Latest Odisha News

କରୋନା ଆଣ୍ଟିବଡିର ସ୍ତର ସ୍ଥିର ରହିଥାଏ କିମ୍ବା ୭ ମାସ ପରେ ବୃଦ୍ଧି ପାଇଥାଏ; ରିପୋର୍ଟ

ନୂଆଦିଲ୍ଲୀ: ଏକ ନୂଆ ଅଧ୍ୟୟନ ଅନୁଯାୟୀ କୋଭିଡ ଆଣ୍ଟିବଡିଗୁଡିକର ସ୍ତର ସ୍ଥିର ରହିଥାଏ କିମ୍ବା ସଂକ୍ରମଣର ସାତ ମାସ ପରେ ମଧ୍ୟ ବୃଦ୍ଧି ପାଇଥାଏ ବୋଲି ଜର୍ଣ୍ଣାଲ୍‌ ନେଚର୍‌ କମୁନିକେସନ୍‌ ପତ୍ରିକାରେ ପ୍ରକାଶ ପାଇଛି। ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲ୍ଥ (ଆଇଏସ୍ ଗ୍ଲୋବାଲ୍) ଦ୍ବାରା ସଂଯୋଜିତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଏକ ଅନୁସନ୍ଧାନରୁ ଏହି ତଥ୍ୟ ପ୍ରକାଶ ପାଇଛି।

ଲେଖକମାନେ ଏହି ଧାରଣାକୁ ମଧ୍ୟ ସମର୍ଥନ କରିଥିଲେ ଯେ ସାଧାରଣ ଥଣ୍ଡା କରୋନାଭାଇରସ୍ ବିରୁଦ୍ଧରେ ପୂର୍ବରୁ ଥିବା ଆଣ୍ଟିବଡିଗୁଡିକ କରୋନାରୁ ରକ୍ଷା କରିପାରିବ।

Comments are closed.