Latest Odisha News

ଏକାଠି ହେବେ ହ୍ରିତିକ ଓ ଦୀପିକା !

ମୁମ୍ବାଇ: ଶୀର୍ଷକ ଶୁଣି ଚମକିଲେ କି? ନା ନା, ରିଅଲ ଲାଇଫରେ ନୁହେଁ, ରିଲ ଲାଇଫରେ ଏକାଠି ହେବାକୁ ଯାଉଛନ୍ତି ହ୍ରିତିକ ଓ ଦୀପିକା । ପ୍ରଥମ ଥର ପାଇଁ ଉଭୟେ ଗୋଟିଏ ଫିଲ୍ମରେ କାମ କରିବେ ! ଫରାହ ଖାନଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଏହି ଯୋଡି ନଜର ଆସିବା…

ବିଶ୍ୱକପ: ଅଷ୍ଟ୍ରେଲିଆ ୨୨୩ ରନରେ ଅଲଆଉଟ, ଫାଇନାଲ ଲକ୍ଷ୍ୟରେ ଇଂଲଣ୍ଡ

ବର୍ମିଂହାମ୍: ବିଶ୍ୱକପ ଫାଇନାଲ୍ ଖେଳିବାକୁ ଇଂଲଣ୍ଡ ସମ୍ମୁଖରେ ୨୨୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ । ବିଶ୍ୱକପର ୨ୟ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ମାତ୍ର ୨୨୩ ରନ ସ୍କୋରରେ ରଖିବାକୁ…

ଅଛରେ ବରଷା

ଅଛରେ ବରଷା ସଂଜୟ କୁମାର ମିଶ୍ର ଅଛରେ ବରଷାକୁ ଇ ଅପେକ୍ଷା ବରଷା ଲୁଚିଛି ସାତତାଳ ପାଣିପଙ୍କ ତଳ ରୂପାର କରାଟରେ ଭଅଁର ହୋଇ ବାହାରକୁ ଆଦୌ ଆସୁନାହିଁ, ଚାରିଲେନ ରାସ୍ତା ହିଁ ରାକ୍ଷସ ଖାଉଛି ହଜାର ହଜାର ଗଛ ମଣିଷ ହୃତପିଣ୍ଡ ଅଧାଜଳା ଶବ ହେଇ ଶୁଇଛି ପୃଥିବୀର ପ୍ରେତ,…

ପାଟକୁରା ନିର୍ବାଚନ: ଜାଣନ୍ତୁ, କଂଗ୍ରେସ ଲାଗି କେଉଁମାନେ ହେଲେ ଷ୍ଟାର ପ୍ରଚାରକ

ଭୁବନେଶ୍ୱର : ଆଗାମୀ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଦଳ ମଧ୍ୟ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି । ଏନେଇ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି ତାରକା…

ପ୍ରିୟଦର୍ଶୀ ଆମେରିକାରେ କହିଲେ ଓଡ଼ିଶା ସରକାରଙ୍କ ସଫଳତାର କାହାଣୀ

ନ୍ୟୁଜର୍ସି : 'ଓଡିଶା ସୋସାଇଟି ଅଫ୍ ଆମେରିକା'ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଟଲାଣ୍ଟା ସିଟିର ନ୍ୟୁଜର୍ସି ହେରା ରିସୋର୍ଟ୍ସରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ‘ଓଡିଶା ଡେଭଲପମେଣ୍ଟ ଡେ’ ଆଲୋଚନାରେ ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ମୁଖପାତ୍ର…

ଘଡଘଡି ସହ ବର୍ଷା ଆଶଙ୍କା, ୫ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର କଟକ ସହର ସମେତ ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ ଓ…

ରଥ ଉପରେ ଶ୍ରୀସୁଦର୍ଶନଙ୍କୁ ଆଉଜି ଶୋଇଲେ ସେବାୟତ, ଫଟୋ ହେଲା ଭାଇରାଲ୍

ପୁରୀ: ଏବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀରେ ଚାଲିଥିବା ବେଳେ ରଥ ଉପରେ ଜଣେ ବରିଷ୍ଠ ସେବାୟତ ଶ୍ରୀସୁଦର୍ଶନଙ୍କ ଉପରେ ଆଉଜି ଶୋଇଥିବାର ଫଟୋ ଭାଇରାଲ୍ ହୋଇ ଆଲୋଡ଼ନ ସୃଷ୍ଟି କରିଛି । ମିଳିଥିବା ସୂଚନାନୁଯାୟୀ, ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ…

ସରିଲା ମନ୍ତ୍ରୀ ପରିଷଦର ବୈଠକ, ନବୀନ ଦେଲେ ମହାମନ୍ତ୍ର

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏକ ସଫଳ ସରକାର ଲାଗି ନିଜ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେବା ସହ ନବୀନ ୫ଟି ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜାଣନ୍ତୁ-…

ଡ଼ିଜେଲ୍ ଦର ବୃଦ୍ଧି ଘଟିବା ସହିତ ଓଡ଼ିଶାରେ ବଢିଲା ବସ୍ ଭଡ଼ା

ଭୁବନେଶ୍ୱର: ଯାନବାହନର ଇନ୍ଧନ ଡ଼ିଜେଲ୍ ଦର ବୃଦ୍ଧି ଘଟିବା ସହିତ ଓଡ଼ିଶାରେ ବୃଦ୍ଧି ପାଇଛି ବସ୍ ଭଡ଼ା । ଏହି ବସ୍ ଭଡ଼ା ବୃଦ୍ଧି ନେଇ ଆଜି ସଂପୃକ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, ରାଜ୍ୟରେ ଅର୍ଡ଼ିନାରୀ ବସ୍ ଭଡ଼ା ୬୯ ପଇସା ବୃଦ୍ଧି ଘଟିଛି । ପୂର୍ବରୁ ଏହି…

କର୍ଣ୍ଣାଟକ ସଙ୍କଟ: ଆଜି ସନ୍ଧ୍ୟାରେ ବାଚସ୍ପତିଙ୍କୁ ଭେଟିବେ ଅସନ୍ତୁଷ୍ଟ ବିଧାୟକ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବା ପରେ ଏବେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇପଡ଼ିଛି । ଗୁରୁବାର ଦିନ ସନ୍ଧ୍ୟା ୬ଟା ବେଳେ ଇସ୍ତଫା ପ୍ରଦାନ କରିଥିବା ଜେଡ଼ିଏସ ଓ କଂଗ୍ରେସ ବିଧାୟକମାନେ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କୁ ଭେଟିବା ଲାଗି…