Latest Odisha News

BREAKING NEWS

ରିୟାଲିଟି ସୋ ‘ସୁପର୍‌ ଡାନ୍ସର’ରେ ନଜର ଆସିବେନି ଶିଳ୍ପା

ନୂଆଦିଲ୍ଲୀ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ନୂତନ ପ୍ରୋଟୋକଲ୍ ଅନୁଯାୟୀ, ଟିଭି, ଚଳଚ୍ଚିତ୍ର କିମ୍ବା ବିଜ୍ଞାପନ ସୁଟ୍‌କୁ ରାଜ୍ୟରେ ଅନୁମତି ମିଳିନାହିଁ। ପ୍ରାୟ ଅନେକ ଟେଲିଭିଜନ ଏବଂ ରିୟାଲିଟି ସୋକୁ ମୁମ୍ବାଇରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।…

ଗିରଫ ହେଲେ ରେମ୍‌ଡେସେଭିୟର୍ କଳାବଜାରୀ !

ନୂଆଦିଲ୍ଲୀ: ୭୦ ହଜାର ଟଙ୍କାରେ ବିକ୍ରିୟ ହେଉଥିଲା ରେମ୍‌ଡେସେଭିୟର୍ ଇଂଜେକ୍ସନ୍ । କଳାବଜାରୀଙ୍କ ନିକଟରେ ମହଜୁଦ ଥିଲା ଇଂଜେକ୍ସନ ଭାଇଲ୍ । ବହୁ ଖୋଳତାଡ ପରେ ଶେଷରେ ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି ରେମଡେସେଭିୟର୍ ଇଂଜେକ୍ସନ କଳାବଜାରୀ ଗ୍ୟାଙ୍ଗ । ରେମ୍‌ଡେସେଭିୟର୍ ଇଂଜେକ୍ସନକୁ…

ସାହିତ୍ୟ ପତ୍ରିକା କାହାଣୀର ‘ମନୋଜ ଦାସ ବିଶେଷାଙ୍କ’ ଲୋକାର୍ପିତ

ଭୁବନେଶ୍ୱର : ସମ୍ପାଦକ ବିଜୟ ନାୟକଙ୍କ ଦ୍ୱାରା ସମ୍ପାଦିତ ଅଗ୍ରଣୀ ସାହିତ୍ୟ ପତ୍ରିକା ' କାହାଣୀ ' ର 'ମନୋଜ ଦାସ ବିଶେଷାଙ୍କ' ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସମ୍ମାନିତ ଅତିଥି ଭାବରେ…

ଖଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁରସ୍ଥିତ ଖଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି। ଖଲିକୋଟ ସ୍ୱୟଂଶାସିତ କଲେଜ ହେଉଛି ରାଜ୍ୟର ପୁରାତନ ତଥା ପ୍ରସିଦ୍ଧ କଲେଜ ମଧ୍ୟରୁ ଗୋଟିଏ। ଏଠାରେ ଅଧ୍ୟୟନ କରିଥିବା ଅନେକ…

ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବୁଧବାର କ୍ରମାଗତ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ…

ପୁଣି ଉଡିଲା ‘ରାମାୟଣ’ର ରାବଣଙ୍କ ମୃତ୍ୟୁ ଗୁଜବ; ଜାଣନ୍ତୁ କଣ କହିଲେ ଲକ୍ଷ୍ମଣ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଅନେକ ଗୁଜବ ପ୍ରଚାର ହେଉଛି। ଗତକାଲି ରାତିରେ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁ ଖବର ପ୍ରସାରିତ ହୋଇଥିଲା। ଏହାପରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା କଳାକାର ସୁନୀଲ ଲାହିରି ଏହି…

ସୃଷ୍ଟି ଫାଉଣ୍ଡେସନ ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ 'ସୃଷ୍ଟି ଫାଉଣ୍ଡେସନ' ଆନୁକୂଲ୍ୟରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଙ୍କ ନେତୃତ୍ୱରେ କୋଭିଡ କଟକଣା ପାଳନ ସହ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ଅନେକ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଉପସ୍ଥିତ…

ରାଜ୍ୟବ୍ୟାପୀ‘ଲକଡାଉନ୍‌’

ଆରମ୍ଭ ହୋଇଛି  ‘ଲକଡାଉନ୍‌’ । କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟବ୍ୟାପୀ ଲାଗୁ ହେଇଛି ‘ଲକଡାଉନ୍‌’ ଫଣ୍ଡା। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରହିବ ଏହି କଟକଣା। ସକାଳୁ ସକାଳୁ ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାରେ ପ୍ରମୁଖ ରାସ୍ତା ବାରିକେଡ ସାଙ୍ଗକୁ ବାଉଁଶ ବାଡ଼ କରା ଯାଇଛି।…

କ୍ରାଇମବ୍ରାଞ୍ଚ STF କବଜାରେ ୨ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ, ୫ ବନ୍ଧୁକ ଜବତ

ଭୁବନେଶ୍ୱର: ଆନ୍ତଃରାଜ୍ୟ ବନ୍ଧୁକ ବେପାର ରାକେଟର ପର୍ଦ୍ଦାଫାସ । ଦୁଇ ଜଣ ବନ୍ଧୁକ ବେପାରୀଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସେମାନଙ୍କ ପାଖରୁ ଜବତ ହୋଇଛି ୫ଟି ୭ ଏମଏମ୍ ବନ୍ଧୁକ, ୭ଟି ମାଗାଜିନ୍ ଓ ୭ଟି ଅଫୁଟା ଗୁଳି । ଗିରଫ ଅଭିଯୁକ୍ତମାନେ ହେଲେ ବିହାର ମୁଙ୍ଗେର ଅଞ୍ଚଳର…

୫୦%ରୁ ଅଧିକ ହେବନି ସଂରକ୍ଷଣ, ମରାଠା ସଂରକ୍ଷଣ ଅସାମ୍ବିଧାନିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ସଂରକ୍ଷଣ । ମହାରାଷ୍ଟ୍ରରେ ମରାଠା ସମ୍ପ୍ରଦାୟଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ଅସାମ୍ବିଧାନିକ କହିଛନ୍ତି…