହେଲା ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ଶନିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଟିକା ଅଭାବରୁ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ କରୋନା ଟିକାକରଣ କେନ୍ଦ୍ର ବନ୍ଦ ରହିଛି ଏବଂ ଅଧିକ ଟିକା ପ୍ରଦାନ କରିବାକୁ ସେ କେନ୍ଦ୍ରକୁ…