Latest Odisha News

BREAKING NEWS

ଖୋଲିଲା କେଦାରନାଥ ମନ୍ଦିର; ଭକ୍ତଙ୍କ ପ୍ରବେଶକୁ ନାହିଁ ଅନୁମତି

ଉତ୍ତରାଖଣ୍ଡ: ଆଜି କେଦାରନାଥ ମନ୍ଦିରର ପୋର୍ଟାଲ ଖୋଲାଯାଇଛି। ସକାଳ ୫ ଟାରୁ ମନ୍ଦିର ଖୋଲାଯାଇଛି। ଗତ ବର୍ଷ ନଭେମ୍ବର ୧୬ରୁ ମନ୍ଦିର ବନ୍ଦ ରହିଥିଲା। ଉତ୍ତରାଖଣ୍ଡ ସରକାର କହିଛନ୍ତି ଯେ ଯଦିଓ ମନ୍ଦିରର ପୋର୍ଟାଲ ଖୋଲାଯାଇଛି କିନ୍ତୁ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ…

ଆଜି ରାତିରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ତାଉ’ତେ, ଗୁଜରାଟ ଉପକୂଳରେ ତାଣ୍ଡବ ରଚିବ

ନୂଆଦିଲ୍ଲୀ: ଅତି ଭୟଙ୍କର ରୂପ ନେଇ ଗୁଜରାଟ ଆଡ଼େ ମାଡ଼ି ଆସୁଛି ବାତ୍ୟା ତାଉ’ତେ । ଅତି ଭୀଷଣ ସାମୁଦ୍ରିକ ଝଡ଼ ବା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଆଗକୁ ବଢୁଛି । ଗତ ୬ ଘଣ୍ଟା ହେବ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗଣ୍ଟାପ୍ରତି ୧୫ କିଲୋମିଟର ବେଗର ଉପକୂଳ ମୁହାଁ…

କ୍ଲେ କିଙ୍ଗ ନାଡାଲ ଜିତିଲେ ଇଟାଲିଆନ ଓପନ ଟାଇଟଲ

ନୂଆଦିଲ୍ଲୀ: କ୍ଲେ କିଙ୍ଗ ଭାବେ ପରିଚିତ ସ୍ପେନର ରାଫେଲ ନାଡାଲ ଇଟାଲିଆରନ ଓପନ ଟେନିସ ଟୁର୍ଣ୍ଣାମେଂଟ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ୭-୫, ୧-୬ ଓ ୬-୩ ସେଟରେ ପରାସ୍ତ କରିଥିଲେ । ୧୦ମ ଥର ପାଇଁ ନାଡାଲ ଏହି ଟାଇଟଲ ହାସଲ କରିଛନ୍ତି । ଉଭୟଙ୍କ…

ଆଣ୍ଡ୍ରିଆ ମେଜା ହେଲେ ମିସ୍ ୟୁନିଭର୍ସ, ଭାରତର ଏଡଲିନଙ୍କୁ ୫ମ ସ୍ଥାନ

ଫ୍ଲୋରିଡା: ୬୯ତମ ମିସ ୟୁନିଭର୍ସ ଆନ୍ତର୍ଜାତୀୟ ପ୍ରତିଯୋଗିତାର ଫଳାଫଳ ଆଜି ଘୋଷଣା କରାଯାଇଛି । ଫ୍ଲୋରିଡାର ସେମିନୋଲ ହାର୍ଡ ରକ ହୋଟେଲ ଆଣ୍ଡ କାସିନୋରେ ଫାଇନାଲ ଅନୁଷ୍ଠିତ ହୋଇଥିଲା । ମେକ୍ସିକୋ ସୁନ୍ଦରୀ ଆଣ୍ଡ୍ରିଆ ମେଜା ଏହି ଟାଇଟଲ ଜିତିଛନ୍ତି । ବ୍ରାଜିଲର ଜୁଲିଆ ଗାମା ଏବଂ ତାଙ୍କ…

ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହ ନଜର ଆସିବେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା!

ନୂଆଦିଲ୍ଲୀ: ନିକଟରେ ବିଗ୍ ବସ୍ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅଭିନୀତ ୱେବ୍‌ ସିରିଜ୍‌ ବ୍ରୋକେନ୍‌ ବଟ୍‌ ବିୟୁଟିଫଲ୍‌ ୩ର ଟ୍ରେଲର୍‌ ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ତେବେ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ଆଉ ଖୁସି ଖବର ମଧ୍ୟ ରହିଛି। ସୂଚନାଯୋଗ୍ୟ…

କରୋନାକୁ ମାରିବ ଦେଶୀ ମେଡିସିନ୍ 2DG, ଆଣ୍ଟି କରୋନା ଭାଇରାଲ୍ ଔଷଧର ଶୁଭାରମ୍ଭ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼ଇରେ ସାମିଲ ହେଲା ଡିଆରଡିଓ ପ୍ରସ୍ତୁତ ଆଣ୍ଟି ଭାଇରାଲ୍ ଔଷଧ 2DG । ଦିଲ୍ଲୀ ସ୍ଥିତ ଡିଆରଡିଓ ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ମେଡିସର ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ଆସନ୍ତୁ ଜାଣିବା ଶୈତାନ ବାଇବେଲ ସମ୍ପର୍କରେ..

ନୂଆଦିଲ୍ଲୀ: ଖ୍ରୀଷ୍ଟଧର୍ମର ପବିତ୍ର ଗ୍ରନ୍ଥ ହେଉଛି ବାଇବେଲ । ଏହା ବିଷୟରେ ଆପଣମାନେ ନିଶ୍ଚିତ ଭାବେ ଜାଣିଥିବେ । ମାତ୍ର ଡେଭିଲ୍ସ ବାଇବେଲ (ଶୈତାନର ବାଇବେଲ) ବିଷୟରେ ଆସନ୍ତୁ ଜାଣିବା । ଡେଭିଲ୍ସ ବାଇବେଲର ପ୍ରଚ୍ଛଦ ପୃଷ୍ଠାରେ ଏକ ଦୁଷ୍ଟ ଆତ୍ମାର ଚିତ୍ର ରହିଛି । ଏହା ଭିତରେ ବିଭିନ୍ନ…

କରୋନାରେ ଆଖି ବୁଜିଲେ ଓଡ଼ିଆ ସଙ୍ଗୀତର ଯାଦୁଗର ଅମରେନ୍ଦ୍ର ମହାନ୍ତି

ଭୁବନେଶ୍ୱର: ପରଲୋକ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି । କରୋନାରେ ସଂକ୍ରମିତ ହୋଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ପ୍ରାଣତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । କୋଭିଡ୍…

ଦିନକରେ ଭାରତରୁ ୪୧୦୬ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୮୧ ହଜାର ୩୮୬ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ୪ ହଜାର ୧୦୬ ଆକ୍ରାନ୍ତଙ୍କ ଜୀବନ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

ଦୀର୍ଘ ସମୟ ଧରି କାମ କରିବା ମଣିଷ ପାଇଁ ଘାତକ ସାଜିପାରେ; ‘ହୁ’

ନୂଆଦିଲ୍ଲୀ: ଦୀର୍ଘ ଘଣ୍ଟା ଧରି କାମ କରିବା ମଣିଷ ପାଇଁ ଘାତକ ସାଜିପାରେ। ଦୀର୍ଘ ସମୟ ଧରି କାମ କରିବା ଦ୍ବାରା ବର୍ଷକୁ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ଯାହା କରୋନା ମହାମାରୀ ହେତୁ ଆହୁରି ତ୍ୱରାନ୍ୱିତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୋମବାର କହିଛି। ଏନ୍‌ଭର୍‌ମେଣ୍ଟ…