କଙ୍ଗନାଙ୍କ ସହିତ କାମ କରିବା ଏକ ଯନ୍ତ୍ରଣାଦାୟକ ଅନୁଭୂତି ଥିଲା; ହନ୍ସଲ୍ ମେହେଟ୍ଟା
ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ହନ୍ସଲ୍ ମେହେଟ୍ଟା ୨୦୧୭ ରେ କଙ୍ଗନା ରାନାୱତଙ୍କ ସହ ଫିଲ୍ମ 'ସିମରନ୍' ନିର୍ମାଣ କରିଥିଲେ। ଫିଲ୍ମଟି ରିଲିଜ ସମୟରେ ଅନେକ ବିବାଦ ଦେଖାଦେଇଥିଲା। ଚଳଚ୍ଚିତ୍ର ନିର୍ମାଣ ବିଷୟରେ ହନ୍ସଲ୍ ମେହେଟ୍ଟା ପ୍ରକାଶ କରିଛନ୍ତି ଯେ ଏହି ଚଳଚ୍ଚିତ୍ରରେ…