Latest Odisha News

BREAKING NEWS

କର୍ଣ୍ଣାଟକରେ ବଢିଲା ଲକ୍‌ଡାଉନ୍

କର୍ଣ୍ଣାଟକ: କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । କର୍ଣ୍ଣାଟକରେ ବି ବଢୁଛି ସଂକ୍ରମଣ । । ସୁରକ୍ଷା ଦୃଷ୍ଟିିରେ ରଖି ସେଠାରେ ଜୁନ୍ ୭ଯାଏ ଲକ୍‌ଡାଉନ ଅବଧି ବଢାଇ ଦିଆଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ରାଜ୍ୟବ୍ୟାପୀ କଟକଣାକୁ ଆହୁରି ୧ ସପ୍ତାହ ଯାଏଁ ବୃଦ୍ଧି…

ଆଜି ରାତିରେ ବନ୍ଦ ରହିବ NEFT ସେବା, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ କାରବାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବୈଷୟିକ ନବୀକରଣ ଯୋଗୁଁ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (NEFT) ସୁବିଧା ଗ୍ରାହକଙ୍କ ପାଇଁ କିଛି ଘଣ୍ଟା ଉପଲବ୍ଧ ହେବ ନାହିଁ।…

ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା ରଚୟିତା ରାମ ଲକ୍ଷ୍ମଣଙ୍କ ଦେହାନ୍ତ ହୋଇଛି। ନାଗପୁରରେ ଥିବା ତାଙ୍କ ବାସଭବନରେ ହୃଦଘାତ ହେତୁ ଶନିବାର ସକାଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବୟସ ହୋଇଥିଲା। ମୃତ୍ୟୁ ଖବର ନେଇ ତାଙ୍କ ପରିବାର ପକ୍ଷରୁ…

ଆଉ ଜଣେ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ଜଣଙ୍କ ପରେ ଜଣେ ସେବାୟତ କରୋନା ସଂକ୍ରମିତ ହେଉଛନ୍ତି । ପୁଣି ଜଣେ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍ ବାହାରିଛନ୍ତି । ତେବେ ନୂଆ ସଂକ୍ରମିତ ସେବାୟତ ରଥ ନିର୍ମାଣ କରୁ ନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।…

ଡିଏଲ୍‌ଏଫ୍‌ ଲାଞ୍ଚ କାରବାର ମାମଲା: ଲାଲୁ ପ୍ରସାଦଙ୍କୁ ସିବିଆଇର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ: ଏନ୍‌ଡିଟିଭି ରିପୋର୍ଟ ଅନୁଯାୟୀ ଡିଏଲ୍‌ଏଫ୍‌ ଲାଞ୍ଚ କାରବାର ମାମଲାରେ ପୂର୍ବତନ ରେଳମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ଲାଲୁ ଯାଦବଙ୍କୁ ସିବିଆଇ ଏକ କ୍ଲିନ୍‌ଚିଟ୍‌ ପ୍ରଦାନ କରିଛି।ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ତିନି ବର୍ଷରୁ ଅଧିକ ସମୟ ଜେଲରେ ରହିବା ପରେ ସେ…

ବାହାଘରରେ ସାମିଲ ୯୫ ଜଣ କରୋନା ପଜିଟିଭ୍, ଆଖି ବୁଜିଲେ କନ୍ୟା ପିତା

ଜୟପୁର: କରୋନା କାଳରେ ବାହାଘର ଓ ଅସାବଧାନ ହେଲେ ପରିଣାମ ଭୟଙ୍କର ହେଉଛି । ବାହାଘର ଖୁସିକୁ ବେଳେବେଳେ ପାଣିଚିଆ କରି ଦେଉଛି ଘାତକ କରୋନା । କରୋନା ପଶି ଯାଉଛି । ବାହାଘରରେ ସାମିଲ ୯୫ ଜଣ ଦିନକରେ ସଂକ୍ରମିତ ହୋଇଛନ୍ତି । ରାଜସ୍ଥାନର ଝୁନଝୁନ ଜିଲ୍ଲା ଅନ୍ତର୍ଗତ ସିଆଲୁକାଲା ଗାଁରେ ବାହାଘରରେ…

ବ୍ଲାକ୍ ଫଙ୍ଗସ୍ ବଢାଉଛି ଚିନ୍ତା

ଦିଲ୍ଲୀ : କରୋନା ନିଦ ହଜାଇ ଦେଇଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଯୋଗୁ ବଢୁଛି ଚିନ୍ତା । ମହାରାଷ୍ଟ୍ରରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ୫ହଜାର ୫୦୦ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି । ଏଥିରୁ ୧୨୬ଜଣଙ୍କର ମୃତ୍ୟୁ ହୋଇ ସାରିଛି । ସେହିଭଳି ସେମାନଙ୍କ ମଧ୍ୟର ମହାରାଷ୍ଟ୍ରରେ…

ପୋଲିସ ମାଡରେ ୧୭ ବର୍ଷୀୟ ବାଳକର ମୃତ୍ୟୁ; କନଷ୍ଟେବଳ ନିଲମ୍ବିତ

ଉନାଓ: ରାଜ୍ୟରେ ଚାଲିଥିବା 'କରୋନା କର୍ଫ୍ୟୁ'କୁ ଉଲ୍ଲଂଘନ କରିଥିବାରୁ ପୋଲିସ ଜଣେ ୧୭ ବର୍ଷୀୟ ବାଳକକୁ ତାଙ୍କୁ ମାଡ ମାରିବା ପରେ ଶୁକ୍ରବାର ଦିନ ଉକ୍ତ ବାଳକର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ଦାବି କରିଛନ୍ତି। ଏହା ପରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ଜଣେ…

ପ୍ରାଣଘାତୀ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ସୂଚନା ଅନୁଯାୟୀ କରୋନା ଭାଇରସର ଦ୍ୱିତୀୟ ତରଙ୍ଗରେ ଭାରତରେ ପ୍ରାୟ ୪୨୦ ଡାକ୍ତର ମାରାତ୍ମକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। କୋଭିଡ-୧୯ ଦ୍ୱିତୀୟ ତରଙ୍ଗର ପ୍ରକୋପ ଭାରତରେ ଜାରି ରହିଥିବା ବେଳେ ଲକ୍ଷ…

କରୋନା ଦେଇଛି ଦାରୁଣ ଦୁଃଖ: ଗୋଟିଏ ଗାଁରୁ ୨୨ ମୃତ

ଲକ୍ଷ୍ନୌ: ଆଉ କେତେ ଦୁଃଖ ଦେବ କରୋନା । ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ଜୀବନ ପାଇଁ ଏବେ ଧାଁ ଦୌଡ଼ ଚାଲିଛି । କେଉଁଠି ଆଗପଛ ହୋଇ ବାପା-ମାଆ ଓ ପିଲା ଛୁଆ ଆରପାରିକୁ ଗଲେଣି ତ ଆଉ କେଉଁଠି ଗୋଟିଏ ଗୋଟିଏ ଗାଁରେ କରୋନା ମୃତ୍ୟୁର ତାଣ୍ଡବ ରଚୁଛି । ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣାକୁ…