Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୧୧୮୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତ ସଂଖ୍ୟା । କିନ୍ତୁ ସେହି ଅନୁପାତରେ ମଧ୍ୟ ବଢୁଛି ସୁସ୍ଥ ସଂଖ୍ୟା । ଏହି କ୍ରମରେ ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୧ ହଜାର ୮୨୧ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି…

ପୁରୁଷ, ମହିଳା ଟିମ ପାଇଁ ବିସିସିଆଇର ଅଲଗା ଅଲଗା ମାପଦଣ୍ଡ !

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନିରପେକ୍ଷତା ନେଇ ପୁନର୍ବାର ପ୍ରଶ୍ନ ଉଠିଛି । ଆଉ କିଛି ଦିନ ଭିତରେ ଟିମ୍ ଇଣ୍ଡିଆର ଉଭୟ ପୁରୁଷ ଏବଂ ମହିଳା ଟିମ୍ ଇଂଲଣ୍ଡ ଗସ୍ତରେ ଯିବେ । ବିସିସିଆଇ ପୁରୁଷ ଖେଳାଳିମାନଙ୍କ ପାଇଁ ଘରେ କରୋନା ଯାଂଚ ପରୀକ୍ଷଣ ବ୍ୟବସ୍ଥା କରାଇଥିବା ବେଳେ…

ଲକଡାଉନ୍ ଉଲ୍ଲଂଘନକାରୀଙ୍କ ଲାଗି ନୂଆ ଦଣ୍ଡ; ନିୟମ ନମାନିଲେ ୪ ପୃଷ୍ଠା ଲେଖିବେ ପ୍ରଭୁ ଶ୍ରୀରାମଙ୍କ ନାମ

ମଧ୍ୟପ୍ରଦେଶ: ଏଣିକି ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ। ମଧ୍ୟପ୍ରଦେଶ ପୋଲିସ୍‌ କୋଭିଡ୍‌ ଉଲ୍ଲଂଘନକାରୀଙ୍କୁ ସାବାଟ୍‌ କରିବା ପାଇଁ ଏକ ନୂଆ କୌଶଳ ଆପଣେଇଛନ୍ତି। ଯେଉଁମାନେ କୋଭିଡ୍‌ ନିୟମ ନମାନିବେ ସେମାନଙ୍କ ୪ ପୃଷ୍ଠା ପ୍ରଭୁ ଶ୍ରୀରାମଙ୍କ ନାମ ଲେଖି ପୂରଣ…

ପରିବାରର ସୁରକ୍ଷା ଲାଗି ୧୨ ଦିନ ଗଛ ଉପରେ ରହିଲେ ‌କରୋନା ରୋଗୀ

ତେଲେଙ୍ଗାନା: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାର ଜଣେ ୧୮ ବର୍ଷ ବୟସ୍କ ଆଦିବାସୀ ଛାତ୍ର ନିଜ ପାଇଁ ଗଛ ଉପରେ ତିଆରି କରିଛନ୍ତି ଆଇସୋଲେସନ୍‌ ବେଡ୍‌। ସେ ମେ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କରୋନା ସଂକ୍ରମିତ ହେବା ପରେ ଆଇସୋଲେସନ୍‌ରେ ରହିବା ପାଇଁ ସେ ଗଛ ଉପରେ ଏକ ଅଲଗା…

ଧଳା ଜହର ସୌଦାଗର ସାଜିଥିଲେ ମାଛ ବେପାରୀ !

ଭୁବନେଶ୍ୱର: ମାଛ ବେପାର ସାଜିଥିଲା ଢାଲ । ମାଛ ବଦଳରେ ଚାଲିଥିଲା ବ୍ରାଉନ୍ ସୁଗାର କାରବାର । କୋଡ୍ ୱାର୍ଡ କିମ୍ବା ପୂର୍ବରୁ ହୋଇଥିବା ଡିଲ୍‌କୁ ନେଇ ଚାଲିଥିଲା ସିକ୍ରେଟ୍ ସର୍ଭିସ୍ । ଏପରିକି ପୋଲିସକୁ ଚକ୍‌ମା ଦେବା ପାଇଁ ଧଳା ଜହରର ସୌଦାଗାର ସାଜିଥିଲେ ମାଛ ବେପାରୀ । ରାଜଧାନୀର…

୨୬ ଦିନ ପରେ ପ୍ରଥମ ଥର ପାଇଁ ୩ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ୨୮୧,୩୮୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି। ୨୬ ଦିନ ପରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ତଳକୁ ଖସିଛି। ସୂଚନାଯାଗ୍ୟ ସାପ୍ତାହିକ ପଜିଟିଭ ହାର…

ବିଜାପୁରରେ ଗର୍ଜିଲା ସରକାରୀ ବନ୍ଧୁକ, ୩ ନକ୍ସଲ୍ ମିଲେସିଆ ନିହତ !

ମାଲକାନଗିରି: ଛତିଶଗଡ ବିଜାପୁର ଜିଲ୍ଲାରେ ଗୁଳିବିନିମୟ । ତେବେ ଯବାନ କି ମାଓବାଦୀ ନୁହେଁ ବରଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗର୍ଜିଥିଲା ବନ୍ଧୁକ । ରିପୋର୍ଟ ଅନୁଯାୟୀ ସିଲଗର ଗାଁରେ ନବନିର୍ମିତ ତଥା ସ୍ଥାପିତ ସିଆରପିଏଫ କ୍ୟାମ୍ପକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଥିଲେ । ଆଜି ଶତାଧିକ…

ଏହି ରାଜ୍ୟରେ ମେ ୩୧ ଯାଏ ବଢିଲା ଆଂଶିକ ଲକ୍‌ଡାଉନ୍‌

ଆନ୍ଧ୍ରପ୍ରଦେଶ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ଆଂଶିକ ଲକ୍‌ଡାଉନ୍‌କୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀଙ୍କ ଦ୍ୱାରା ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦିନକୁ ୧୮ ଘଣ୍ଟା ପାଇଁ…

ସୋସିଆଲ ମିଡ଼ିଆ ଭାଙ୍ଗୁଛି ପରିବାର

ମାସେ ତଳର ଘଟଣା ଟିଭିରେ ଗୋଟିଏ ଡ଼ିବେଟରେ ଭାଗନେବାକୁ ଗଲା ବେଳେ ଆଲୋଚନାଟିର ଟାଇଟେଲଟିକୁ ଦେଖି ମୁଁ ପ୍ରଥମେ ସେ ଚ୍ୟାନେଲରେ କିଏ ଏଇ ଭଳି ଏ ପ୍ରକାର ପ୍ରୋଗ୍ରାମଟିର ନାମକରଣ କରିଛି ବୋଲି ବିରକ୍ତି ପ୍ରକାଶ କରିଥିଲି । ସାଙ୍ଗେ ସାଙ୍ଗେ ତାଙ୍କ ଆଙ୍କର ଜଣକ କହିଥିଲେ ମାଡ଼ାମ କିଛିଟା ତଥ୍ୟ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ନିକ୍‌ ଜୋନାସ

ମୁମ୍ବାଇ: ରିପୋର୍ଟ ଅନୁଯାୟୀ ଆମେରିକାନ୍‌ ଷ୍ଟାର୍‌ ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନୂଆ ସୋ’ର ସୁଟିଂ କରୁଥିବା ସମୟରେ ସେ ଆହତ ହୋଇପଡ଼ିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ…