Latest Odisha News

BREAKING NEWS

କୁନ୍ତଳାଙ୍କ କୋଳକୁ ଫେରିଲା ଜଙ୍ଗଲି ବାରହା ‘ଢୁଡ଼’

କେନ୍ଦୁଝର: ମଣିଷ ଓ ଜଙ୍ଗଲି ଜନ୍ତୁଙ୍କ ଅନାବିଳ କାହାଣୀ । ଘରକୁ ଫେରିଲା ଢୁଡ଼ । କେନ୍ଦୁଝର ତେଲକୋଇ ପୁରୁଷୋତମପୁରର କୁନ୍ତଳା କୁମାରୀ ପେଣ୍ଠେଇଙ୍କ କୋଳକୁ ଫେରିଛି ଜଙ୍ଗଲି ବାରହା । ଜଙ୍ଗଲରେ ବୁଲୁଥିବା ନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ କୁନ୍ତଳା ଓ ତାଙ୍କ ଝିଅ ଜଙ୍ଗଲରେ ପହଞ୍ଚି…

ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର ‘କଥାନ୍ତର’ର ପ୍ରଥମ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର 'କଥାନ୍ତର'ର ପ୍ରଥମ ସଂଖ୍ୟା ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି। ଏହି ସଂଖ୍ୟାରେ ବିଭିନ୍ନ ଭାରତୀୟ ତଥା ବିଦେଶୀ ଭାଷାର ୨୯ଟି ଗଳ୍ପ ସହିତ ପୁସ୍ତକ ସମୀକ୍ଷା ମଧ୍ୟ ସ୍ଥାନ ପାଇଛି। ଏହି…

ପିପିଲି ଉପନିର୍ବାଚନ ଲାଗି ଅଧିକ ୭୫ଟି ବୁଥ୍, କୋଭିଡ୍ କଟକଣାରେ ହେବ ଭୋଟ୍

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବଢ଼ିବ ମତଦାନ କେନ୍ଦ୍ର ସଂଖ୍ୟା । ପୂର୍ବରୁ ୨୭୧ଟି ବୁଥ୍ ଥିବାବେଳେ ଏବେ ଏହାକୁ ୩୪୮କୁ ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ସୋହାନୀ ସୂଚନା ଦେଇଛନ୍ତି । ଅତିରିକ୍ତ ଭାବେ ୭୫ଟି ସହାୟକ ବୁଥ୍ କରାଯାଉଛି ବୋଲି…

ପୁଣି ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଗୃହ ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଲଗାତାର ପଞ୍ଚମ ଦିନ ଲାଗି ହଟ୍ଟଗୋଳ ଲାଗି ରହିଛି । ସକାଳେ ବିରୋଧୀ-ଶାସକ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏ ମୁଲତବି ରଖିଥିଲେ । ମଧ୍ୟାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣ ହୋହଲ୍ଲା କରିଥିଲେ ସଦସ୍ୟ ଫଳରେ ବାଚସ୍ପତି ଗୃହକୁ…

ଗଛ କାଟି ମାଓବାଦୀଙ୍କ ରାସ୍ତା ଅବରୋଧ, ୧୧ଟି ଦାବି ସମ୍ପର୍କରେ ପୋଷ୍ଟର ଉଲ୍ଲେଖ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ହାତୀଗାଁ ରାସ୍ତାରେ ଗଛ କାଟି ରାସ୍ତା ବନ୍ଦ କରିଛନ୍ତି ମାଓବାଦୀ । ଏହାସହ ମାଓ ପୋଷ୍ଟର ଓ ବ୍ୟାନର୍‌ ମଧ୍ୟ ଲଗାଇଛନ୍ତି । ପୋଷ୍ଟରରେ ଜଙ୍ଗଲରୁ ଗଛ କଟାକୁ ବିରୋଧ କରାଯାଇଛି । ଏହାସହ ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରି ଶ୍ରମିକଙ୍କୁ ଉଚିତ୍…

ଅଲ ଇଂଲଣ୍ଡ ବ୍ୟାଡମିଂଟନ ପୂର୍ବରୁ ଭାରତକୁ ଝଟକା, ୩ ଖେଳାଳି, ଜଣେ ସପୋର୍ଟିଂ ଷ୍ଟାଫ କରୋନା ପଜିଟିଭ

ଲଣ୍ଡନ: ଅଲ ଇଂଲଣ୍ଡ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି । ୩ଜଣ ଖେଳାଳି ଏବଂ ଜଣେ ସପୋର୍ଟିଂ ଷ୍ଟାଫ କରୋନା ପଜିଟିଭ ଥିବା ଜଣା ପଡିବା ପରେ ଟିମ୍ ମ୍ୟାନେଜମେଂଟ ଚିନ୍ତାରେ ପଡିଛି । ସାଇନା ନେହ୍ୱାଲ ଏବଂ ତାଙ୍କ ପତି ତଥା ଖେଳାଳି ପାରୁପଲୀ କାଶ୍ୟପ…

‘ଇଦ୍’‌ରେ ଏକାସାଙ୍ଗେ ଆସିବେ ଦବାଙ୍ଗ୍‌ ବଏ୍‌ ସଲ୍‌ମାନ ଏବଂ ଜନ୍‌ ଆବ୍ରାହମ୍‌

ମୁମ୍ବାଇ: ଏକାସାଙ୍ଗେ ଆସିବେ ବଲିଉଡ୍‌ର ଦବାଙ୍ଗ୍‌ ବଏ୍‌ ସଲ୍‌ମାନ ଖାନ୍‌ ଏବଂ ଜନ୍‌ ଆବ୍ରାହମ୍‌। ଅଭିନେତା ଜନ୍ ଅବ୍ରହାମଙ୍କ 'ସତ୍ୟମେବ ଜୟତେ ୨' ଚଳିତ ବର୍ଷ ଇଦ୍‌ ଉପଲକ୍ଷେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସେହି ସମୟରେ ସଲ୍‌ମାନଙ୍କ ଅଭିନୀତ ସିନେମା 'ରାଧେ' ମଧ୍ୟ ମୁକ୍ତିଲାଭ କରିବ।…

ଛୋଟା ରାଜନଙ୍କୁ ୧୦ ବର୍ଷ ଜେଲ୍‌

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କୁ ବୁଧବାର ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୦ ବର୍ଷର ଜେଲ ଓ ୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୩ରେ ଅଜୟ ଗୋସଲିୟାଙ୍କ ହତ୍ୟା ମାମଲାରେ ଶୁଣାଣୀ କରି କୋର୍ଟ ଏହି ରାୟ ଦେଇଛନ୍ତି । ବୁକି ତଥା ବିଲ୍ଡର ଅଜୟଙ୍କୁ ଏକ ମଲ ବାହାରେ ୩ଜଣ…

ଶ୍ରୀମନ୍ଦିରରେ NSG ଟିମ୍, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି ଟିମ୍ 

ପୁରୀ: ଶ୍ରୀମନ୍ଦିରରେ ଏନଏସଜି ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଏନଏସଜି ଟିମ୍ ପୁରୀରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବ ଏହି ୩ ଜଣିଆ ଟିମ୍ । ଏଥିସହିତ ପ୍ରଶାସନ ସହ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରିବ ।  ଶ୍ରୀମନ୍ଦିର…

ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାବର୍ଷ ଆରମ୍ଭରୁ ରିମେଡିଆଲ୍ କ୍ଲାସ୍

ଭୁବନେଶ୍ୱର: ଶିକ୍ଷାବର୍ଷ ଆରମ୍ଭରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ରିମେଡିଆଲ କ୍ଲାସ କରାଯିବ । ପ୍ରଥମ ଦୁଇ ତିନି ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ରିମେଡିଆଲ କ୍ଲାସ ହେବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ଚଳିତବର୍ଷ…