Latest Odisha News

BREAKING NEWS

ଏହି ରାଜ୍ୟରେ ଜୁଲାଇ ୧୦ ଯାଏ ବଢିଲା କରୋନା କଟକଣା

ନୂଆଦିଲ୍ଲୀ: ଭୟ ବଢାଉଛି ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ମଙ୍ଗଳବାର ଦିନ କରୋନା କର୍ଫୁଁକୁ ଜୁଲାଇ ୧୦ ଯାଏ ବୃଦ୍ଧି କରିଛନ୍ତି। ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟର ଅଧିକ ମାମଲା ରୁଜୁ ହୋଇଛି।

ତେବେ ସିଏମ୍‌ ଅମରିନ୍ଦର ସିଂ କିଛିଟା ‌କୋହଳ ମଧ୍ୟ କରିଛନ୍ତି। ଜୁଲାଇ ୧ ରୁ ୫୦ ପ୍ରତିଶତ କ୍ଷମତା ସହ ବାର୍‌, ପବ୍ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.