Latest Odisha News

BREAKING NEWS

ଆଜିଠୁ ଛତିଶଗଡ଼ ସୀମାନ୍ତ ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ, ରାତି ୧୦ରୁ ସକାଳ ୫ଟା କଟକଣା

ନୂଆଦିଲ୍ଲୀ: ଛତିଶଗଡ଼ରେ କାୟା ବିସ୍ତାର କରୁଛି କରୋନା । ଏପଟେ ଓଡ଼ିଶାରେ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଦୈନିକ ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଆଜିଠୁ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ଲାଗୁ ହେବ ୭ ଘଣ୍ଟିଆ ନାଇଟକର୍ଫ୍ୟୁ । ଏସବୁ ଜିଲ୍ଲାଗୁଡ଼ିକ ହେଲା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୫ ତାରିଖ ସୋମବାର ମୀନ ୨୩ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ନବମୀ ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଦିନ ୮-୫ମିନିଟ୍ ପର୍ଯ୍ୟନ୍ତ ତାପରେ ମକର ଚନ୍ଦ୍ର ଭୋଗ ହେବ  ଆଜିର ଘାତ ବାର ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର ସିଂହ…

ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଂଘନ, ସିଲ୍ ହେଲା ବିଶାଲ୍‌ ମେଗା ମାର୍ଟ

କଟକ : ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲ୍ଲଂଘନ । ନୟମ ଖିଲାପ କରିଥିବାରୁ ଶକ୍ତ ହୋଇଛି ପ୍ରଶାସନ । କଟକରେ ସରକାରଙ୍କ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିଶାଲ୍ ମେଗା ମାର୍ଟକୁ ସିଲ୍ କରିଛି କଟକ ମହାନଗର ନିଗମ । ସୂଚନା ଅନୁସାରେ, କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ କଟକ…

ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୩୦୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୩୦୦ ଆକ୍ରାନ୍ତ । ନୂଆପଡ଼ାରୁ ସର୍ବାଧିକ ୮୨ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୩୪ ଜଣ, କଟକରୁ ୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ…

ରାଜ୍ୟରେ ଲାଗୁ ହେବନି ଦିନ କର୍ଫ୍ୟୁ

ଭୁବନେଶ୍ବର : ରାଜ୍ୟରେ ଲାଗୁ ହେବନି ଦିନ କର୍ଫ୍ୟୁ । ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି । ତେଣୁ ଦିନ କର୍ଫ୍ୟୁର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କରୋନା ସଂକ୍ରମଣ ବୃଦ୍ଧି…

ଭୁବନେଶ୍ବରରୁ ୩୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଏହା ଉପରେ କଡ଼ା ନଜର ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଖୋର୍ଦ୍ଧାରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହି ୪୦…

ମାଆ ସାପ ଉଦ୍ଧାରର ୨୧ ଦିନ ପରେ ଫୁଟିଲା ଅଣ୍ଡା, ୫୨ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ଗାଁ କେନାଲ ସାହିରୁ ୫୨ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର କରାଯାଇଛି । କେନାଲ ସାହି ବିଦେଶୀ ବେହେରାଙ୍କ ଘର ପଛପଟ ବାଡିରେ ଏକ ଆଜବେଷ୍ଟସ ତଳୁ ସାପଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ଗତ ମାସ ୧୩ ତାରିଖରେ ଏକ ପାଣିଧଣ୍ଢ ସାପ ଥିବା ବିଦେଶୀ…

୨ ଦିନ ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ

କେନ୍ଦୁଝର : ଦୁଇ ଦିନ ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ । କରୋନା ପାଇଁ ଆସନ୍ତା ୧୩ ଓ ୧୪ ତାରିଖ ଦୁଇ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୯ ତାରିଖରୁ ମା’ ତାରିଣୀଙ୍କ ଚଇତି ଯାତ୍ରା ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।…

କ୍ରମାଗତ ବିଜୟରେ ବିଶ୍ୱରେକର୍ଡ ସ୍ଥାପନ କଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍‌

ସିଡନୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍ ଦିନିକିଆରେ କ୍ରମାଗତ ୨୧ ବିଜୟ ହାସଲ କରି ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରି ଦଳ ଏହି କୀର୍ତିମାନ ସ୍ଥାପନ କରିଛି । ସବୁଠାରୁ ବଡ କଥା ନିଜ ଦେଶରେ ପୁରୁଷ ଟିମକୁ ପଛରେ ପକାଇ ସେମାନେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ, କରୋନା ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି 

ନୂଆଦିଲ୍ଲୀ: ସଙ୍ଗୀନ ହେଲାଣି କରୋନା ସେକେଣ୍ଡ ୱେଭ୍ । ଯୁଦ୍ଧକାଳୀନ ଭିତ୍ତିରେ କରୋନା ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି । କରୋନାର ପ୍ରକୋପ ବଢୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି । କ୍ୟାବିନେଟ ସଚିବ,…