ଭୁବନେଶ୍ବରରୁ ଚିହ୍ନଟ ହେଲେ ୮୬୪ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୮୬୪ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୧୩୪ ଜଣ କ୍ବରେଣ୍ଟାଇନ୍ରୁ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୭୩୦ । ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୩୬ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା…