ଏହି ସମୟ ଯାଏଁ ବନ୍ଦ ରହିବ ଏସବିଆଇର ଅନଲାଇନ୍ ବ୍ୟାଙ୍କିଂ ସେବା
ନୂଆଦିଲ୍ଲୀ: ଦେଶରେ 'ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ' (ଏସବିଆଇ)ର ଅନଲାଇନ୍ ସେବା ୮ ତାରିଖ ବିଳମ୍ବିତ ରାତି ଯାଏ ପ୍ରଭାବିତ ରହିବ।
ବ୍ୟାଙ୍କ ଏହାର ଡିଜିଟାଲ୍ ବ୍ୟାଙ୍କିଂ ପ୍ଲାଟଫର୍ମର ଅପଡେଟ୍ କାର୍ଯ୍ୟ କରିବ। ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ହେତୁ ସେମାନଙ୍କର ଡିଜିଟାଲ ବ୍ୟାଙ୍କିଙ୍ଗ ସେବା…