Latest Odisha News

BREAKING NEWS

Oil Board: ଅଙ୍ଗନବାଡି ଓ ସିସିଆଇରେ ଲାଗିବ ତୈଳ ବୋର୍ଡ…

ଭୁବନେଶ୍ୱର: ଅତ୍ୟଧିକ ତେଲରେ ରନ୍ଧା ଖାଦ୍ୟ ଖାଇବା ତଥା ସ୍ୱାସ୍ଥ୍ୟ ପ୍ରତି ବିପଦ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ପାଇଁ ଅଙ୍ଗନୱାଡି କେନ୍ଦ୍ର (AWC) ଏବଂ ଶିଶୁ-ଯତ୍ନ ପ୍ରତିଷ୍ଠାନ (ସିସିଆଇ) ରେ 'ତୈଳ ବୋର୍ଡ' ଲଗାଇବାକୁ ଓଡ଼ିଶା ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…

Siliguri Corridor: ବାଂଲାଦେଶ ରାଜନୈତିକ ଅସ୍ଥିରତା ମଧ୍ୟରେ ସିଲିଗୁଡି କରିଡରକୁ ସୁଦୃଢ଼ କଲା ଭାରତ…

ନୂଆଦିଲ୍ଲୀ: ଭାରତ ସିଲିଗୁଡି କରିଡରକୁ ଆହୁରି ସୁଦୃଢ କରିଛି । ଏକ ନିର୍ଣ୍ଣାୟକ ସାମରିକ ଗଠନ ସହିତ ଏହାର ପୂର୍ବ ସୀମାକୁ ପରିବର୍ତ୍ତନ କରୁଛି । ଯାହା ଦେଶର ସାତଟି ଉତ୍ତର-ପୂର୍ବ ରାଜ୍ୟକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ସଂକୀର୍ଣ୍ଣ ୨୨ କିଲୋମିଟର ଷ୍ଟ୍ରିପ୍। ଏହି ଗୁରୁତ୍ୱପୂର୍ଣ୍ଣ…

Three Tier Transport: ଭାରତର ଏମିତି ଏକ ରେଳ ଷ୍ଟେସନ୍, ୧୬ ମହଲା…ଗୋଟିଏ ଜାଗାରେ ଆପଣଙ୍କୁ ମିଳିବ ବସ୍, ଟ୍ରେନ୍…

ନୂଆଦିଲ୍ଲୀ: ଭାରତୀୟ ରେଳ ନେଟୱାର୍କ ଏବଂ ଏହାର ଭିତ୍ତିଭୂମି ବିଶ୍ୱବ୍ୟାପୀ ପ୍ରସିଦ୍ଧି ହାସଲ କରିଛି। ଭାରତ ପରିଦର୍ଶନ କରୁଥିବା ପ୍ରାୟ ପ୍ରତ୍ୟେକ ପର୍ଯ୍ୟଟକ କିମ୍ବା ଭ୍ଲଗର ଟ୍ରେନ ଯାତ୍ରା କରନ୍ତି। ବିଦେଶୀମାନେ ଭାରତୀୟ ରେଳ ଯାତ୍ରାକୁ ଏକ ଆରାମଦାୟକ, ସୁଗମ ଏବଂ ଆରାମଦାୟକ ଅଭିଜ୍ଞତା ବୋଲି…

M.S Umesh passes away ୮୦ ବର୍ଷ ବୟସରେ କନ୍ନଡ଼ ଅଭିନେତା ଉମେଶଙ୍କ ପରଲୋକ…

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଛି। ସେ ୮୯ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଏବେ ଆଉ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଘଟିଛି । ଦକ୍ଷିଣ ଭାରତୀୟ ସିନେମାରୁ ଏକ…

ମାଗଣା ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ଡାକ୍ତରଖାନା ଯିବାକୁ ଆଉ ହନ୍ତସନ୍ତ ହେବେନି ରୋଗୀ । ରାଜ୍ୟରେ ଗଡିବ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ । ନୂଆବର୍ଷ ପୂର୍ବରୁ ଗଡିବା ନେଇ ଯୋଜନା ରହିଥିବାବେଳେ, ଗାଡ଼ି ଆସି ସାରିଛି । ଏବେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି । ନିର୍ଦ୍ଦେଶନାମା ଅନୁସାରେ ୫ ବର୍ଷ ପୂରଣ…

SIR Form Filling Last Date: SIR ଫର୍ମ ଦାଖଲର ଶେଷ ତାରିଖ କରାଗଲା ବୃଦ୍ଧି…ଏହି ଦିନ ସୁଦ୍ଧା ଫର୍ମ କରନ୍ତୁ…

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ଭଲ ଖବର ଆସିଛି । ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ (SIR-Special Intensive Revision ) ପାଇଁ ଶେଷ ତାରିଖ ବୃଦ୍ଧି କରାଯାଇଛି। ଏବେ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ SIR ଫର୍ମ ପୂରଣ କରିପାରିବେ। ବର୍ତ୍ତମାନ ୧୨ଟି ରାଜ୍ୟ ଏବଂ…

କିଟ୍‌ରେ ୨୬ ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‍ଘାଟିତ

ଭୁବନେଶ୍ୱର: ୨୬ ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଏବଂ ଏସ୍‍ଡିଜି: ସାଇନ୍‍ସ ଆଣ୍ଡ ଟେକ୍ନୋଲୋଜି ଇନୋଭେସନ୍‍ସ ବିଷୟବସ୍ତୁ ଆଧାରିତ ସଷ୍ଟେନେବଲ୍‍ ଗ୍ରୀନ୍‍ ଫ୍ରଣ୍ଟିୟର୍ସ ଉପରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ କିଟ୍‌ରେ ଉଦ୍‍ଘାଟିତ ହୋଇଯାଇଛି। ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନ…

Human Washing Machine: ମଣିଷ ଶରୀରକୁ ଚୁଟକିରେ ସଫା କରୁଛି ଏହି ମେସିନ…

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ପ୍ରକାର ଟେକ୍ନୋଲେଜି ବାହାରିଲାଣି ଯାହା ପ୍ରତିଟି କାମକୁ ସହଜରେ କରିଦେଉଛି । ଏପରି ଅନେକ ମେସିନ ଯାହା କଷ୍ଟ କାମକୁ ଅଳ୍ପ ସମୟ ଭିତରେ ବିନା ପରିଶ୍ରମରେ କରିଥାଏ । ଏହାରି ଭିତରେ ଅନେକ ଲୋକ ଅଛନ୍ତି  ଯେଉଠମାନଙ୍କୁ ଗାଧୋଇବାକୁ ବହୁତ ଅଳସୁଆ ଲାଗେ । ଆଉ…

୪ ନମ୍ବର ମାଛ ମାର୍କେଟରେ ହେବ ନବକଳେବର, ଆମିଷ ବଜାରରୁ ହଟିବ ଜବରଦଖଲ

ଭୁବନେଶ୍ୱର: ୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ । ନୂଆ ରୂପ ପାଇବ ଭୁବନେଶ୍ୱର ମହାନଗର ନିଗମ ଅଧୀନ ୪ ନମ୍ବର ମାଛ ମାର୍କେଟ । ଆଜି ସକାଳୁ ବିଏମସି କମିଶନର ଚଞ୍ଚଲ ରଣାଙ୍କ ସହ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ । ମେୟର କହିଛନ୍ତି ଯେ, ନୂଆ ଦୋକାନ,…

ଆକ୍ସନ ମୋଡ଼ରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ: ୧୦ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ବୌଦ୍ଧ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍ ଦେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ । ୮ଟି ସ୍କୁଲର ୩ ଜଣ ପ୍ରଧାନଶିକ୍ଷକଙ୍କ ସମେତ ୧୦ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ବିରୋଧରେ ଗୋଷ୍ଠୀ…