Latest Odisha News

BREAKING NEWS

ଘୁଞ୍ଚିଲା ଓଟିଭି ସିଏଫ୍‌ଓଙ୍କ ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର: ସାରୁଆ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଓଟିଭି ସିଏଫ୍‌ଓ ମନୋରଂଜନ ଷଡଙ୍ଗୀଙ୍କ ଘୁଂଚିଲା ଜାମିନ ଆବେଦନ ଶୁଣାଣି । ଆସନ୍ତା ୯ ତାରିଖରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ହେବ । ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ଖୋର୍ଦ୍ଧା ସେସନ୍ କୋର୍ଟରେ ହେବାର ଥିଲା…

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କରମୂଲା ଗ୍ରାମରେ ଗୁରୁବାର ଦିନ ଏକ ପୋଖରୀରେ ଗାଧୋଉଥିବା ବେଳେ ୨ ନାବାଳିକା ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ମିଳିଥିବା ସୂଚନାନୁସାରେ ଅନିତା ଓ ଅଙ୍କିତା ମଲ୍ଲିକ ନାମକ ଦୁଇ ଭଉଣୀ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପରେ ଦୁହେଁ ପାଣିରେ…

ପୁରାତନ ଛାତ୍ର ପ୍ରବୀର ପ୍ରଧାନଙ୍କ ବିୟୋଗରେ ଆଇଆଇଏମ୍‍ସିରେ ଶୋକ 

ଢେଙ୍କାନାଳ,୫ା୧୧: ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପୂର୍ବତନ ଛାତ୍ର ପ୍ରବୀର କୁମାର ପ୍ରଧାନଙ୍କ ଅକାଳ ବିୟୋଗରେ ସଂସ୍ଥାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । କରୋନାରେ ଆକ୍ରାନ୍ତ ହୋଇ ପ୍ରବୀରଙ୍କର ଆଜି ସକାଳେ ଦେହାନ୍ତ ଘଟିଛି । ପ୍ରବୀରଙ୍କ ସ୍ମୃତିକୁ ମନେ ପକାଇ ଆଜି ସକାଳେ…

ବିଦେଶରେ ପ୍ରିୟଙ୍କା ପାଳିଲେ କରୱାଚୌଥ

ମୁମ୍ବାଇ: ଲାଲ ଶାଢ଼ୀ, ମଥାରେ ସିନ୍ଦୁର ଆଉ ହାତରେ ପୂଜା ଥାଳି । କିଛି ଏଭଳି ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । ବିଦେଶରେ ରହି ସେ ନିଜ ସ୍ୱାମୀ ନିକ୍ ଜୋନସ୍‌ଙ୍କ ପାଇଁ କରୱଚୌଥ ପାଳିଛନ୍ତି । ତାଙ୍କର ଏହି କରୱାଚୌଥ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ…

ପଶ୍ଚିମବଙ୍ଗରେ ଶାହାଙ୍କ ‘ଲଞ୍ଚ୍ ଡିପ୍ଲୋମେସି’, ଚିହିଁକି ଉଠିଲେ ମମତା

କୋଲକାତା: ଆସନ୍ତାବର୍ଷ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ତେବେ ଏହା ପୂର୍ବରୁ ସେଠାରେ ରାଜନୀତି ଜୋର ଧରିଛି । ରାଜନୈତିକ ଦଳ ଗୁଡିକ ଏବେଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏହି କ୍ରମରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି…

ବିହାରରେ ବୁଡିଲା ଡଙ୍ଗା; ଅନେକ ନିଖୋଜ

ପାଟନା: ବିହାରର ଭାଗଲପୁର ସ୍ଥିତ ଗୋପାଳପୁର ନଟଗା ଜାହାଜ ଘାଟରେ ଡଙ୍ଗା ବୁଡି ଯିବାରୁ ଅନେକ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ୧୦୦ ଯାତ୍ରୀଙ୍କୁ ଧରି ଆସୁଥିବା ଡଙ୍ଗା ଦୁର୍ଭାଗ୍ୟବଶତଃ ଗଙ୍ଗା ନଦୀରେ ଅଚାନକ ବୁଡିଯାଇଥିଲା । ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବାଲେଶ୍ୱର ବିଧାୟକ

ଭୁବନେଶ୍ୱର: ବିଜେଡ ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଦିନ ଜଣେ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରିଛନ୍ତି । ବିଜେଡିରୁ ନିଲମ୍ବିତ ହୋଇଥିବା ନେତା ଜଣଙ୍କ ହେଉଛନ୍ତି ପୂର୍ବତନ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାସ । ଏସମ୍ପର୍କରେ ତତକାଳୀନ ପଦକ୍ଷେପ…

ଜାଲରେ ପଡିଲା ରକେଟ୍‌ !

ସୋର: ମାଛ ଜାଲରେ ପଡିଲା ରକେଟ୍ । ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମାଛ ବଦଳରେ ରକେଟ୍ ଜାଲରେ ପଡିଯାଇଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଖରାସାହାପୁର ପଞ୍ଚାୟତର ପଞ୍ଚୁବିସା ନଦୀ ପଥ ଦେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ…

ଜାତୀୟ କୃଷି ଆଇନକୁ ବିରୋଧ, ରାଜପଥରେ ବସିଲେ ଚାଷୀ

ଭୁବନେଶ୍ୱର: ଜାତୀୟ କୃଷି ଆଇନ୍‌କୁ ବରୋଧ କରି ରାଜପଥ ଅବରୋଧ । ନବ ନିର୍ମାଣ କୃଷକ ସଂଗଠନର ଶତାଧିକ ସଦସ୍ୟ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏକ ପଟୁଆରରେ ଆସି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ହାଇଟେକ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ । ଏହାପରେ…

ଗଞ୍ଜେଇ କଳିକୁ ନେଇ ଘର ଉପରେ ବୋମା ମାଡ଼ !

ଫୁଲବାଣୀ: ଗଞ୍ଜେଇ କାରବାର ନେଇ ଶତ୍ରୁତାରୁ ଘର ଉପରେ ବୋମାମାଡ଼ । ଏଭଳି ଅଭିଯୋଗ ଆସିଛି ଫୁଲବାଣୀରୁ । ଟାଉନ ଥାନା ଅନ୍ତର୍ଗତ ପିଅନପଡ଼ାର ଟିଟୁନ ସାହୁଙ୍କ ଘର ଉପରେ କିଛି ଦୁର୍ବୃତ୍ତ ବୋମା ଫିଙ୍ଗିଥିଲେ । ଦୁଇଟି ବାଇକରେ ଚାରି ଜଣ ଦୁର୍ବୃତ୍ତ ଆସି ଟିଟୁନଙ୍କ ଘରେ ଉପରେ ବୋମାମାଡ଼ କରି…