ଦୀର୍ଘତମ ଦୁଗ୍ଧ ଦାନ୍ତ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଏହି ୯ ବର୍ଷୀୟ ବାଳକ
ନୂଆଦିଲ୍ଲୀ: ଦୀର୍ଘତମ ଦୁଗ୍ଧ ଦାନ୍ତ ପାଇଁ ଜଣେ ୯ ବର୍ଷୀୟ କାନାଡିୟ ବାଳକ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।
କାନାଡାର ପିଟରବୋରୋର ବାସିନ୍ଦା ଲୁକଙ୍କର ସବୁଠାରୁ ଲମ୍ବା ଦୁଗ୍ଧ ଦାନ୍ତ ହେତୁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି।
ସୂଚନା ଅନୁଯାୟୀ…