Latest Odisha News

BREAKING NEWS

ଓକିଲଙ୍କୁ ଭେଟିପାରିବେ ଆକାଶ ପାଠକ, ଅନୁମତି ଦେଲେ ହାଇକୋର୍ଟ

କଟକ: ନିଜ ଓକିଲଙ୍କ ସହ ସାକ୍ଷାତ କରିପାରିବେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ମାମଲାର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ରାଜ୍ୟ ସରକାର, ଜେଲ୍ ଡିଜି ଓ ରାଜ୍ୟ ଆଇନସେବା…

ସାପଙ୍କ କବଜାରେ ପୁରୀ ବ୍ଲୁ ଫ୍ଲାଗ ବିଚ୍

ପୁରୀ: ବ୍ଲୁ ଫ୍ଲାଗ ବିଚରେ ସାପ ଆତଙ୍କ । ପୁରୀ ବେଳାଭୂମିରେ ନୂଆ କରି ନିର୍ମାଣ କରାଯାଇଥିବା ବ୍ଲୁ ଫ୍ଲାଗ ବିଚରେ ସାପ ଆତଙ୍କ ଦେଖାଦେଉଛି । ଯାହା ଅଧିକାରୀମାନଙ୍କ ମୁଣ୍ଡ ବଥାର କାରଣ ପାଲଟିଛି । ୧୫ ଦିନ ତଳେ ମହିଳା ଶୌଚାଳୟରେ ଏକ ନାଗ ସାପ ପସିଯାଇଥିଲା । କର୍ତ୍ତୃପକ୍ଷଙ୍କୁ ସାପକୁ…

ଡ୍ରୋନ ମାଧ୍ୟମରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା NSG ଟିମ୍

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇଲା NSG ଟିମ୍ । ଡ୍ରୋନ୍ ମାଧ୍ୟମରେ NSG ଟିମ୍ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବୁଲି ଭଲ ଭାବେ ଏନଏସଜି ଟିମ୍ ସୁରକ୍ଷା ବ୍ୟବସ୍ଥା ଦେଖିଛି ।  ଆଜି ଭୋର ସମୟରେ ଏନଏସଜିର ୩ଜଣିଆ ଟିମ୍ ସୁରକ୍ଷା…

ରାଜ୍ୟରେ ଆଜି ନୂଆ ୮୪ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୪୮୯କୁ ବୃଦ୍ଧି 

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇଛି କରୋନା । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୮୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୪୮୯ରେ…

  କବିତା : କେହିଜଣେ

ନାରାୟଣ ସାହୁ  କେତେ କେତେ କ୍ରୁଶବିଦ୍ଧ ଯୁଦ୍ଧ ଯେ ଲଢ଼ିଲି ଦୂର୍ଗମ୍ୟ ଅରଣ୍ୟ ସବୁ ବିଚରଣ କଲି, ଭଙ୍ଗା ମାଠିଆରେ ପାଣି ରଖି ମଥା ଉପର ସୂର୍ଯ୍ୟଙ୍କୁ ମୁଣ୍ଡିଆ ମାରିଲି, ଶାନ୍ତି ଶାନ୍ତି ଗୁଣୁଗୁଣୁ ହେଲି! କେତେ ଅବଦମିତ ଇଚ୍ଛା , ଅନିଚ୍ଛା ଓ ସ୍ଵାଧୀନତାକୁ ନିଜ ପାପୁଲିରେ…

ଅନୁଭବଙ୍କ ବିରୋଧରେ ପୁଣି ଅଭିଯୋଗ କଲେ ବର୍ଷା 

କଟକ: ଓଲିଉଡର ଚର୍ଚ୍ଚିତ ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବୈବାହିକ ବିବାଦ ଚାଲିଥିବା ବେଳେ ସେ ପୁଣି ଥରେ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ବୁଧବାର ଦିନ ପୁରୀଘାଟ ଥାନାରେ ବର୍ଷା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ…

ଭିଜିଲାନ୍ସ ଜାଲରେ ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଦାନନ୍ଦ ସୁନାନୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଦାନନ୍ଦ ସୁନାନୀଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।  ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଦ୍ୱାରା ଚଢାଉ କରାଯାଉଛି । ଖଡ଼ିଆଳସ୍ଥିତ ତାଙ୍କ…

ଆଜିଠୁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଟିକାକରଣ

ଭୁବନେଶ୍ବର: ଆଜିଠୁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଦିଆଯିବ କୋରୋନା ଟିକା । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତିଦିନ ୫୦ ଜଣ ଲେଖାଏଁ ୩୦୦ ସେବାୟତଙ୍କ ଟିକାକରଣ କରାଯିବ । ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମାର୍ଚ ୧୬ ସୁଦ୍ଧା ୧ ଲକ୍ଷ ୭…

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୩୫ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫ ହଜାର ୮୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ମାନସିକ ଚାପ ଏବଂ ଚିନ୍ତା ଦୂର କରିବା ପାଇଁ ଆପଣାନ୍ତୁ ଏହି ସରଳ ଯୋଗାଭ୍ୟାସ

ମାନସିକ ଚାପ ଆମମାନଙ୍କ ସ୍ଵାସ୍ଥ୍ୟରେ ଏକ ନକରାତ୍ମକ ପ୍ରଭାବ ପକାଇଥାଏ । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରାୟ ଲୋକ ବିଭିନ୍ନ କାରଣକୁ ନେଇ ଲୋକେ ଚିନ୍ତାରେ ରହୁଥିବା ଦେଖିବାକୁ ମିଳୁଛି । ଯେତେବେଳେ ମାନସିକ ଚାପ ଏବଂ ଦୁଶ୍ଚିନ୍ତା ଏକା ସଙ୍ଗେ ମାଡିବସେ ସେତେବେଳେ ଅବସାଦ ବା ଅନ୍ୟ…