ଆଇପିଏଲ: ଏଲିମିନେଟର ମ୍ୟାଚରେ ଖେଳିଥିଲେ ୮ ଅଧିନାୟକ
ଆବୁଧାବି: ଆଇପିଏଲ ୧୩ତମ ସଂସ୍କରଣରେ ଶୁକ୍ରବାର ଅନୁଷ୍ଠିତ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଲିମିନେଟର ମ୍ୟାଚରେ ୮ଜଣ ଅଧିନାୟକ ଖେଳୁଥିଲେ । ବାଙ୍ଗାଲୋର ପକ୍ଷରୁ ୩ଜଣ ଖେଳୁଥିଲେ । ସେମାନେ ହେଲେ ଟିମ୍ ଇଣ୍ଡିଆର ତଥା ବାଙ୍ଗାଲୋରର ନିୟମିତ ଅଧିନାୟକ ବିରାଟ କୋହଲି,…