Latest Odisha News

BREAKING NEWS

ଭଂଜନଗରରେ ବନ୍ଦ ଘରୁ ମିଳିଲା ମହିଳା ଇଂଜିନିଅରଙ୍କ ମୃତଦେହ

ଭଂଜନଗର : ମହିଳା ଇଂଜିନିଅରଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ଗଂଜାମ ଭଂଜନଗରରେ ଘଟିଛି ଏହି ଘଟଣା । ଘରଟି ଭିତର ପଟୁ ବନ୍ଦ ଥିବା ବେଳେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ମହିଳା ଇଂଜିନିଅର…

ଗଣେଶ ପୂଜାରେ ଆସିବ ଜିଓ’ର ସ୍ମାର୍ଟ ଫୋନ୍ ‘ଜିଓ ଫୋନ୍ ନେକ୍ସଟ’

ଗୁଗଲ ଓ ଜିଓ ଦ୍ଵାରା ବିକଶିତ ଏହି ୪- ଜି ସ୍ମାର୍ଟ ଫୋନ୍ ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଜିଓ ଓ ଗୁଗୁଲ ମିଳିତ ଭାବେ ପ୍ରସ୍ତୁତ କରୁଥିବା ଏକ ୪-ଜି ସ୍ମାର୍ଟ ଫୋନ୍ ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୦ ଗଣେଶପୂଜାରେ ଏହି…

ମଦ ଅର୍ଡର କରି ଅନଲାଇନ ଠକେଇର ଶିକାର ହେଲେ ଶବାନା ଆଜମୀ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଶବାନା ଆଜମୀ ଅନଲାଇନରେ ମଦ ଅର୍ଡର କରି ଠକାମୀର ଶିକାର ହୋଇଛନ୍ତି। ତେବେ କେତେ ଟଙ୍କା ହରାଇଛନ୍ତି ସେ ସମ୍ପର୍କରେ ସେ କିଛି ସୂଚନା ଦେଇନାହାନ୍ତି। ସେ କରିଥିବା ଟ୍ଵିଟ୍ ଅନୁସାରେ ମଦ ପାଇଁ ଅର୍ଡର କରିଥିଲେ। ଏଥିପାଇଁ ଅଗ୍ରୀମ ପେମେଣ୍ଟ ମଧ୍ୟ କରିଥିଲେ। ହେଲେ…

ପାତାଳୀ ଶ୍ରକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ଠାରେ ଦେବସ୍ନାନ ପୂର୍ଣ୍ଣିମା । ଆଜି ବିନା ଭକ୍ତରେ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି l ପାତାଳୀ ଶ୍ରୀକ୍ଷେତ୍ର ସ୍ଥିତ ଜଗତର ନାଥ ଜଗନ୍ନାଥଙ୍କ ପୀଠରେ ତିନି ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା…

ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

ବଲାଙ୍ଗୀର : ବଲାଙ୍ଗୀର ସହର ମଧ୍ୟରେ ଶ୍ରୀ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ବଢ଼ି ଭୋରରୁ ଶ୍ରୀ ଜୀଉଙ୍କ ନୀତି ନିଘଣ୍ଟ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଯେଉଁଥିରେ କରୋନା କଟକଣା ସହ ଦେବସ୍ନାନ ପୂଜାର୍ଚ୍ଚନା ଜାରି ରହିଛି । ତେବେ ସହର ମଧ୍ୟରେ ଥିବା ଜଗନ୍ନାଥ ପଡ଼ା ଜଗନ୍ନାଥ ମନ୍ଦିର,…

ଓମଫେଡ୍ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା

ଗୋଖାଦ୍ୟ ବାବଦକୁ ସର୍ବାଧିକ ୬ ହଜାର ଉପକୃତ ହେବେ ୧.୨ଲକ୍ଷ ଦୁଗ୍ଦ ଚାଷୀ ଭୁବନେଶ୍ଵର: ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ପାଇଁ ଚାଷୀମାନଙ୍କ ରୋଜଗାର କମିଥିବା ବେଳେ ଗାଈଗୋରୁଙ୍କ ଖାଦ୍ୟ ପାଇଁ…

ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

କେନ୍ଦ୍ରାପଡା : କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ସାନ ଭାଈ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ସ୍ନାନ ବେଦୀରେ ବିରାଜିଛନ୍ତି ତୁଳସୀକ୍ଷେତ୍ରର କ୍ଷେତ୍ରଧିପତି ସିଦ୍ଧ ବଳଦେବ ଜୀଉ । ସମସ୍ତ କଟକଣା ଅନୁଯାୟୀ ସ୍ୱତନ୍ତ୍ର…

ସ୍ନାନ ମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କର ଗଜାନନ ବେଶ । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାର ମହାର୍ଘ ଅବସରରେ ମହାପ୍ରଭୁ ଦିବ୍ୟ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇଛନ୍ତି । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳ ଲାଗି ପରେ ଦୁର୍ଲଭ ଗଜାନନ ବା ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ କଲ ଗାର୍ଲକୁ ଦେଲେ ୧୮ ଲକ୍ଷ

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଂଟର ବାଇଡେନଙ୍କ ଏକ କାରନାମା ବାପାଙ୍କଚୁ ବଦନାମ କରିଛି । ରିପୋର୍ଟ ମୁତାବକ ୨୦୧୮ରେ ଜଣେ କଲଗାର୍ଲକୁ ରାତି ବିତାଇବା ପାଇଁ ବାପାଙ୍କ ଆକାଂଉଟରୁ ୧୮ ଲକ୍ଷ ଟଙ୍କା ଦେଇଥିଲେ । ହଂଟରଙ୍କ ଲାପଟପରୁ ଏ ନେଇ ତଥ୍ୟ ମିଳିଛି । ସେ ଲାପଟପ…

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ରେଜଲ୍ଟ ପ୍ରକାଶ କର, ସବୁ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ସୁଦ୍ଧା ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ କର । ସବୁ ରାଜ୍ୟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟ ଏବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍ କରିଛନ୍ତି । ସେବୁ ରାଜ୍ୟର ବୋର୍ଡକୁ ଜୁଲାଇ ୩୧ ସୁଦ୍ଧା…