ଆମ୍ବୁଲାନ୍ସରୁ ଜବତ ହେଲା ଗଞ୍ଜେଇ
ଗଞ୍ଜାମ: ରୋଗୀ ସେବା ପାଇଁ ପ୍ରଯୁଜ୍ୟ ଆମ୍ବୁଲାନ୍ସରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ତେବେ ଜବତ ହୋଇଥିବା ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦାଳକୁ ଅଭିମୁଖେ ଯାଉଥିବା ସୂଚନା ମିଳିଛି ।
ସୂଚନୁସାରେ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୁଢାମ୍ବ ଫାଣ୍ଡି ଦ୍ୱାରା ଏହି ଗଞ୍ଜେଇ ଜବତ…