ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ ୭ କର୍ମୀ କରୋନା ସଂକ୍ରମିତ
ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)ର ୭ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ବିଏମସିର ସୂଚନା ଅନୁଯାୟୀ, ସମ୍ପୃକ୍ତ ସାତଜଣ ସଂକ୍ରମିତ କର୍ମଚାରୀ ସତ୍ୟ ନଗର ଶ୍ମଶାନରେ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ରବିବାର ଦିନ ପଜିଟିଭ୍…