Latest Odisha News

ବିଜେପି ଓଡ଼ିଶାରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ: ଜୁଏଲ ଓରାମ

ଭୁବନେଶ୍ୱର: ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ଏକାକୀ ନିର୍ବାଚନ ଲଢିବା ନିଷ୍ପତ୍ତିକୁ ଦୋହରାଇଛି, ଏହା ଚଳିତ ବର୍ଷ ମେ ମାସରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି । “ ବିଜେଡ଼ି ସହିତ ବୁଝାମଣାର ପ୍ରଶ୍ନ ଉଠୁନାହିଁ । ଆମେ ଏକାକୀ ନିର୍ବାଚନରେ ଲଢିବୁ, ନବୀନ…

ଅଜବ ବାହାଘର: ବର ରୋଲର୍ ଚଢି ପହଞ୍ଚିଲା କନ୍ୟାଘର

ନଦିଆ/କୋଲକାତା:  କୌଣସି କାର୍, ପାଲିଙ୍କି କିମ୍ବା ଘୋଡ଼ା, ଅତିବେଶୀରେ ହାତୀ ଚଢ଼ି ବର ଆସିବା ଜାଣିଥିବେ, ହେଲେ ରାସ୍ତା କାମରେ ଲାଗୁଥିବା ରୋଲର ଚଢ଼ି ବର ଆସିବା କେବେ ଶୁଣିଛନ୍ତି ? ତେବେ ଏହା ସତ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଏକ ବାହାଘର । ରବିବାର…

କୋରାପୁଟ ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

କୋରାପୁଟ : କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ କେବିଡି ଗ୍ରାମର ଏକ କଲଭର୍ଟ ନିକଟରୁ ସୋମବାର ଦିନ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ନବଜାତ ଶିଶୁକୁ ଏକ କପଡାରେ ଗୁଡାଇ ନିକଟସ୍ଥ କଲଭର୍ଟ ପାଖରେ କେହି ଜୀବନ୍ତ ପୋତି ପକାଇଥିଲା । ଗ୍ରାମର…

ମର୍ଯ୍ୟାଦାର ସହ ସମ୍ପନ୍ନ ହେଲା ଓଡ଼ିଆ ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆତଙ୍କବାଦୀଙ୍କ ସହିତ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢି ଦେଶମାତୃକା ଲାଗି ପ୍ରାଣବଳୀ ଦେଇଥିବା ବୀର ଓଡ଼ିଆ ଯବାନ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ମର୍ଯ୍ୟାଦା ସହକାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ତାଙ୍କର ଗ୍ରାମ ଅସ୍ତରଙ୍ଗରେ ଅନୁଷ୍ଠିତ ହୋଇଛି । ଗାଁ ଶ୍ମଶାନରେ…

ପୁଣି ଫେରିଲା ଶୀତ, କୋହଲା ପାଗ ସହ ରାଜ୍ୟରେ ବର୍ଷା ଆଶଙ୍କା

ଭୁବନେଶ୍ୱର : ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ଆଗାମୀ ୧୨ ଘଣ୍ଟା ଭିତରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ…

ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରି ଭାରତ ସିରିଜ ବିଜୟୀ

ମାଉଣ୍ଟମଂଗନୁଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୩ୟ ଦିିନିକିଆ ମ୍ୟାଚରେ ବିରାଟ ବାହିନୀ କିୱି ଦଳକୁ ୭ ୱିକେଟରେ ପରାସ୍ତ କରି ୫ ଟିକିଆ ଶୃଙ୍ଖଳା ବିଜୟ ହାସଲ କରିପାରିଛି । ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରି କିୱି ଦଳକୁ…

ଭାରତୀୟ ବାୟୁସେନାର ଲଢୁଆ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଖୁସିନଗର ଠାରେ ସୋମବାର ଦିନ ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଏହି ଦୁର୍ଘଟଣା ପରେ ଜାଗୁଆର ବିମାନଟିରେ ନିଆଁ ଲାଗିଯିବା ଫଳରେ ଏହା…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭା: ଗାୟକ ସମ୍ରାଟ ବୈଷ୍ଣବ ଚରଣ ପ୍ରଧାନ

ଭୁବନେଶ୍ୱର: ପାଲା ଜଗତରେ ଗାୟକ ରତ୍ନ ହରି ନାଥ ଓ ଗାୟକ ଶିରୋମଣି ନିରଞ୍ଜନ କରଙ୍କ ପରେ ଯାହାଙ୍କ ନାମ ଆସେ ସେ ହେଉଛନ୍ତି ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନ । ପାଲାକୁ ସାଧାରଣ ଲୋକଙ୍କଠାରୁ ନେଇ ଉଚ୍ଚ ଶିକ୍ଷିତ ଓ ବୁଦ୍ଧିଜୀବୀ ମହଲରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ରହିଥିଲା ବୈଷ୍ଣବ…

କଂଗ୍ରେସ ବିଧାୟକ ପଦରୁ ନବ ଦାସଙ୍କ ଇସ୍ତଫା

ଭୁବନେଶ୍ୱର : ବିଜେଡିରେ ଯୋଗଦେବା ପରେ ବରିଷ୍ଠ ନେତା ନବ ଦାସ ସୋମବାର ଦିନ କଂଗ୍ରେସ ବିଧାୟକ ପଦରୁ ନିଜ ଇସ୍ତଫା ଦେଇଛନ୍ତି । ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନବ ଦାସ ବିଧିବଦ୍ଧ ଭାବେ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।…

ଗଜପତି ଜଙ୍ଗଲରୁ ୨୯ ଆଦିବାସୀ ସେବାଶ୍ରମ ଛାତ୍ରୀ ଉଦ୍ଧାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅନ୍ତରବା ସେବାଶ୍ରମ ବିଦ୍ୟାଳୟରୁ ନିଖୋଜ ଥିବା ୨୯ ଜଣ ଛାତ୍ରୀଙ୍କୁ ରବିବାର ରାତିରେ ପୋଲିସ ଉଦ୍ଧାର କରିଛି। ଛାତ୍ରୀମାନେ ସେବାଶ୍ରମରୁ ଶନିବାର ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ି ପଳାଇଥିବା ନେଇ ଅଭିଯୋଗ ହୋଇଥିଲା ।…