Latest Odisha News

BREAKING NEWS

ଏକାଠି ଆସୁଛନ୍ତି ଫରାହ ଖାନ, ପ୍ରଭୁଦେବା ଓ ସାଉଥ୍ ଷ୍ଟାର୍ ରାମ ଚରଣ !

ମୁମ୍ବାଇ: ବି ଟାଉନ୍‌ରେ ହଲ୍‌ଚଲ୍ । ଖୁବଶୀଘ୍ର ଆସୁଛି ଏକ ହ୍ୟୁଜ୍ ବଜେଟ୍ ପ୍ରୋଜେକ୍ଟ । ଏକାଠି ଦର୍ଶକଙ୍କ ସାମ୍ନାକୁ ଆସିବେ କିଛି ଜଣାଶୁଣା ନିର୍ଦ୍ଦେଶକ ତଥା ଅଭିନେତା । ଯେଉଁଥିରେ ସାମିଲ ଅଛନ୍ତି ଫରାହ ଖାନ, ପ୍ରଭୁଦେବାଙ୍କ ଭଳି କୋରିଓଗ୍ରାଫର୍ ଓ ସାଉଥ୍ ସୁପରଷ୍ଟାର ରାମ ଚରଣ । ତେବେ…

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ କୋଲକାତା

ଆବୁଧାବି: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି କୋଲକାତା ଅଧିନାୟକ ଦୀନେଶ କାର୍ତିକ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । କୋଲକାତା ତାର ଚୂଡାନ୍ତ ଏକାଦଶରେ କୌଣସି…

ରାଜ୍ୟ କ୍ରୀଡ଼ା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଲେ ବବିତା ଫୋଗାଟ

ଚଣ୍ଡିଗଡ଼: ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ​​ଅସଫଳ ହୋଇଥିବା ଚାମ୍ପିୟନ ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗାଟ ରାଜ୍ୟ କ୍ରୀଡ଼ା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଅନୁମାନ କରାଯାଉଛି।…

ଭୁବନେଶ୍ୱରରେ ୨୪ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଶଶିକଳାଙ୍କ ୨ହଜାର କୋଟି ଟଙ୍କା ଜବତ କଲା ଆୟକର ବିଭାଗ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ବାନ୍ଧବୀ ଭିକେ ଶଶିକଳା ଆୟ ବର୍ହିଭୂତ ସମ୍ପତି ରଖି ଫସିଛନ୍ତି । ଆୟକର ବିଭାଗ ବନାମୀ ପ୍ରୋହିବିଟେଶନ ନିୟମ ଅନୁଯାୟୀ ତାଙ୍କର ୨ ହଜାର କୋଟି ଟଙ୍କାର ସମ୍ପତି ଜବତ କରିଛନ୍ତି । ଏଥିରେ ୩୦୦ କୋଟି ଟଙ୍କା ମୂଲ୍ୟର ଜମି ରହିଛି ।…

ଗଣିତ ଖେଳ: କାଗଜରୁ କୋଣମାପକ (ପ୍ରୋଟ୍ରାକ୍ଟର)

ଆୟତାକାର କାଗଜ ଖଣ୍ଡକରୁ ଆମେ ୯୦ଂ କୋଣ ପାଇଯିବା । କାରଣ ଏହାର ପ୍ରତି କୋଣ ୯୦ଂ । ଏହି କୋଣକୁ ଦୁଇ ସମାନ ଭାଙ୍ଗ କରିଦେଲେ ଆମକୁ ୪୫ଂ ମିଳିଯିବ । ଠିକ ସେମିତି ଆୟତାକାର କାଗଜର ଯେକୌଣସି ଧାର ଉପରେ କୋଣର ପରିମାଣ ୧୮୦ଂ । ଏହାକୁ ୩ ସମାନ ଭାଙ୍ଗି କେମିତି ୬୦ ଡିଗ୍ରୀ ପାଇବା ତାହା ଆମେ ଦେଖିଛେ…

ଦେଖନ୍ତୁ କିପରି ପାଳନ ହେଲା ୱାଜିଦ ଖାନଙ୍କ ୪୩ତମ ଜନ୍ମଦିନ

ମୁମ୍ବାଇ: ବଲିଉଡର ମ୍ୟୁଜିକ୍ କମ୍ପୋସର ଯୋଡ଼ିର ଅର୍ଦ୍ଧେକ, ୱାଜିଦ୍ ଖାନ୍ ଚଳିତ ବର୍ଷ ଜୁନ୍ ମାସରେ ୪୨ବର୍ଷ ବୟସରେ ଦେହାନ୍ତ କରିଥିଲେ। ବୁଧବାର ୱାଜିଦଙ୍କ ୪୩ତମ ଜନ୍ମଦିନ ହୋଇଥାନ୍ତା । ଏହି ଅବସରରେ ସଲମାନ ଖାନ ଏବଂ ତାଙ୍କ ଭାଇ ସୋହେଲ, ସ୍ୱର୍ଗତ ୱାଜିଦଙ୍କ ଭାଇ ସାଜିଦ ଖାନଙ୍କ ସହ…

ସୁଶାନ୍ତ ୫ ବର୍ଷରେ ଆୟ କରିଥିଲେ ୭୦ କୋଟି , ରିୟାଙ୍କ ପଛରେ ୫୫ ଲକ୍ଷ ଖର୍ଚ୍ଚ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂତନ ତଥ୍ୟ ମିଳୁଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ସୁଶାନ୍ତଙ୍କ ସମସ୍ତ ବ୍ୟାଙ୍କ ଖାତାକୁ ଅନୁଧ୍ୟାନ କରିବା ପରେ ଜଣାପଡିଥିଲା ସେ ୫ ବର୍ଷରେ ୭୦ କୋଟି ଟଙ୍କା ଆୟ କରିଥିଲେ । ଫରେନ୍ସିକ ଅଡିଟ…

ଭୁବନେଶ୍ୱର ଓ ବାଙ୍ଗାଲୋର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର:  ରେଳ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ଅକ୍ଟୋବର ମାସ ୧୨ ତାରିଖ ଠାରୁ ଭୁବନେଶ୍ୱରରୁ ଏବଂ ୧୩ ତାରିଖ ଠାରୁ ବାଙ୍ଗାଲୋରରୁ ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ମଧ୍ୟରେ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଅଛି। ୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋରର ସ୍ୱତନ୍ତ୍ର…

ଆସନ୍ତାକାଲି ମମତା ସରକାରଙ୍କୁ ଘେରିବେ ତେଜସ୍ୱୀ ସୂର୍ଯ୍ୟ!!

କୋଲକାତା: ଆସନ୍ତାକାଲି ବିଜେପି ବଙ୍ଗଳା ୟୁନିଟର ମେଗା ପଦଯାତ୍ରାରେ ଯୋଗଦେବେ ବିଜେପିର ସର୍ବ କନିଷ୍ଠ ଜାତୀୟ ସଚିବ ତେଜସ୍ୱୀ ସୂର୍ଯ୍ୟ । ଯୁବ ନେତା କୋଲକାତାରେ ରାତି ୯ଟାରେ ଅବତରଣ କରିବେ ବୋଲି ଆଶା କରାଯାଉଛି । ବିଜେପିର ବିଜ୍ଞପ୍ତି ଅନୁଯାୟୀ ରାତ୍ର ୧୦.୩୦ରେ ସେ ଏକ ସାମ୍ବାଦିକ…