Latest Odisha News

BREAKING NEWS

ଇଡି ଆଗରେ ହାଜର ହେଲେ ମେହବୁବା ମୁଫତି

ଶ୍ରୀନଗର: ଅର୍ଥ ହେରଫେର ମାମଲାରେ ପିଡିପି ସଭାପତି ମେହବୁବା ମୁଫତି ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି। ଏହି ମାମଲାରେ ପଚରାଉଚୁରାର ସମ୍ମୁଖୀନ ହେବା ପାଇଁ ମୁଫତି ସକାଳ ୧୧ ଟାରେ ରାଜବାଗରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ।…

ଉଧାର କରି ପ୍ରାର୍ଥୀପତ୍ର ଦାଖଲ କିନ୍ତୁ ପ୍ରତିଶ୍ରୁତିରେ ୩ ମହଲା ଘର, କୋଟିଏ ଟଙ୍କା ଦେବେ

ଚେନ୍ନାଇ: ତାମିଲନାଡୁର ମଦୁରାଇ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଥୁଲମ ସରବରନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ସାଙ୍ଗମାନଙ୍କଠାରୁ ଉଧାର କରି ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ତାଙ୍କ ନିର୍ବାଚନ ପ୍ରତିଶ୍ରୁତି ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ନିର୍ବାଚନ…

ରେଲୱେର ୬୮୦ ପଦବୀ ପାଇଁ ବିଜ୍ଞପ୍ତି ଜାରି, ମାଟ୍ରିକ ମାର୍କସିଟ୍‌ ଅନୁଯାୟୀ ହେବ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ 

ନୂଆଦିଲ୍ଲୀ: ମାଟ୍ରିକ୍‌ ପାସ୍‌ ବ୍ୟକ୍ତିଙ୍କ ପାଇଁ ବଡ ସୁଯୋଗ । ରେଲୱେରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ପଶ୍ଚିମ କେନ୍ଦ୍ରୀୟ ରେଲୱେ ଏକ ବଡ ସୁଯୋଗ ଆଣିଛି । ବିଭିନ୍ନ କ୍ୟାଟେଗୋରୀରେ ୬୮୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି ରେଲୱେ । ଏଥିପାଇଁ ଆବେଦନ ପ୍ରକ୍ରିୟା…

ଭୁବନେଶ୍ୱରରୁ ଗଞ୍ଜେଇ ଜବତ, ୩ ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡରେ ଗୁରୁବାର ଦିନ ପୋଲିସ ତିନି ଜଣ ମହିଳାଙ୍କଠାରୁ ପ୍ରାୟ ୩୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ସମ୍ପୃକ୍ତ ତିନି ମହିଳାଙ୍କୁ ଗିରଫ ପରେ ପଚରାଉଚରା କରାଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ କୌଣସି ସୁତ୍ରରୁ ଖବର ପାଇ…

ଏଥର ହୋଲିରେ ଲୋକଙ୍କ ପ୍ରଥମ ପସନ୍ଦ ସାଜିଛି ରଙ୍ଗିନ ‘ମୋଦୀ ମାସ୍କ ଏବଂ ପିଚ୍‌କାରି’

ନୂଆଦିଲ୍ଲୀ: ହୋଲିକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ସହିତ ମାସ୍କ ଏବଂ ପିଚକାରି ପାଟନାରେ ବଜାରରେ ଛାଇ ଯାଇଛି। ଚାହିଦା ଏପରି ଯେ ଏହି ଜିନିଷଗୁଡ଼ିକ ଅନେକ ଦୋକାନରେ ଉପଲବ୍ଧ ହୋଇପାରୁନି। ପାଟଣାର ଜଣେ ଦୋକାନୀଙ୍କ କହିବାନୁସାରେ, ରଙ୍ଗୀନ…

ଭୁବନେଶ୍ବର ବିମାନ ବନ୍ଦରରେ ସାପ, ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଧରାପଡିଲା

ଭୁବନେଶ୍ୱର: ଭୁବନେଶ୍ୱର ଏୟାର ପୋର୍ଟରୁ ନାଗ ସାପ ଉଦ୍ଧାର । ଫାୟାର ବ୍ରିଗେଡ଼ ସହାୟତାରେ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ । ଏୟାର ପୋର୍ଟର MT ପୁଲର ବାଥରୁମରେ ଏକ ନାଗ ସାପ ଗତ ରାତିରେ ପଶିଥିଲା । ତେବେ କିଛି କରିବା ପୂର୍ବରୁ ସାପଟି ବେସିନ ତଳ ଜାଲି ଭାଙ୍ଗି ଯାଇଥିବାରୁ ସେଇପଟେ…

ଅଭିନେତା ଆର୍‌ ମାଧବନ୍ କୋଭିଡ୍‌ ପଜିଟିଭ୍

ନୂଆଦିଲ୍ଲୀ: ଚଳଚ୍ଚିତ୍ର ୩ ଇଡିୟଟ୍ସ୍‌ ଲୋକପ୍ରିୟ ଅଭିନେତା ଆର୍‌ ମାଧବନ୍‌ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ତାଙ୍କ ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ମାର୍ଚ୍ଚ ୨୪ ବୁଧବାର ଦିନ ଆମୀର ଖାନଙ୍କ କରୋନା ସଂକ୍ରମିତ…

କରୋନା କବଳରେ ରାଉରକେଲା NITର ୩ ଛାତ୍ର

ରାଉରକେଲା: ରାଉରକେଲା ସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାପାଳ ଆଜି ଏହି ସୂଚନା ଦେଇଛନ୍ତି । କ୍ୟାମ୍ପସରେ ସଂକ୍ରମଣ ଯେପରି ନ ବ୍ୟାପିବ ସେନେଇ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜିଲ୍ଲପାଳ ନିଖିଲ ପବନ କଲ୍ୟାଣ…

ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଭିଡିଓକନ୍ ଋଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ନଭେମ୍ବର, ୨୦୨୦ ରେ ଜାମିନ ଆବେଦନକୁ ଏକ…

୨୭ ମାର୍ଚ୍ଚରେ ସୋମା ଏମ ବାଗଚିଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ

କଟକ : ଆର୍ ଆର୍ ସେଣ୍ଟର ଅଫ ଆର୍ଟ, ସତୀ ନଗର ପରିସରରେ ସୋମା ଏମ ବାଗଚିଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ୨୭ ମାର୍ଚ୍ଚରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ଓଡ଼ିଶା ଲୋକସେବା ଆୟୋଗର ମୁଖ୍ୟ ଡକ୍ଟର ସତ୍ୟଜିତ ମହାନ୍ତି, ମୁଖ୍ୟ ଅତିଥି , ସିଏମସି କମିଶନର ଅନନ୍ୟା ଦାସ ,…