Latest Odisha News

BREAKING NEWS

ଆର୍. ପି ଗୁପ୍ତାଙ୍କ ‘ଟର୍ଣ୍ଣ ଆରାଉଣ୍ଡ ଇଣ୍ଡିଆ ୨୦୨୦’ ଉନ୍ମୋଚିତ

ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନ ପରିସରରେ ଆର୍ .ପି ଗୁପ୍ତାଙ୍କ ପୁସ୍ତକ 'ଟର୍ଣ୍ଣ ଆରାଉଣ୍ଡ ଇଣ୍ଡିଆ ୨୦୨୦' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଯୋଗ ଦେଇ କହିଲେ ଯେ ବ୍ୟକ୍ତି ବିକାଶ ହିଁ ରାଷ୍ଟ୍ର ନିର୍ମାଣର ଆଧାର ହେବା ଆବଶ୍ୟକ। ଅନ୍ୟତମ ଅତିଥି…

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାମନାଥ କୋବିନ୍ଦ, ୨୨ରେ ଯିବେ ପୁରୀ, ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନର…

ପୁରୀ: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ ତାରିଖରୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୨୨ ତାରିଖରେ ତାଙ୍କର ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଉରକେଲା ଏବଂ ପରେ ପୁରୀ ଶ୍ରୀମନ୍ଦିର ଦର୍ଶନ ସହ କୋଣାର୍କ ଯିବାର ମଧ୍ୟ କାର୍ଯ୍ୟକ୍ରମ…

ବେକିଂ ବି ଜାଣନ୍ତି ଛୋଟେ ନବାବ୍‌ ତୈମୁର!

ନୂଆଦିଲ୍ଲୀ: ଛୋଟେ ନବାବ୍‌ ତୈମୁର ଅଲି ଖାନଙ୍କ ହାତ ତିଆରି ଆକ‌ର୍ଷଣୀୟ ଚିତ୍ର କରୀନା ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। କରୀନା ଆଜି ତୈମୁର୍‌ଙ୍କ ଏକ ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ବେକିଂ କୌଶଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଫଟୋରେ ,…

ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆସାମରେ ତିଆରି ହୋଇଛି ୮ କି.ମି ଲମ୍ବା ରଙ୍ଗୋଲି

ଆସାମ: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାରୁ ବାରକ ଉପତ୍ୟକାର କାଚର ଜିଲ୍ଲା ପ୍ରଶାସନ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଭାରତର ଦୀର୍ଘତମ ରଙ୍ଗୋଲି ତିଆରି କରି ପ୍ରଶଂସା ଲାଭ କରିଛି। କାଚର ଜିଲ୍ଲା ପ୍ରଶାସନ ମାତ୍ର ୨୪ ଘଣ୍ଟା ମଧ୍ୟରେ ରାସ୍ତାରେ ଆଠ…

ପିପିଇ କିଟ୍ ଦୁର୍ନୀତି ମାମଲା, ଲୋକାୟୁକ୍ତଙ୍କୁ ରିପୋର୍ଟ ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍ କିଣାରେ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗର ତଦନ୍ତ କରୁଥିବା ଭିଜିଲାନ୍ସ ମଙ୍ଗଳବାର ପ୍ରାଥମିକ ରିପୋର୍ଟ ଦେଇଛି । ଓଡ଼ିଶା ଲୋକାୟୁକ୍ତଙ୍କୁ ଅଭିଯୋଗର ପ୍ରାଥମିକ ରିପୋର୍ଟ ଦେଇଛି ଭିଜିଲାନ୍ସ । ଗତବର୍ଷ ମହାମାରୀ କୋଭିଡ୍ ପାଇଁ କିଣା ଯାଇଥିବା ମାସ୍କ ଓ…

ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ କରିବାକୁ ଦାବି, ଧର୍ମେନ୍ଦ୍ରଙ୍କୁ ପ୍ରଫୁଲ୍ଲଙ୍କ ଚିଠି 

ଭୁବନେଶ୍ବର: ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ ପ୍ରସଙ୍ଗ । ଏନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।  ଆଇଜିଏଚ୍କୁ ଏକ ମେଡିକାଲ କଲେଜ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଉରକେଲା ଗସ୍ତ…

ଖୁବ୍‌ ଶୀଘ୍ର ତେଲୁଗୁ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତା ସୁନୀଲ ଶେଟ୍ଟୀ

ଚେନ୍ନାଇ: ବଲିଉଡ୍‌ ଅଭିନେତା ସୁନୀଲ ଶେଟ୍ଟୀ ବିଷ୍ଣୁ ମଞ୍ଚୁଙ୍କ 'ମୋସାଗାଲୁ' ସହିତ ତେଲୁଗୁ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତା ଏକ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଫିଲ୍ମର ନିର୍ମାତାମାନେ ହାଇଦ୍ରାବାଦରେ ଏକ ଗ୍ରାଣ୍ଡ…

ଗୁଜରାଟକୁ ଫେରିଲା ନାଇଟ୍ କର୍ଫ୍ୟୁ, ୪ଟି ସହରରେ କାଲିଠୁ କଟକଣା

ଅହମ୍ମଦାବାଦ: ମାଡୁଛି କରୋନା । ବଢୁଛି କଟକଣା । ଗୁଜରାଟକୁ ଫେରିଲା ନାଇଟ୍ କର୍ଫ୍ୟୁ । ଚାରିଟି ସହରରେ ଆସନ୍ତାକାଲିଠୁ ଜାରି ହେବ ନାଇଟ କର୍ଫ୍ୟୁ । ଏହି ସହରଗୁଡ଼ିକ ହେଲା ଅହମ୍ମଦାବାଦ, ଭଦୋଦରା, ସୁରଟ ଓ ରାଜକୋଟ । ରାତି ୧୦ଟାରୁ ସକାଳ ୬ଟା ଯାଏ ଲୋକଙ୍କ ଯାଆସ ଉପରେ କଟକଣା ଲାଗିବ ।…

ସର୍ବଦଳୀୟ ବୈଠକକୁ ବଏକଟ କଲା କଂଗ୍ରେସ

ଭୁବନେଶ୍ୱର: ମଣ୍ଡି ଅବ୍ୟବସ୍ଥା ଓ ବିଧାୟକ ସାନିଟାଇଜର୍ ପିଇବା ଘଟଣାକୁ ନେଇ ଅଚଳ ହୋଇଛି ବିଧାନସଭା । ଚାଲି ପାରୁନି ଗୃହ କାର୍ଯ୍ୟ । ପ୍ରତିଦିନ ଗୃହ କାର୍ଯ୍ୟ ବରବାଦ ହେଉଛି । ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକକୁ ବଏକଟ କରିଛି କଂଗ୍ରେସ । ଏହି ସୂଚନା…

ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦର ୧୩ତମ ରାଜ୍ୟସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଆୟୋଜିତ

ପୁରୀ : ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ ପକ୍ଷରୁ ୧୩ତମ ରାଜ୍ୟ ସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କବୀ ପ୍ରତିମା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୬୦ଜଣ କବି…