‘ବିଶ୍ଵ ପରିବେଶ ଦିବସ’ରେ ସୁଦର୍ଶନଙ୍କ ବାଲୁକା କଳାକୃତି
ପୁରୀ: ପରିବେଶକୁ ସୁରକ୍ଷିତ ରଖିଲେ ଆମେ ବି ସୁରକ୍ଷିତ ରହିବା। ଏଭଳି କିଛି ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
ବିଶ୍ୱ ପରିବେଶ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ପରିବେଶର ସୁରକ୍ଷା ନେଇ ଏକ ବାଲୁକା ଚିତ୍ରକଳା ପୁରୀ ବେଳାଭୂମିରେ…