Latest Odisha News

BREAKING NEWS

TTPSର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରିବାକୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ବର : ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ଟିଟିପିଏସ୍‌ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ । ଭବିଷ୍ୟତରେ ଏହି ପ୍ରକଳ୍ପ ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍‌.କେ ସିଂହ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି…

କଟକରେ କୋଚିଂ ସେଣ୍ଟର ସିଲ୍ କଲା ସିଏମସି

କଟକ : ରାଜ୍ୟରେ କାୟା ମେଲାଇଲାଣି ମହାମାରୀ କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ଶହେ ରହିବା ପରେ ଆଜି ଓଡ଼ିଶାରେ ୨ ଶହ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଏବେ ପ୍ରଶାସନ ସଜାଗ ହୋଇପଡିଛି । ସଂକ୍ରମଣକୁ ରୋକିବା ପାଇଁ ଆରମ୍ଭ ହୋଇଗଲାଣି ପଦକ୍ଷେପ । ଏହି କ୍ରମରେ…

ପରୀ ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

କଟକ : ବହୁଚର୍ଚ୍ଚିତ ନୟାଗଡ଼ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ଣ୍ଣଛେଦ ପକାଇଲେ ଓଡ଼ିଶା ହାଇକୋର୍ଟ । ମାମଲା ସୁପ୍ରିମକୋର୍ଟ ଯାଇ ସାରିଥିବାରୁ ଆଉ ଶୁଣାଣିର ଆବଶ୍ୟକତା ନଥିବା ଦର୍ଶାଇଛନ୍ତି ହାଇକୋର୍ଟ । ଅପରପକ୍ଷରେ ଏସଆଇଟି ପକ୍ଷରୁ ତଦନ୍ତର ବିସ୍ତୃତ ଷ୍ଟାଟର୍ସ ରିପୋର୍ଟ ସିଲ୍ କଭରରେ…

ନିଲାମ ହେବ ଖଣି: ଓଡ଼ିଶାର ୧୪ କୋଲ ବ୍ଲକ୍ ନିଲାମକୁ କେନ୍ଦ୍ର ସରକାରଙ୍କ ଅନୁମତି

ଭୁବନେଶ୍ବର: ରାଜ୍ୟରେ ନିଲାମ ହେବାକୁ ଯାଉଛି ୧୪ଟି କୋଇଲା ଖଣି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୬୭ଟି କୋଇଲା ଖଣି ନିଲାମ ପାଇଁ ଅନୁମତି ମିଳିଛି । ଏଥିମଧ୍ୟରୁ ଓଡ଼ିଶାର ୧୪ଟି କୋଇଲା ଖଣି ରହିଛି । ମାଛକଟା ଓ ମହାନଦୀ କୋଇଲା ଖଣି, ତେଲି ସାହି, ଅଳକାନନ୍ଦା କୋଲ ବ୍ଲକ, ରାମଚଣ୍ଡୀ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୭୨ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

କେମିତି ହେଲେ ବଲିଉଡ ଟେକ୍ନିସିଆନରୁ ଜଣେ ମୋମୋ ବିକ୍ରେତା; ଜାଣନ୍ତୁ କଟକର ଏହି ନିଆରା ବ୍ୟକ୍ତିତ୍ୱଙ୍କ…

କଟକ: କରୋନା ମହାମାରୀ ଅନେକ ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। ସେଥିମଧ୍ୟରୁ କଟକଙ୍କ ସୁଚିସ୍ମିତା ରାଉତ ହେଉଛନ୍ତି ଜଣେ। ମହାମାରୀ ପୂର୍ବରୁ ଏହି ୨୨ ବର୍ଷୀୟା ସୁଚିସ୍ମିତା ବଲିଉଡରେ ଏବଂ ମୁମ୍ବାଇରେ ଟିଭି ମନୋରଞ୍ଜନ ଶିଳ୍ପରେ ନିଜର ସ୍ୱପ୍ନ ପୂରଣ କରିବାରେ ବ୍ୟସ୍ତ ଥିଲେ, କିନ୍ତୁ…

ଲାଞ୍ଚ ନେଇ ଧରାପଡିବା ଭୟରେ ଗ୍ୟାସରେ ୨୦ ଲକ୍ଷ ଟଙ୍କା ଜାଳିଦେଲେ ତହସିଲଦାର, ଜାଣନ୍ତୁ କ’ଣ ହେଲା ତାପରେ …

ରାଜସ୍ଥାନ: ରାଜସ୍ଥାନର ସିରୋହି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି । ଲାଞ୍ଚ ନେଇ ଧରାପଡିବା ଭୟରେ ଗ୍ୟାସରେ ୨୦ ଲକ୍ଷ ଟଙ୍କା ଜାଳି ଦେଲେ ତହସିଲଦାର । ରେଡ୍ ପାଇଁ ତହସିଲଦାରଙ୍କ ଘରେ ପହଞ୍ଚିଥିଲେ ଆଣ୍ଟି କରପସନ୍ ବ୍ୟୁରୋ ଅଧିକାରୀ । ପିଣ୍ଡଓ୍ୱାଡାର ତହସିଲଦାର କଳ୍ପେଶ…

ଘୁଞ୍ଚିଲା ‘ବଣ୍ଟି ଔର୍‌ ବବ୍ଲି‌ ୨’ର ରିଲିଜ୍ ଡେଟ୍‌

ମୁମ୍ବାଇ: ସାରା ଦେଶରେ କରୋନାଭାଇରସ୍ ମାମଲା ବୃଦ୍ଧି ହେତୁ ରାନୀ ମୁଖାର୍ଜୀ, ସୈଫ ଅଲ୍ଲୀ ଖାନ୍, ସିଦ୍ଧାନ୍ତ ଚତୁର୍ବେଦୀ, ଶର୍ଭରୀ-ଅଭିନୀତ 'ବଣ୍ଟି ଔର୍‌ ବବଲି ୨' ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବଣ୍ଟି ଔର୍‌ ବବଲି ୨ ନିର୍ମାତା ଆଦିତ୍ୟ ଚୋପ୍ରା ଫିଲ୍ମ ରିଲିଜକୁ ସ୍ଥଗିତ…

ନଦୀରେ ଗାଧୋଉଥିବା ବେଳେ ଅଘଟଣ: ଏକାସଙ୍ଗେ ଚାଲିଗଲା ଦୁଇ ଭାଇଙ୍କ ଜୀବନ, ଅଞ୍ଚଳରେ ଶୋକାକୂଳ ପରିବେଶ 

ଯାଜପୁର: ଗୋଟିଏ ଘରୁ ଏକାସଙ୍ଗେ ଲିଭିଗଲା ଦୁଇଟି ଜୀବନ ଦୀପ । ଗାଧୋଇବା ବେଳେ ଖରସ୍ରୋତା ନଦୀରେ ବୁଡି ପ୍ରାଣ ହରାଇଛନ୍ତି ୨ ଭାଇ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଚିନ୍ତାପଲ୍ଲୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ୨ ଭାଇ ଚିନ୍ତାପଲ୍ଲୀର କାହ୍ନୁଚରଣ ଚନ୍ଦଙ୍କ ବଡ଼ପୁଅ ଦୀନବନ୍ଧୁ ଓ…

ଗୋଟିଏ ଫିଲ୍ମ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିବେ ୩ ଷ୍ଟାର କିଡ୍ସ !

ମୁମ୍ବାଇ: ୩ ଷ୍ଟାର କିଡ୍ସ ଗୋଟିଏ ଫିଲ୍ମ ମାଧ୍ୟମରେ ସେମାନଙ୍କ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ସେମାନେ ହେଲେ ସଲମାନ ଖାଁଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ, ସନୀ ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲ ଓ ସୁରଜ ବଡଜାତ୍ୟାଙ୍କ ପୁତ୍ର ଅବନୀଶ । ରାଜବୀର ଓ ଅଲିଜେହ ଫିଲ୍ମର ହିରୋ ଏବଂ…