Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଲୋକଙ୍କୁ ନିରାପଦ ସ୍ଥାନାନ୍ତର ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ୟଶ୍’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି । ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…

କମ୍ ଟେଷ୍ଟ ଖେଳିବା ନେଇ ମୁହଁ ଖୋଲିଲେ ଯୁବରାଜ

ନୂଆଦିଲ୍ଲୀ: କେହି କେବେ ବି ବିଶ୍ୱାସ କରିବେ ନାହିଁ ଯେ, ଟି୨୦ ବିଶ୍ୱକପ ଏବଂ ଦିନିକିଆ ବିଶ୍ୱକପରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଯୁବରାଜ ସିଂଙ୍କୁ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳି ନ ଥିଲା । ଦୀର୍ଘ ଦିନ ପରେ ଭାରତର ଏହି ପୂର୍ବତନ ଷ୍ଟାର ଖେଳାଳି ମୁହଁ…

ବଜ୍ରାଘାତରେ ଜଣେ ଚାଷୀ ମୃତ

ଚାନ୍ଦପୁର: ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ । ଏହି ସମୟରେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ନୟାଗଡ ଜିଲା ଚାନ୍ଦପୁର ଥାନା କଟକ ସହର ଗ୍ରାମର ଯୁବ ଚାଷୀ ସଂଜିତ୍ ରଞ୍ଜନ ସେନାପତି । ବାପାଙ୍କ ସହ ଚାଷ କରୁଥିବା ଜମିକୁ ଯାଇଥିବା ବେଳେ ବର୍ଷା ହୋଇଥିଲା । ଆଉ ସେତିକିବେଳେ…

ରିଲିଜ ପୂର୍ବରୁ ୪୭୫ ଏବଂ ପରେ ୩୨୫ କୋଟି ଟଙ୍କା ଆୟ କରିସାରିଲାଣି ରାଜମୌଲୀଙ୍କ ଆରଆରଆର!

ମୁମ୍ବାଇ: ରାଜମୌଲୀଙ୍କ ପିରିୟଡ ଡ୍ରାମା ଫିଲ୍ମ ଆରଆରଆର ରିଲିଜ ପୂର୍ବରୁ ଏବଂ ପରେ କୋଟି କୋଟି ଟଙ୍କା ଆୟ କରି ସାରିଲାଣି । ପପୁଲାର ଏଂଟରଟେନମେଂଟ ନେଟୱାର୍କର ମୁଖ୍ୟ ଜୟନ୍ତୀଲାଲ ଗଡା ୪୭୫ କୋଟିର ସମସ୍ତ ଭାଷାର ଡିଜିଟାଲ, ସ୍ୟାଟେଲାଇଟ ଓ ଇଲେକ୍ଟ୍ରୋନିକ ରାଇଟ୍ସ କ୍ରୟ କରିଥିବା ନେଇ…

ଭାରତୀୟ ବକ୍ସରଙ୍କୁ ନେଇ ଯାଉଥିବା ବିମାନର ଜରୁରୀକାଳୀନ ଅବତରଣ !

ନୂଆଦିଲ୍ଲୀ: ୨୦୨୧ ଏଏସବିସି ଏସିଆନ୍ ବକ୍ସିଂ ଚାମ୍ପିୟନଶିପ ପାଇଁ ମେରୀ କମଙ୍କ ସମେତ ୩୧ ଭାରତୀୟ ବକ୍ସରଙ୍କୁ ନେଇ ଯାଉଥିବା ବିମାନ ଦୁବାଇ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଇନ୍ଧନର ଅଭାବ ଯୋଗୁ ପାଇଲଟ ବିମାନଟି ଲ୍ୟାଣ୍ଡିଂ କରିବାକୁ ବାଧ୍ୟ ହୋଇଥିଲେ । ଦୁବାଇ ବିମାନ ବନ୍ଦରରେ…

ସଟଡାଉନରେ ବେଆଇନ୍ ବନ୍ଧୁକ ବେପାର, ରାଜଧାନୀରେ ଜଣଙ୍କୁ ମାଡ଼ି ବସିଲା ଏସଟିଏଫ

ଭୁବନେଶ୍ୱର: ସଟଡାଉନରେ ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି । ଚେକିଂ ବ୍ଲକିଂ ମଧ୍ୟ କରାଯାଇଛି । ହେଲେ ଅପରାଧୀଙ୍କ ଡର ନାହିଁ । ଶନିବାର ସକାଳେ ବେଆଇନ୍ ବନ୍ଧୁକ ଓ ଗୁଳିଗୋଳା ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫ୍ ଓ କମିଶନରେଟ୍ ପୋଲିସ ହାତରେ ଧରା ପଡ଼ିଛି…

କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସାମାନ୍ୟରୁ ମଧ୍ୟମଧରଣର କାଳବୈଶାଖୀ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୩ ଗୋଟି ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । ଏହି ସମୟରେ ଝଟକା ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ । ୧୩ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା…

ଟିମ୍ ଇଣ୍ଡିଆ ଆଶ୍ୱସ୍ତ: କ୍ୱାରେଂଟାଇନ ନିୟମ କୋହଳ କଲା ଇସିବି

ନୂଆଦିଲ୍ଲୀ: ବିସିସିଆଇ ଏବଂ ଭାରତୀୟ କ୍ରିକେଟ ଦଳର ଖେଳାଳିମାନଙ୍କ ଚାପ ଯୋଗୁ ଶେଷରେ ଇସିବି କ୍ୱାରେଂଟାଇନ ନିୟମକୁ କୋହଳ କରିବା ପାଇଁ ରାଜି ହୋଇଛି । ଏବେ ଇଂଲଣ୍ଡରେ ଭାରତୀୟ ଖେଳାଳିଙ୍କୁ ୩ ଦିନ କଠୋର କଟକଣା ମଧ୍ୟରେ ରହିବାକୁ ପଡିବ । ପୂର୍ବରୁ ୧୦ ଦିନ କ୍ୱାରେଂଟାଇନରେ ରହିବା ପାଇଁ ଇସିବି…

କେମିତି ପାଇବେ କୋଭିଡ ଟେଷ୍ଟ ରିପୋର୍ଟ, ଜାଣନ୍ତୁ…

ଭୁବନେଶ୍ୱର: ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି । କୋଭିଡ-୧୯ ପରୀକ୍ଷା ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ…

ଦେଶରେ ୮,୮୦୦ ରୁ ଅଧିକ ଲୋକ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ପ୍ରଭାବିତ

ନୂଆଦିଲ୍ଲୀ: ସମଗ୍ର ଦେଶରେ ପ୍ରାୟ ୯୦୦୦ ଲୋକ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ଗୌଡା ଆଜି କହିଛନ୍ତି। ଦ୍ରୁତ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ପ୍ରଭାବିତ ରାଜ୍ୟକୁ ଫଙ୍ଗଲ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ପ୍ରମୁଖ ଔଷଧର ୨୩,୦୦୦…