Latest Odisha News

BREAKING NEWS

ମାନହାନି ମାମଲାରେ ଉତ୍ତର ରଖିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଏକ ମାନହାନି ମାମଲାରେ ଉତ୍ତର ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ ମୋଦି ସାଜ୍ଞାଧାରୀ କୌଣସି ଲୋକଙ୍କ ବିରୋଧରେ କିଛି ମାନହାନିକର ମନ୍ତବ୍ୟ ଦେଇନାହାନ୍ତି ବୋଲି କହିଛନ୍ତି । ଗୁଜରାଟ ସୁରଟସ୍ଥିତ ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ରାହୁଲ ଉତ୍ତର ରଖି…

୧୪ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଟ୍ରପ୍-ଲାଇନ ପ୍ରଭାବରେ ଓଡିଶାରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ।  ଉତ୍ତର ପଶ୍ଚିମ ବିହାରରୁ ଦକ୍ଷିଣ ଛତିଶଗଡ ଯାଏଁ ଝାଡ଼ଖଣ୍ଡ ମଧ୍ୟ ଦେଇ ଲଘୁଚାପ ରେଖା ଲମ୍ବିଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କଟକ, ସୁନ୍ଦରଗଡ, ଝାରସୁଗୁଡା,…

ଆଇପିଏସ ସ୍ତରରେ ଅଦଳ ବଦଳ; ଜାଣନ୍ତୁ କାହାକୁ କେଉଁ ଦାୟିତ୍ଵ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ୧୯୯୪-ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ପୂର୍ବରୁ ଆଇନଶୃଙ୍ଖଳା ଏଡିଜି ଥିଲେ। ଜୁନ୍ ୧୯ରେ କରୋନା ସଂକ୍ରମଣରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ…

ଦେହଜୀବୀଙ୍କୁ ଟିକାକରଣ ପାଇଁ ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର : ଭୁବନେଶ୍ବରରେ ଟିକାକରଣକୁ ବ୍ୟାପକ କରିବାକୁ ବିଏମସିର ଯୋଜନା । ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ଟାର୍ଗେଟ୍ ହାସଲ କରିବାକୁ ରଖିଛି ଯୋଜନା । ଏଥିପାଇଁ ଟିକାକରଣକୁ ବ୍ୟାପକ କରୁଛି ଭୁବନେଶ୍ବର ମହାନଗର ନିଗମ । ଏହି କ୍ରମରେ ଏବେ ଭୁବନେଶ୍ବରର ଦେହଜୀବୀଙ୍କୁ ଟିକା ଦେବା ପାଇଁ…

କୋଭିଡ ମୁକାବିଲା, ସତର୍କ ରହିବା ଲାଗି ଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର : ରାଜ୍ୟରେ କୋଭିଡର ମୁକାବିଲା ପାଇଁ ନିର୍ଦ୍ଦେଶ । ସତର୍କ ରହିବା ଲାଗି ସମସ୍ତ ଜିଲ୍ଲାପାଳଙ୍କ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । କୋଭିଡ ପରିଚାଳନା ପରିପ୍ରେକ୍ଷୀରେ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଏସିଏସ…

ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା, ୧୪୪ ଧାରା ଲାଗୁ

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା । ବିନା ଭକ୍ତରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ହରିବଳଦେଵ ବିଜେ ମହାପ୍ରଭୁଙ୍କ ମନ୍ଦିରରୁ ଜଗତରନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ସୁଦର୍ଶନ ବଡଦେଉଳରୁ…

ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ଅନଲାଇନ କବିତା ଆସର

ଉମରକୋଟ : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ , ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଷଷ୍ଠ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ନଳିନୀ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଅତିଥି ଭାବରେ ଯୋଗ ଦେଇଥିଲେ। କବି ଏମ . ହିମାଂଶୁ ଆଚାରୀଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ…

STF ଚଢାଉ,୨ କୋଟିରୁ ଅଧିକ ବ୍ରାଉନ୍ ସୁଗାର୍ ଜବତ

ବସ୍ତା : STF କୁ ମିଳିଛି ବଡ଼ ସଫଳତା । ନିଶା କାରବାର ବିରୁଦ୍ଧରେ STFର ସଫଳତା  ।  ଟିମ୍ ବାଲେଶ୍ବର ବସ୍ତା ଅଞ୍ଚଳରେ ଚଢାଉ କରି ୨ କିଲୋ ୧୨ ଗ୍ରାମର ବ୍ରାଉନ୍ ସୁଗାର୍ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ଏହି ଘଟଣା ରେ ଧାରା ୨୧ ସି, ୨୯ ଅନୁଯାୟୀ ମାମଲା…

ଏସଡ଼ିଜେଏମଙ୍କ ଅଦାଲତରେ ଅନୁଭବ

କଟକ : କଟକ ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷାଙ୍କ ପକ୍ଷରୁ ରୁଜୁ ମାମଲାରେ ମଧ୍ୟସ୍ଥତା ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପହଁଚି ଥିଲେ କୋର୍ଟରେ । କିନ୍ତୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପହଁଚିନଥିଲେ ଅନ୍ୟପଟେ ଆଜି ଗଣ ମାଧ୍ୟମ ଜରିଆରେ ମାମଲାରେ ପୂର୍ଣ୍ଣଛେଦ ଆଣିବାକୁ ବର୍ଷାଙ୍କୁ…

ନକଲି ମେଡ଼ିସିନ ହୋଲସେଲର ଗିରଫ

କଟକ : ନକଲି କୋଭିଡ ଔଷଧ ଜବତ ଘଟଣା । ନକଲି ଔଷଧ ହୋଲସେଲର ଶିବ ପ୍ରସନ ଜେନାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ଗିରଫ ପରେ କଟକ ଜିଲା ଦୌରାଜର୍ଜଙ୍କ କୋର୍ଟରେ ଶିବ ଜେନାକୁ ଏସଟିଏଫ ପକ୍ଷରୁ ହାଜର କରାଯାଇଛି । ଆଉ ଅଦାଲତରେ ହାଜର ପରେ ଚୌଦ୍ଵାର ଜେଲ୍କୁ ପଠାଇ ଦେଇଛନ୍ତି । ୧୪ ଦିନିଆ…