Latest Odisha News

BREAKING NEWS

କୂଳଡିହାରେ ହାତୀ ଉପଦ୍ରବ; ବ୍ୟାପକ ଚାଷ ନଷ୍ଟ

ଭୁବନେଶ୍ୱର: ଗୋଟିଏ ପଟେ ନୀଳଗିରି ମୁହାଁ ଝାଡ଼ଖଣ୍ଡ ହାତୀ ଏବଂ ଅନ୍ୟପଟେ କୂଳଡିହା ଅଭୟାରଣ୍ୟରୁ ହାତୀପଲଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଧାନଚାଷ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ଗତ ୪ ତାରିଖ ଦିନ ସନ୍ଧ୍ୟାରେ ଦୁଇଟି ଦନ୍ତାହାତୀ କୂଳଡିହା ଅଭୟାରଣ୍ୟରୁ ଖସିଆସି ନୀଳଗିରି…

ରଣବୀର୍‌ଙ୍କ ମସ୍କୁଲାର୍‌ ଅନ୍ଦାଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ରଣବୀର ସିଂ ଲକଡାଉନ୍ ସମୟରେ ରୂପେଲି ପରଦାରୁ ଦୂରରେ ରହିଥିଲେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କ ସହ ନିରନ୍ତର ସମ୍ପର୍କରେ ରହିଆସିଥିଲେ। ବର୍ତ୍ତମାନ ପ୍ରଶଂସକମାନେ ସେମାନଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ମୁକ୍ତିଲାଭକୁ ଅପେକ୍ଷା…

ନବରଙ୍ଗପୁରରେ ବ୍ୟବସାୟୀଙ୍କଠାରୁ ଝାମ୍ପିନେଲେ ସାଢ଼େ ୬ ଲକ୍ଷ ଟଙ୍କା

ନବଙ୍ଗପୁର:  ଜଗଦଲପୁର ବ୍ୟବସାୟୀଙ୍କଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଲୁଟ୍ । ନବରଙ୍ଗପୁର ସହରରୁ ଲୁଟ୍ କରି ଛୁ ମାରିଲେ ଦୁର୍ବୃତ୍ତ । ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ଡକାୟତିର ଶିକାର ହୋଇଛନ୍ତି ଜଗଦଲପୁରର ବ୍ୟବସାୟୀ ରମେଶ…

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଆଉ ୧୫ ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୪୨୫କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ ବରଗଡରୁ ୨, ବଲାଙ୍ଗିରରୁ ୨, ଭୁବନେଶ୍ୱରରୁ ୨, କଟକରୁ ୧, ଦେବଗଡରୁ…

ଧନତେରସାରେ ଆସନ୍ତୁ ଜାଣିବା ରାଶି ଅନୁସାରେ କଣ କିଣିଲେ ଶୁଭ ହେବ

ପୁରୀ: ସମୁଦ୍ର ମନ୍ଥନ ସମୟରେ କାର୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ କଳସ ସହିତ ଧନ୍ୱନ୍ତରୀ ମହାପ୍ରଭୁ ପ୍ରକଟ ହୋଇଥିଲେ । ଚଳିତ ବର୍ଷ ନଭେମ୍ବର ୧୨ ଓ ୧୩ରେ କିଛି ସମୟ ପାଇଁ ଧନତେରସା ତିଥି ରହିଛି । ଆସନ୍ତୁ ଜାଣିବା ଏହି ଦିନ ରାଶି ଅନୁସାରେ କେଉଁ ବସ୍ତୁ କିଣିଲେ ଶୁଭ ହେବ । ମେଷ:…

ଆକ୍ସନ ଭୂମିକାରେ ଅଭିନୟ କରିବାକୁ ଇଚ୍ଛା; ଅନନ୍ୟା ପାଣ୍ଡେ

ନୂଆଦିଲ୍ଲୀ: ଏବେ ଆକ୍ସନ ଗାର୍ଲ ହେବାକୁ ଚାହୁଛନ୍ତି ଅନନ୍ୟା। ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆକ୍ସନ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଚାହୁଛନ୍ତି। ଏ ସଂପର୍କରେ ନିଜେ ଅନନ୍ୟା ଗଣମାଧ୍ୟମକୁ କହିଛନ୍ତି। ନିକଟରେ ତାଙ୍କ ଚଳଚ୍ଚିତ୍ର ‘ଖାଲି ପିଲ’‌‌ରେ ତାଙ୍କୁ କିଛି…

ସାର୍ଟଲେସ୍‌ ଫଟୋ ସେୟାର୍‌ କରି ମିଲିନ୍ଦଙ୍କ ସାହସ ବଢାଇଲେ ପତ୍ନୀ ଅଙ୍କିତା

ନୂଆଦିଲ୍ଲୀ: ଫିଟନେସ୍ ଏବଂ ବୋଲ୍ଡ ବ୍ୟକ୍ତିତ୍ୱ ହେତୁ ଅଭିନେତା ମିଲିନ୍ଦ ସୋମନ୍ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ନିକଟରେ ତାଙ୍କ ଜନ୍ମଦିନ ଅବସରରେ ମିଲିନ୍ଦ ସୋସିଆଲ ମିଡିଆରେ ତାଙ୍କର ଏକ ବିବସ୍ତ୍ର ଫଟୋ ସେୟାର କରିଥିଲେ, ଯାହା ବିରୋଧରେ ଗୋଆରେ…

ରାଜ୍ୟରୁ ୨୪ ଘଣ୍ଟାରେ ୧, ୪୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା କେସ୍ ବଢୁଛି । ତଥାପି ବିଭିନ୍ନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪ ଶହ ୩୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୩୩ ଜଣ ଥିବା ବେଳେ ୬୦୧ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।…

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି

ମାଲକାନାଗିରି: ଦିନିକିଆ ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ । ସେ ସ୍ୱାଭିମାନ ଅଞ୍ଚଳର ଗୁରା ସେତରୁ ପହଞ୍ଚିଛନ୍ତି । ସେଠାରେ ମାଓବାଦୀଙ୍କ ଗତିବିଧି ଓ ଲାଲବାହିନୀକୁ ଦମନ କରିବା ନେଇ ଚାଲିଥିବା ଅଭିଯାନର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଗତ କିଛି ଦିନ ତଳେ ଗୁରା…

ପଟୌଦି ପ୍ୟାଲେସ୍‌ରେ ପାପା ସୈଫ୍‌ଙ୍କ ସହ ଚାଷ କାମ କରୁଛନ୍ତି ତୈମୁର୍‌; ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି…

ନୂଆଦିଲ୍ଲୀ: ବଲିଉଡ୍‌ର ନବାବ ସୈଫ୍‌ ଅଲ୍ଲୀ ଖାନ ତାଙ୍କ ପୁଅ ତୈମୁରଙ୍କ ସହ ଅନେକ ଅନ୍ତରଙ୍ଗ ସମୟ ବିତାଉଛନ୍ତି। ସେ ନିଜ କାମରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ତୈମୁର୍‌ଙ୍କ ସହିତ ମସ୍ତି କରିବାର ସମୟକୁ ସେ କେବେ ହାତଛଡା କରନ୍ତି ନାହିଁ। ବର୍ତ୍ତମାନ ସୈଫ୍‌ ଏବଂ ତୈମୁର୍‌ଙ୍କ ଅନେକ ଫଟୋ…