ବଜ୍ରାଘାତରେ ଗଲା ବୃଦ୍ଧଙ୍କ ଜୀବନ
କେନ୍ଦୁଝର : କେନ୍ଦୁଝରରେ ଅଭାବନୀୟ ଘଟଣା । ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଝର ବାରିଆ ଥାନା ବାହାରପଶି ଗ୍ରାମର ହୁକୁମ ଚାନ୍ଦ ମହାନ୍ତ । ସେ ଶୌଚ ସାରି ଘରକୁ ଫେରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଚେତା ଶୂନ୍ୟ ହୋଇପଡ଼ିଥିଲେ ହୁକୁମ…