Latest Odisha News

BREAKING NEWS

ଜୀବନଶୈଳୀ ନ ବଦଳିଲେ ଜଳବାୟୁ ପରିବର୍ତନ ଯୋଗୁଁ ଅନେକ କ୍ଷତି ଘଟିବ: ବିଶେଷଜ୍ଞ

ଭୁବନେଶ୍ୱର: ଜଳବାୟୁ ପରିବର୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକବୋଲି କହିଛନ୍ତି । ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନର ବୃଦ୍ଧି ହୋଇଛି ଏବଂ ଏଥିପାଇଁ…

୬ ଜିବି ଡାଟାର ପ୍ରମାଣ ଗୃହ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି: ଦେବେନ୍ଦ୍ର ଫଡନିବେଶ

ମୁମ୍ବାଇ: ପରମବୀର ସିଂ ଲେଟର ବୋମାରେ ମହାରାଷ୍ଟ୍ର ସରକାର ଏବଂ ଉଦ୍ଧବ ଠାକରେ ସଙ୍କଟରେ ପଡିଯାଇଛନ୍ତି । ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନିବେଶ ଗୃହ ମନ୍ତ୍ରଣାଳୟକୁ ୬ଜିବି ଡାଟାର ପ୍ରମାଣ ଯୋଗାଇଛି । ଫଡନିବେଶ ଅଭିଯୋଗ ଆଣିଛନ୍ତି ଯେ, ପୂର୍ବତନ ଗୋଇନ୍ଦା ଅଧିକାରୀ ରଶ୍ମି ଶୁକ୍ଲାଙ୍କ…

ହୃଦଘାତରେ AIADMK ରାଜ୍ୟସଭା ସାଂସଦ ମହମ୍ମଦ ଜନଙ୍କ ପରଲୋକ

ଚେନ୍ନାଇ : AIADMK ରାଜ୍ୟସଭା ସାଂସଦ ମହମ୍ମଦ ଜନଙ୍କ ପରଲୋକ । ହୃଦଘାତରେ ସାଂସଦ ମହମ୍ମଦ ଜନଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କ ୭୩ ବର୍ଷ ବୟସ ହୋଇଥିଲା । ତାମିଲନାଡୁରୁ ଏଆଇଏଡିଏମକେ ପକ୍ଷରୁ ରାଜ୍ୟସଭାରୁ ପ୍ରତିନିଧିତ୍ବ କରୁଥିଲେ ମହମ୍ମଦ ଜନ । ଗତ ୨୦୧୧…

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା, ଦରକାର ପଡ଼ିଲେ ମିନି କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ବର : ମହାମାରୀ କରୋନା ସ୍ଥିତିକୁ ଦେଖି ରାଜ୍ୟରେ ଟେଷ୍ଟିଂ ସାଙ୍ଗକୁ ସର୍ଭେଲାନ୍ସ ବଢ଼ାଯିବ । ଏଥିସହ ପୋଲିସ ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯିବ । ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ସମସ୍ତ…

ଘରୋଇ ମାଟିରେ ଦ୍ରୁତ ୧୦,୦୦୦ ରନ କଲେ କୋହଲି

ପୁଣେ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । କୋହଲି ଘରୋଇ ମାଟିରେ ଦ୍ରୁତ ୧୦୦୦୦ ରନ ସଂଗ୍ରହ କରିଛନ୍ତି । ୧୯୫ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ଏଥିସହ ସେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଅଜବ ପ୍ରଚାର ପାଇଁ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅଜବ ପ୍ରଚାର । ଭାଇରାଲ୍ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁରୁଣା ଫଟୋ । ଦାବି ହୋଇଛି ମୋଦି ୩୧ ବର୍ଷ ପୂର୍ବେ ପାକିସ୍ତାନରୁ ବିସ୍ଥାପିତ ହିନ୍ଦୁଙ୍କୁ ରାଜସ୍ଥାନରେ ଭେଟିଥିଲେ । ହେଲେ ଛାନ୍‌ଭିନ୍‌ରେ ସାମ୍ନାକୁ ଆସିଛି ଭିନ୍ନ ତଥ୍ୟ ।…

ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ବିଧାନସଭାରେ ବଡ଼ ସଂକଳ୍ପ ଆଣିଲେ…

ଭୁବନେଶ୍ବର: ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ । ବିଧାନସଭାରେ ଆଜି ମାନ୍ୟବର…

ଗବର ଶତକରୁ ବଂଚିତ, ଇଂଲଣ୍ଡ ସମ୍ମୁଖରେ ୩୧୮ ରନର ବିଜୟ ଲକ୍ଷ୍ୟ

ପୁଣେ:ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ସମ୍ମୁଖରେ ୩୧୮ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୧୭ ରନ କରିଥିଲା । ଟସ୍ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ…

କ୍ରିଷ୍ଣାମୂର୍ତ୍ତି ୱାର୍ଲଡ ସ୍କୁଲରେ ପାଳନ ହେଲା ଗାନ୍ଧିଜୀଙ୍କ କଟକ ଆଗମନର ଶତବାର୍ଷିକୀ

କଟକ: ଆଜିକୁ ଠିକ ଶହେ ବର୍ଷ ପୂର୍ବେ କଟକ ଆସିଥିଲେ ମହାତ୍ମାଗାନ୍ଧୀ । ତେବେ ସେହି ଦିନକୁ ଆଜି ମନେ ପକାଇଛନ୍ତି କଟକ ସହରବାସୀ । ଆଜି ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକି ଉତ୍ସବ ପାଳନ କରୁଛି ସମଗ୍ର ସହର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଭିନ୍ନ ଦଳର ନେତା,…

ଛତିଶଗଡ଼ ନାରାୟଣପୁରେ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ଫୋରଣ; ୩ ଯବାନ ସହିଦ

ମାଲକାନଗିରି : ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ଫୋରଣ। ସୂଚନା ମୁତାବକ ନାରାୟଣପୁର ଜିଲ୍ଲାର କଡେନାଡ଼ ଓ ମନ୍ଦଡା ରାସ୍ତାରେ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ପୋରଣରେ ଉଡିଲା ପୋଲିସ ବସ । ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ ୫ରୁ ଅଧିକ ଡିଆରଜି ଯବାନ…