Bullet Train: ୩୨୦ କିମି ବେଗରେ ଦୌଡ଼ିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍, ଟ୍ରାକ୍ ବଦଳାଇଲେ ବି ଲାଗିବନି ଝଟକା!…
ନୂଆଦିଲ୍ଲୀ: ଭାରତର ବୁଲେଟ୍ ଟ୍ରେନ୍କୁ ନେଇ ଅପେକ୍ଷା ଧୀରେ ଧୀରେ ଶେଷ ହେବାକୁ ଯାଉଛି। ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ କରିଡରରେ ଦୌଡ଼ିବାକୁ ଥିବା ଏହି ବୁଲେଟ୍ ଟ୍ରେନ୍ କେବଳ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗ ପାଇଁ ନୁହେଁ, ଏହାର ଟ୍ରାକ୍ ବଦଳାଇବା ପ୍ରଣାଳୀ ମଧ୍ୟ ବେଶ୍ ଖାସ୍…