Latest Odisha News

ଓଡିଶାରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ଆହ୍ୱାନ୍

ବାଲିଗୁଡା : ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସିପିଆଇ-ମାଓବାଦୀ ସଙ୍ଗଠନ ଭୋଟ୍ ବର୍ଜନ ପାଇଁ ଆହ୍ୱାନ ଦେଇଛି । ଏନେଇ ବୁଧବାର ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରମପାଙ୍ଗା ସୁକିଙ୍ଗିଆ ଛକରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ…

ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ନେତା ପ୍ରଦୀପ ଦିଶାରି

ଭୁବନେଶ୍ୱର: କଳାହାଣ୍ଡିର କଂଗ୍ରେସ ନେତା ପ୍ରଦୀପ ଦିଶାରି ମଙ୍ଗଳବାର ଦିନ ତାଙ୍କର ଅନେକ ସମର୍ଥକଙ୍କ ସହିତ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରିବା ସହିତ ଦଳରେ ତାଙ୍କୁ ଅଣଦେଖା କରିବା…

ରାଜଧାନୀରେ ୫ଟି ଚୋରା ବାଇକ ଓ ୧୫ ମୋବାଇଲ୍ ଫୋନ ସହ ଜଣେ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ସୁନୀଲ କୁମାର ଦଳେଇକୁ ଚୋରୀ ଅଭିଯୋଗରେ ଗିରଫ କରି କୋର୍ଟକୁ ଚାଲାଣ କରିଛି । ମିଳିିଥିବା ସୂଚନାନୁଯାୟୀ, ମାର୍ଚ୍ଚ ୫ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ମୋଟର ସାଇକେଲ ଚୋରି ହୋଇଥିବାର ସହିଦନଗର…

ବିଜେଡ଼ି କାଉନସିଲର ହତ୍ୟାକାଣ୍ଡ: ୨ ବିଜେପି ନେତାଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ

କଟକ: ଛତ୍ରପୁର ମ୍ୟୁନିସିପାଲିଟିର ବିଜେଡ଼ି କାଉନସିଲର ଲକ୍ଷ୍ମୀଦ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ୨ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହି ହତ୍ୟାକାଣ୍ଡ ୨୦୧୭ ମସିହାରେ ଘଟିତ ହୋଇଥିଲା ।…

୩ ବର୍ଷ ପରେ ପୁଣି ଏକାଠି ହେଲେ ହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା

ଭୁବନେଶ୍ୱର : ଅନେକ ଦିନର ବ୍ୟବଧାନ ପରେ ପୁଣି ବଡ ପରଦାରେ ଏକାଠି ନଜର ଆସିବେ ରୋମାଣ୍ଟିକ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା । ଓଡିଆ ସିନେ ଜଗତର ଚକଲେଟ୍ ହିରୋ ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅର୍ଚ୍ଚିତା ସାହୁ ପାଖାପାଖି ୩ବର୍ଷ ପରେ ଏକାଠି ବଡ ପରଦାରେ ନଜର ଆସିବେ । ଯାହାଙ୍କ ଯୋଡିକୁ…

ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥିବୀ ବେଗୁନିଆରୁ ଲଢିବେ !

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକ ବେଗୁନିିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତାଙ୍କ ବାପା ଏହି ଆସନରୁ ୨ଥର ନିର୍ବାଚିତ ହୋଇଥିଲେ । “ଯଦି ଦଳ ମୋତେ…

ଭୋଟର୍ ସଚେତନତା ଲାଗି ରାଜ୍ୟର ୬ଜଣ ଯୁବ ସେଲିବ୍ରିଟି ମନୋନୀତ

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସିଲଭର୍ କୁଇନ୍ ଦୂତୀ ଚାନ୍ଦଙ୍କ ସମେତ ୬ଜଣ ଓଡ଼ିଆ ଯୁବ ସେଲିବ୍ରିଟିଙ୍କୁ ନିର୍ବାଚନ ଆଚରଣ ବିଧି ଏବଂ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ମନୋନୀତ କରିଛନ୍ତି । ଓଡ଼ିଶାର…

ଓଡିଶାରେ ଆଗାମୀ ୩ ଦିନ ଧରି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଭାଗରେ ତାପମାତ୍ରା ସାମନ୍ୟ ହ୍ରାସ ଘଟିବ ବୋଲି ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ରମେଶ ନାୟକ…

୨୦୧୯ ନିର୍ବାଚନ ଏକାକୀ ଲଢିବ ବିଜେଡି: ନବୀନ

ଭୁବନେଶ୍ୱର : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଏପ୍ରିଲ୍ ୧୧ ତାରିଖରେ ଆରମ୍ଭ ହେବାକୁ ଥିବାବେଳେ ଶାସକ ଦଳ ବିଜେଡି ଏକାକୀ ନିର୍ବାଚନୀ ମଇଦାନକୁ ଓହ୍ଲାଇବ ବୋଲି ମଙ୍ଗଳବାର ଦିନ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ…

ନିଜ ଶିଶୁକୁ ନେବାଲାଗି ଭୁଲିଗଲେ ମହିଳା, ଜରୁରୀ ଅବତରଣ କଲା ‘ସାଉଦୀ ଏୟାରଲାଇନ୍ସ’ ବିମାନ

ଜେଦାହ: ଏୟାରପୋର୍ଟ ଲାଉଞ୍ଚରେ ଯାତ୍ରୀମାନେ ସାଧାରଣତଃ ଅନ୍ୟମନସ୍କ ଭାବେ ନିଜର ମନିପର୍ସ, ୱାଲେଟ, ମୋବାଇଲ୍ ଫୋନ ଏପରିକି ଜରୁରୀ ଡ଼କ୍ୟୁମେ ଛାଡ଼ିଦେବାର ନଜିର୍ ରହିଛି, ମାତ୍ର ପୃଥିବୀରେ ଏମିତି ମଧ୍ୟ ଅଦ୍ଭୁତ କିସମର ମାଆ ରହିଛନ୍ତି ଯିଏକି ନିଜ ଛୁଆକୁ ଅନ୍ୟମନସ୍କତା ଭାବେ ଏୟାରପୋର୍ଟ…