Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣା; ୧୦ ମୃତ, ୨୩ରୁ ଅଧିକ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶସ୍ଥିତ ରେୱା ସହର ନିକଟରେ ଥିବା ଏକ ବାଇପାସ୍ ରୋଡ୍ ଠାରେ ଗୁରୁବାର ସକାଳେ ଏକ ବସ୍-ଟ୍ରକ୍ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହ ୨୩ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ବ୍ରାହ୍ମ ମୂହୁର୍ତ୍ତରେ ଉଠନ୍ତୁ, ଏହିସବୁ ଚମତ୍କାରୀ ଲାଭ ପାଆନ୍ତୁ…

ବ୍ରାହ୍ମ ମୂହୁର୍ତ୍ତରେ ଉଠିଲେ କେଉଁ ପ୍ରକାରର ଲାଭ ହୋଇଥାଏ ଆଉ କେଉଁପ୍ରକାରର କ୍ଷତି ହୋଇଥାଏ ତାହା ସମସ୍ତେ ଜାଣିବା ଉଚିତ । ଭୋର ୪  ରୁ ଭୋର ୫ଟା ପର୍ଯ୍ୟନ୍ତ ବ୍ରାହ୍ମ ମୂହୁର୍ତ୍ତର ସମୟ । ଏଇ ସମୟରେ ସମସ୍ତ ବେଦ ଅଧ୍ୟୟନ, ଯୋଗ ଅଭ୍ୟାସ, ଧ୍ୟାନ, ସମସ୍ତ ଅଧ୍ୟାତ୍ମିକ କାର୍ଯ୍ୟ କରାଯାଇଥାଏ ।…

ଭୁବନେଶ୍ୱରରେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ କଲୋନୀରେ ଥିବା ଏକ ଭଡାଘରେ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜର ଗୁରୁବାର ଦିନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ରଞ୍ଜିତା ରାଓ ଏବଂ ସେ ଅଶୋକ ନଗର ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ବରିଷ୍ଠ ବ୍ୟାଙ୍କ ମ୍ୟାନେଜର ଭାବେ…

ମାଣବସା ଗୁରୁବାରକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଆ ଘରର ଅନ୍ୟତମ ପର୍ବପର୍ବାଣି ମଧ୍ୟରେ ରହିଛି ମାଣବସା ଓଷା । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ଏହି ପର୍ବ ହେଉଛି ଓଡିଶା ଏବଂ ଓଡ଼ିଆ ମାନଙ୍କ ର ନିଜସ୍ୱ ପର୍ବ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୫-୧୨-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଡିସେମ୍ବର ତା ୫ ରିଖ ଗୁରୁବାର ବିଛା ୧୯ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ନବମୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର  ଘାତ ବାର-:…

ମର୍ଣିଂୱାକ୍ ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଦମ୍ପତି ମୃତ

କଳାହାଣ୍ଡି:  କଳାହାଣ୍ଡି ଜିଲ୍ଲାର ଧରମଗଡ ନିକଟ ୨୬ ନଂ ଜାତୀୟ ରାଜପଥରେ ଗୁରୁବାର ଦିନ ମର୍ଣ୍ଣିଂୱାକରେ ଯାଉଥିବା ବେଳେ ଜଣେ ଦମ୍ପତିଙ୍କୁ  ଏକ ଅଜଣା ଦ୍ରୁତଗାମୀ ଗାଡ଼ି ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଚନ୍ଦ୍ରଧ୍ୱଜ ଓ କଳବତି ବୋଲି…

ରିଲାଏନ୍ସ ଜିଓର ନୂଆ ‘ଅଲ-ଇନ-ୱାନ’ ପ୍ଲାନ ଘୋଷଣା

ମୁମ୍ବାଇ: ବିଶ୍ୱର ସର୍ବବୃହତ ମୋବାଇଲ ଡାଟା ଅପରେଟର ଜିଓ ପକ୍ଷରୁ ବୁଧବାର ଦିନ ନୂତନ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା କରାଯାଇଛି।  ଜିଓ ଗ୍ରାହକମାନଙ୍କୁ ପୂର୍ବ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ଲାଭ  ପ୍ରଦାନ କରୁଥିବା ଏହି ପ୍ଲାନ ସମୂହ ସର୍ବଶ୍ରେଷ୍ଠ ସେବା ସର୍ବନିମ୍ନ ମୂଲ୍ୟରେ ପ୍ରଦାନ…

ଜଳ ସଂପଦ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ; ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ବୁଧବାର ଦିନ ଜଳ ସଂପଦ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆର୍ଥକ ବର୍ଷ ୨୦୧୯-୨୦ ପାଇଁ କରାଯାଇଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ଖର୍ଚ୍ଚ ଅଟକଳ , ଆବଶ୍ୟକତା ଅନୁସାରେ ସପ୍ଲିମେଣ୍ଟାରୀ ବଜେଟରୁ…

କୋଣାର୍କ ମହୋତ୍ସବର ୪ର୍ଥ ସନ୍ଧ୍ୟା; ଦର୍ଶକଙ୍କୁ ବିହ୍ୱଳିତ କଲା ପ୍ରହଲ୍ଲାଦ ନାଟକର ଶାସ୍ତ୍ରୀୟ ଉପସ୍ଥାପନା

କୋଣାର୍କ: ନୃତ୍ୟଶିଳ୍ପୀ ଯେତେବେଳେ ନୃତ୍ୟସହ ଏକାତ୍ମ ହୋଇଯାନ୍ତି ଏକ ନୈସର୍ଗିକ ବାତାବରଣ ସୃଷ୍ଟି ହୁଏ ଓ ସେତେବେଳେ ନୃତ୍ୟ ଇଶ୍ୱର ପ୍ରାପ୍ତିର ମାର୍ଗକୁ ସହଜ କରିଦିଏ । ଏହିପରି ଏକ ଆବେଗମୟ ଅନୁଭବରେ ସିକ୍ତ ହୋଇଥିଲା ଦର୍ଶକଙ୍କ ହୃଦୟ । ଅବସର ଥିଲା କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟା ।…

ଏବେ ଏସଏସସି-ଆରଆରବି ଓ ଆଇବିପିଏସ ଲାଗି ହେବ ଗୋଟିଏ ପରୀକ୍ଷା

ଭୁବନେଶ୍ୱର: ଏସଏସସି, ଆରଆରବି, ଆଇବିପିଏସରେ ଗ୍ରୁପ ବି , ଗ୍ରୁପ ସି ଚାକିରୀ ପାଇଁ ହେବ ନାହିଁ ଅଲଗା ଅଲଗା ପରୀକ୍ଷା । ଗୋଟିଏ ଏକକ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ପଡିବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଅଲଗା ଅଲଗା ପରୀକ୍ଷା ଆୟୋଜନ କରାଯିବ ।…