ମନ୍ତ୍ରୀଙ୍କ ନୂଆ ଘୋଷଣା; ଅଧିକ ସନ୍ତାନ ଥିଲେ ମିଳିବ ଲକ୍ଷେ ଟଙ୍କା
ଆଇଜଲ୍: ସର୍ବାଧିକ ପିଲା ଥିବା ପିତାମାତାଙ୍କୁ ୧ ଲକ୍ଷ ଟଙ୍କା ନଗଦ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମିଜୋରାମ ମନ୍ତ୍ରୀ।
ବିଭିନ୍ନ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଶିଶୁ ପଲିସି କରାଯାଉଥିବା ବେଳେ ମିଜୋରାମର ଜଣେ ମନ୍ତ୍ରୀଙ୍କର ଏହି ପଦକ୍ଷେପର ଚର୍ଚ୍ଚାରେ ରହିଛି। କ୍ରୀଡା…