ଆରଟେମିିନ କଳା ସଂସ୍ଥା ପକ୍ଷରୁ ‘ ଥିଏଟର ଆଫ୍ଟର ପାଣ୍ଡେମିକ୍ ‘ ଆଲୋଚନା ଚକ୍ର
ଭୁବନେଶ୍ୱର : ଆରଟେମିିନ କଳା ସଂସ୍ଥା ଆନୁକୂଲ୍ୟରେ ' ଥିଏଟର ଆଫ୍ଟର ପାଣ୍ଡେମିକ୍ ' ଶୀର୍ଷକ ଦ୍ୱିତୀୟ କଳା ଆଲୋଚନା ଚକ୍ର ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ଚିନ୍ମୟ ମହାନ୍ତିଙ୍କ ଉପସ୍ଥାପନାରେ ଏହି କାର୍ଯ୍ୟକ୍ରମରେ ଚୌଧୁରୀ ଜୟପ୍ରକାଶ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ , ଓଡ଼ିଆ…